Monthly Archives

August 2020

ହୋମ୍‌ଗାର୍ଡ କର୍ମଚାରୀଙ୍କ ପାଇଁ ଖୁସି ଖବର : ଦୈନିକ ଭତ୍ତା ୫୩୩କୁ ବୃଦ୍ଧି

କଟକ, (କେପିଏନ୍‌ଏସ୍‌) : ହୋମ୍‌ଗାର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର । ସେମାନଙ୍କ ଦୈନିକ ଭତ୍ତା ୫୩୩ଟଙ୍କାକୁ ବୃଦ୍ଧି ପାଇଛି । ଏ ସଂପର୍କରେ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ତେବେ ବୃଦ୍ଧି ହୋଇଥିବା ଦୈନିକ ଭତ୍ତା ଜାନୁଆରୀ ୨୦୨୦ରୁ ଲାଗୁ ହେବାକୁ ନିର୍ଦ୍ଦେଶ ରହିଥିବା
Read More...

ତୁରେକେଲା ବ୍ଲକ ଖୁଟୁଲୁମୁଣ୍ଡାରେ ଜଣେ କରୋନା ପୋଜିଟିଭ ଚିହ୍ନଟ : ୪୮ଘଂଟା ପାଇଁ ସଟ ଡାଉନ କଲେ ହିଆଁଲ ସରପଂଚ

ତୁରେକେଲା, (କୈଲାଶ ସଗରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ପଂଚାୟତ ଖୁଟୁଲୁମୁଣ୍ଡା ଗାଁରେ ଜଣେ କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ବ୍ୟକ୍ତି ଜଣକ ନିଜର ପରିବାରର ରୋଜଗାର ପାଇଁ ଛତିଶଗଡର ରାୟପୁରରୁ ଗତ ୧୬/୮/୨୦୨୦ରିଖ ଦିନ ଗାଁକୁ ଫେରିଥିଲା । ଗାଁକୁ
Read More...

ପାଞ୍ଚ ଜଣ ସର୍ବୋଚ୍ଚ କୃତି ଛାତ୍ରଛାତ୍ରୀଙ୍କ ସହ ଜେଏସ୍‌ଏମ୍‌ କଲେଜ ଦ୍ୱିତୀୟ ସ୍ଥାନରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମଧ୍ୟରେ ଥିବା ଜେଏସ୍‌ଏମ୍‌ ବାଣିଜ୍ୟ କଲେଜରେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଛାତ୍ରଛାତ୍ର ଙ୍କ ମଧ୍ୟରୁ ଅହିଂଶା ଜୈନ ୯୧% ଏବଂ ସର୍ବମୋଟ ୫୪୪ମାର୍କ ରଖି ଓଡିଶାରେ ୨୫ ତମ ରେଙ୍କ ଅଧିକାର କରିଥିବା ବେଳେ ଅନ୍ନପୂର୍ଣ୍ଣା ଜୈନ ୮୦%, ଶ୍ରଦ୍ଧା
Read More...

ବର୍ଷାର ସମ୍ଭାବନାକୁ ଦେଖି ବଲାଙ୍ଗିର ଜିଲ୍ଲା ପ୍ରଶାସନର ପଦକ୍ଷେପ : ଡେମ୍‌ପଡ଼ା ଓ ହାତୀଶାଲପଡ଼ା ଡେମ‌ର ଗେଟ୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ଷାର ସମ୍ଭାବନାକୁ ଆଖିଆଗରେ ରଖି ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ବେଳେ ଡେମ୍‌ପଡ଼ା ଓ ହାତୀଶାଲପଡ଼ା ସ୍ଥିତ ଡେମ୍‌ର ଗେଟ୍‌ ଖୋଲି ଦିଆଯାଇଛି । ଫଳରେ ବର୍ଷା ପାଣି ଜମି ଆଉ ବନ୍ୟା ପରିସ୍ଥିତି ସୃଷ୍ଟି କରିବ ନାହିଁ ବୋଲି
Read More...

କରୋନା ଯୋଗୁଁ ଫିକାପଡ଼ିଛି ଲଙ୍କାପୋଡ଼ି ପର୍ବ

ସୋନପୁର , (ପ୍ରଭୁଦତ୍ତ ରଥ) : ସାରା ଦେଶରେ ବିଭିନ୍ନତା ଭିତରେ ଏକତା ରହିଥିବା ବେଳେ ଆମ ଓଡ଼ିଶାରେ ମଧ୍ୟ ଆଂଚଳିକ ଭିତିରେ ଅନେକ ପରମ୍ପରା ରହିଛି । ସେଥିମଧ୍ୟରୁ ସୋନପୁରର କିମ୍ବଦନ୍ତୀ, ଲୋକ ସଂସ୍କୃତି ଏସବୁଠୁ ନିଆରା । ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟାରେ ହେଉଥିବା ଲଙ୍କା ପୋଡ଼ି ପର୍ବ
Read More...

ଶିଖର ସନ୍ଧାନୀ ଜଣେ ମଣିଷଙ୍କ ପ୍ରସଙ୍ଗ : ଶରଦିନ୍ଦୁ ଭୂଷଣ ହୋତା

ଯୁଧିଷ୍ଠିର ମିଶ୍ରଙ୍କ ଜନ୍ମ ହେବା ଶହେ ଛ’ ବର୍ଷ ହେଲା । ଆଜିର ଅବସରରେ ତାଙ୍କୁ ପୁଣି ସ୍ମରଣ କରିବାର ଆବଶ୍ୟକତା ରହୁଛି । ତାଙ୍କ ବିପୁଳ କୃତି ସମର୍ଥ ଜୀବନର ଚାଳିକା ଶକ୍ତି ରୂପେ ରହିଥିବା ମୂଳ ପ୍ରବୃତ୍ତିକୁ ଏକକ ପରିଚିତିରେ ଚିହ୍ନି ନ ପାରିଲେ ତହିଁରୁ ପ୍ରାସଙ୍ଗିକତା ଖୋଜି ବାହାର
Read More...

ଲଘୁଚାପ ପ୍ରଭାବରେ ଲାଗିରହିଛି ବର୍ଷା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ଜାରି ରହିଛି । ତେବେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସହ ସକ୍ରିୟ ମୌସୁମୀର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି । ଲଗାତାର ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବା
Read More...

ବୌଦ୍ଧର ବିଶିଷ୍ଟ ଶିକ୍ଷାବିତ ଶ୍ରୀମତି ଆରତୀ ସାହୁ ଆଉ ନାହାନ୍ତି

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ ଶ୍ରୀମତି ଆରତୀ ସାହୁ ଆଉ ଇହଜଗତରେ ନାହାନ୍ତି । ୭୪ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । ଶ୍ରୀମତି ସାହୁ ତାଙ୍କର ଶିକ୍ଷକତା କାଳ ମଧ୍ୟରେ ଅନେକ ବର୍ଷଧରି ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ କରି
Read More...

କର୍ଡି ଓ ହେଣ୍ଡୁଆ ଦେଇଛି ଦାଦନ ଶ୍ରମିକଙ୍କୁ ରୋଜଗାର

ଦେଓଗାଁ, (ମନିଷ କୁମାର ସାହୁ) : ଜୀବିକା ହରାଇ ଜୀବନ ବଞ୍ଚାଇବା ପାଇଁ ଘରକୁ ଫେରି ଆସିଥିବା ପ୍ରବାସୀ ଦାଦନ ଶ୍ରମିକଙ୍କୁ କରଡ଼ି ଦେଇଛି ବଞ୍ଚିବାର ରାହା । କରୋନ ସଂକ୍ରମଣ ସମୟରେ ଘରକୁ ଫେରିଥିବା ପ୍ରବାସୀ ଏବେ ନରେଗା କାମ ନ କରି କରଡ଼ି ବିକ୍ରି କରୁଛନ୍ତି ପାରିବାର ପୋଷଣ ପାଇଁ । ହେଲେ
Read More...

ବୌଦ୍ଧରେ ୧୬ ନୂଆ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲାରେ ଆଜି ୧୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେଥିମଧ୍ୟରୁ କେନ୍ଦୁପତ୍ର ଡିଭିଜନର ୧୨ ଜଣ କର୍ମଚାରୀ ରହିଥିବା ବେଳେ ନାରାୟଣନଗର ଗ୍ରାମର ୩ଜଣ ବ୍ୟକ୍ତି ରହିଛନ୍ତି । ଅନ୍ୟଜଣେ ବୌଦ୍ଧର ବାସୀନ୍ଦା
Read More...