Monthly Archives

August 2020

କୋଭିଡ୍ ହସ୍ପିଟାଲରେ ମୃତ ମହିଳାଙ୍କ ବେକରୁ ସୁନା ମାଳି ଗାଏବ ଅଭଯୋଗ

ସମ୍ବଲପୁର, (ଦାମୋଦର ପଣ୍ଡା) : ବିସ୍ମିତ ହେଲା ଭଳି ଘଟଣା। ସମ୍ବଲପୁର କୋଭିଡ୍ ହସ୍ପିଟାଲରେ ରବିବାର ମୃତ୍ୟୁ ବରଣ କରିଥିବା ଜଣେ ମହିଳାଙ୍କ ବେକରୁ ସୁନା ମାଳି ଗାଏବ । ତାଙ୍କ ପୁଅ ଅଭିଷେକ ମୋହନା ଟାଉନ୍ ଥାନାରେ ଅଭଯୋଗ କରିଛନ୍ତି । ତାଙ୍କୁ ମା’ଙ୍କ ଶବ ହସ୍ତାନ୍ତର କଲାବେଳେ ମାଳି ବେକରେ ନ
Read More...

ମନର କଥା ୨.୦ (ପଂଚଦଶ ଅଧ୍ୟାୟ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍‌ କି…

• ଦେଶରେ ପ୍ରତ୍ୟେକ ଆୟୋଜନରେ ଯେଉଁଭଳି ସଂଯମତା ଏବଂ ଆଡମ୍ବରଶୂନ୍ୟତା ପରିଲକ୍ଷିତ ହେଉଛି, ତାହା ଅଭୂତପୂର୍ବ : ପ୍ରଧାନମନ୍ତ୍ରୀ• ଖେଳନା ଉଦ୍ୟୋଗର ବିକାଶ ପାଇଁ ଷ୍ଟାର୍ଟ-ଅପ୍‌ ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ‘ଟିମ୍‌ ଅପ୍‌ ଫର୍‌ ଟଏଜ୍‌’ ଆହ୍ୱାନ• ଆତ୍ମନିର୍ଭର ଭାରତ ଅଭିଯାନରେ ଭର୍ଚୁଆଲ୍‌
Read More...

୫ଫୁଟ ୯ଇଞ୍ଚ ଅଗଜର ସାପ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବଡ଼ମାଲ ରେଲୱେ ଷ୍ଟେସନ ଟ୍ରାକ ନିକଟରେ ଏକ ଅଜଗର ସାପ ରହିଥିବା ରେଲୱେ କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ଖବର ପାଇବା ପରେ ସାପ ଧରାଳୀ ବିଶ୍ଵଜିତ ତାଣ୍ଡି ଉକ୍ତ ସ୍ଥାନରେ ପହଂଚି ଉଦ୍ଧାର କରିଥିଲେ। ତେବେ ୫ ଫୁଟ ୯
Read More...

ଅନଲାଇନ ନୁଆଁଖାଇ ଭେଟଘାଟ୍ ଅନୁଷ୍ଠିତ

ଗାଇସିଲେଟ, (କେପିଏନ୍‌ଏସ୍‌) : କୋଶଲ ଭାରତୀ ଓ କୋଶଲ ମାଟି ଫେସବୁକ ପେଜ୍ ର ମିଲିତ ଆନୁକୂଲ୍ୟରେ ଅଗଷ୍ଟ ୩୦ ରବିବାର ସନ୍ଧ୍ୟାରେ ଅନଲାଇନ ନୁଆଁଖାଇ ଭେଟଘାଟ୍ ଅନୁଷ୍ଠିତ ହୋଇଯାଇଛି । ମଞ୍ଚ କଳାକାର ଆଦିତ୍ୟ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ
Read More...

ହୀରାକୁଦସ୍ଥିତ ହିଣ୍ଡାଲକୋରୁ ନିଶୃତ ଫ୍ଲୋରାଇଡ୍ ଗ୍ୟାସ୍ ନିକଟସ୍ଥ ଶହ ଶହ ଏକର ଚାଷକୁ ଜାଳି ଦେଉଛି

ସମ୍ବଲପୁର, (ଦାମୋଦର ପଣ୍ଡା) : ହୀରାକୁଦସ୍ଥିତ ହିଣ୍ଡାଲକୋରୁ ନିଶୃତ ଫ୍ଲୋରାଇଡ୍ ଗ୍ୟାସ୍ ନିକଟସ୍ଥ ୨୫୦ ଏକର ଚାଷକୁ ଜାଳି ଦେଉଛି, ଏହା କେବଳ ଏଇ ବର୍ଷର ସମସ୍ୟା ନୁହେଁ,୨୦୦୩ ରୁ ପ୍ରତିବର୍ଷର ଘଟଣା। ଏନ୍‌ଜିଟି.ର ସ୍ପଷ୍ଟ ନିର୍ଦ୍ଦେଶ କଂପାନୀ ଶୁଣୁନୁହେଁ ବୋଲି କ୍ଷତିଗ୍ରସ୍ତ ଚାଷୀମାନେ
Read More...

ୟୁଜି ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷାର ନିଷ୍ପତ୍ତି ହେବ ଆଜି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୁପ୍ରିମକୋର୍ଟଙ୍କ ପକ୍ଷରୁ ୟୁଜି ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା କରିବାକୁ ନିର୍ଦ୍ଦେଶ ଆସିବା ପରେ ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କିପରି
Read More...

ଅଚିହ୍ନା ଶବ ପଡିଛି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗୀର- ପାଟଣାଗଡ଼ ରୋଡ଼ରେ ଚୁଡାପାଲି ଓ ହାର୍ଡ଼ଟାଲ ମଝିରେ ରୋଡ଼ କଡରେ ଏକ ଅଚିନ୍ହା ଶବ ଲୋକେ ଦେଖିବାକୁ ପାଇଛନ୍ତି ଏବଂ ପୁଲିସକୁ ଖବର ଦେଇଛନ୍ତି l ବ୍ୟକ୍ତି କିଏ ଏବଂ କିଭଳି ତାଙ୍କର ମୃତ୍ୟୁ ହୋଇଛି, ସବିଶେଷ ବିବରଣୀ ଏପର୍ଯ୍ୟନ୍ତ କିଛି ମିଳିନି l
Read More...

ସ୍ୱେଚ୍ଛାସେବୀ ସଂଗଠନର ସାମ୍ବାଦିକ ସମ୍ବିଳନୀ

କଳାହାଣ୍ଡି, (କେପିଏନ୍‌ଏସ୍‌) : ସୁପରିଚିତ ସ୍ୱେଚ୍ଛାସେବୀ ସଂଗଠନ ସୋସିଆଲ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡିର ପ୍ରତିଷ୍ଠାତା ତଥା ସମ୍ପାଦକ ପ୍ରମୋଦ ସାହୁଙ୍କ ଅଧ୍ୟକ୍ଷତାରେ ଝିଲିମିଲି ପଲ୍ , ସୁନୀତା ବାଗ, ରାଜେଶ୍ୱରୀ ସାହୁ, ପୂଜା ବାଗ, ରୋଜାଲିନ ପଣ୍ଡା ଏବଂ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ
Read More...

ସେପ୍ଟେମ୍ବର ୨୯ରେ କୋସଲି ସଂସ୍କୃତି ଦିନ : କୋସଲି ମହାପୁରୁଷମାନଂକ ଜୟନ୍ତୀ ପାଳନ ନେଇ ଅନଲାଇନ ପ୍ରସ୍ତୁତି ବୈଠକ

ବରଗଡ଼, (କେପିଏନ୍‌ଏସ୍‌) : ରବିବାର ଅପରାହ୍ନରେ କୋସଲି ମହାପୁରୁଷମାନଂକ ଜୟନ୍ତୀ ପାଳନ କରିବା ପାଇଁ ଅନଲାଇନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈ÷ଠକକୁ ଲାଲଚନ ବଗର୍ତି ସଂଜୋଜନା କରିଥିଲେ । କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର ବିଭିନ୍ନ ସାହିତ୍ୟ, ସାଂସ୍କୃତିକ ସଂଗଠନ ଯୋଗ ଦେଇଥିଲେ ।
Read More...