Monthly Archives

August 2020

ବଲାଙ୍ଗିର ଜିଲ୍ଲାରେ ଆଜି ୩୭ ଚିହ୍ନଟ : ୧୫ ବଲାଙ୍ଗିର ପୌରାଂଚଳରୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରୁ ୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୧୫ ଜଣ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ସଂପୃକ୍ତ ପୌରାଂଚଳର ହାତୀଶାଲପଡ଼ାରୁ ୧, ତାଲପାଲିପଡ଼ାରୁ ୨, ବରପାଲିପଡ଼ାରୁ ୪, ତେଲିଗୋଠପଡ଼ାରୁ
Read More...

ବୌଦ୍ଧ ଜିଲ୍ଲାରେ ଆଜି ୪୯ ନୂଆ କରୋନା ପଜିଟିଭ ଚିହ୍ନଟ : ଜିଲ୍ଲାର ୪୨୯ ପଜିଟିଭ ମଧ୍ୟରୁ କେବଳ ନାରାୟଣନଗର ଗ୍ରାମରେ ୨୧୬…

ବୌଦ୍ଧ,(ବଂଶୀଧର ମାଝୀ): ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସୂଚନାମତେ ବୌଦ୍ଧ ଜିଲ୍ଲାରେ ଆଜି ୪୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ପଜିଟିଭ ବ୍ୟକ୍ତି ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ନାରାୟଣନଗର ଗ୍ରାମର ବୋଲି ସିଡିଏମଓ ତ୍ରିଲୋଚନ ପ୍ରଧାନ କହିଛନ୍ତି । ଜିଲ୍ଲାରେ ପୂର୍ବରୁ ୩୮୦
Read More...

ଭୋକରେ ଓଡିଶା : ଆମେ ତ’ ଭାଗ୍ୟବାନ ପିଲାରେ ..ଆଉକେ ଆମ ପରି ଥିଲାରେ….

"ଦେଶର ଆତ୍ମା ଗାଁରେ ରହିଛି । ଦେଶର ଭବିଶ୍ୟତ ଶିଶୁମାନଙ୍କ ପାଖେ ଛପି ରହିଛି ।' ଏ ଉକ୍ତିକୁ ଭାରତ କାହିଁକି ସାରା ବିଶ୍ୱ ପ୍ରଧାନ୍ୟ ଦେଇ ଆସୁଛି । ସବୁକ୍ଷେତ୍ରରେ କେନ୍ଦ୍ର ହେଉ ଅବା ରାଜ୍ୟ ସରକାର, ଶିଶୁର ଯତ୍ନ ଠାରୁ ଶିକ୍ଷା ପର୍ଯ୍ୟନ୍ତ ଶିଶୁର ବିକାଶ ପାଇଁ ଶହ ଶହ ଯୋଜନା ପ୍ରଣୟନ
Read More...

ବଲାଙ୍ଗିର ଏକ୍ସନ କମିଟୀ ଓ ସଚେତନା ମହିଳା ମଂଚ ପକ୍ଷରୁ ଆସନ୍ତା କାଲି ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଏକ୍ସନ କମିଟୀ ଓ ସଚେତନା ମହିଳା ମଂଚ ପକ୍ଷରୁ ଆସନ୍ତା କାଲି ଅର୍ଥାତ ୧୮ ତାରିଖ ଦିନ ସକାଳ ୮ଟା ସମୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ଯାଉଛି ।
Read More...

ବନ୍ଧପାଲିରେ ୨ ପଜିଟିଭ୍ ପରେ ସଟଡାଉନ୍ କଲେ ସ୍ଥାନୀୟ ସରପଞ୍ଚ

ଦେଓଗାଁ, (କିଶୋର କୁମାର ସାହୁ) : ଗତ ୫ ଦିନ ମଧ୍ୟରେ ଦେଓଗାଁ ବ୍ଲକ୍ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ବନ୍ଧପାଲି ଗାଁରେ ୨ଜଣଙ୍କ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସ୍ଥାନୀୟ ସରପଞ୍ଚ ବାଳକ ପଧାନ ବନ୍ଧପାଲି ଗାଁକୁ କଣ୍ଟାଣ୍ଟମେଣ୍ଟ ଜୋନ୍ ସହ ଗାଁକୁ ୧୭ ତାରିଖ ରାତି ୧୨ ଟାରୁ ୧୯ ତାରିଖ
Read More...

ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୭,୯୮୧ ଓ ଓଡ଼ିଶାରେ ୨୨୪୪ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୭,୯୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୨୨୪୪ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏମାନଙ୍କ ମଧ୍ୟରୁ ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୫, ବାଲେଶ୍ୱରରୁ ୧୪୨, ବରଗଡ଼ରୁ ୩୫, ଭଦ୍ରକରୁ ୧୦୪, ବଲାଙ୍ଗିରରୁ ୩୭,
Read More...

ସମ୍ବଲପୁର ସହରରେ ଥିବା ମହାନଦୀର ଦ୍ଵିତୀୟ ସେତୁ ଘଟଣା : ଦୁର୍ଘଟଣା, ରୋମାଞ୍ଚର କେନ୍ଦ୍ର ବିନ୍ଦୁ ପାଲଟିଛି

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ସହରରେ ଥିବା ମହାନଦୀର ଦ୍ଵିତୀୟ ସେତୁ ଘଟଣା, ଦୁର୍ଘଟଣା, ରୋମାଞ୍ଚର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ଘଟଣା କ୍ରମରେ ଗତ ରବିବାର ସୌରଭ ଧର (୨୯) ନାମକ ଜଣେ ଯୁବକ ନଦୀ ସ୍ରୋତରେ ପଡି ଦେଢ଼ ଘଣ୍ଟା ପରେ ଶଙ୍କର ମଠ ଘାଟରେ ମତ୍ସ୍ୟଜୀବୀଙ୍କ ଦ୍ଵାରା
Read More...

ଭାରତରେ କୋଭିଡ ମୃତ୍ୟୁହାର ୨ ପ୍ରତିଶତରୁ କମ୍‌, ବିଶ୍ୱରେ ଅନ୍ୟତମ ସର୍ବନିମ୍ନ

• ଆରୋଗ୍ୟ ହାର ବୃଦ୍ଧି ପାଇ ଗତକାଲି ୭୨ ପ୍ରତିଶତରେ• କୋଭିଡ ପରୀକ୍ଷଣ ପାଖାପାଖି ୩ କୋଟିରେ ନୂଆଦିଲ୍ଲୀ, (ପିଆଇବି) : ଭାରତରେ କରୋନା ସଂକ୍ରମିତଙ୍କ ମୃତ୍ୟୁହାର କ୍ରମାଗତଭାବେ ହ୍ରାସ ପାଇବାରେ ଲାଗିଛି । ଏବେ ଭାରତରେ ଏହି ମୃତ୍ୟୁହାର ବିଶ୍ୱରେ ଅନ୍ୟତମ ସର୍ବନିମ୍ନ । ଗତକାଲି ସୁଦ୍ଧା
Read More...

୮ବର୍ଷ ହେଲା ବନ୍ଦ ଅଛି ଦେଓଗାଁ ଚିନିକଳ : ଅଞ୍ଚଳରେ ବଢୁଛି ବେକରୀଙ୍କ ସଂଖ୍ୟା

ଦେଓଗାଁ, (କିଶୋର କୁମାର ସାହୁ) : ଶିଳ୍ପ ବିହୀନ ବଲାଙ୍ଗୀର ଜିଲ୍ଲାରେ ବର୍ତ୍ତମାନ ନିଯୁକ୍ତିର କୌଣସି ସୁଯୋଗ ନାହିଁ । ଏପରିକି କରୋନା ଯୋଗୁଁ ସରକାର ପକ୍ଷରୁ ୨ବର୍ଷ ପର୍ୟ୍ୟନ୍ତ କୌଣସି ନିଯୁକ୍ତି ମଧ୍ୟ ମିଳିବା ନେଇ ଅନିଶ୍ଚିତତା ଦେଖାଦେଇଛି । କେବିକେ ଅଂଚଳର ଏକମାତ୍ର ଶିଳ୍ପ ପ୍ରତିଷ୍ଠାନ
Read More...

୬ଟି ରାଜ୍ୟରେ ରେଳବାଇ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ୫.୫ ଲକ୍ଷରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରିଛି

• ଏହି ୬ଟି ରାଜ୍ୟ ହେଲା ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଓ ରାଜସ୍ଥାନ• ପ୍ରବାସୀ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଏହିସବୁ କାର୍ୟ୍ୟକ୍ରମକୁ ରେଳବାଇ ମନ୍ତ୍ରଣାଳୟ ତଦାରଖ କରୁଛି• ଅଗଷ୍ଟ ୧୪ ସୁଦ୍ଧା ଏ ବାବଦରେ ବିଭିନ୍ନ ପ୍ରକଳ୍ପର ଠିକାଦାରମାନଙ୍କୁ ୧୩୩୬.୮୪ କୋଟି
Read More...