Monthly Archives

August 2020

କପିଳଧାର ପ୍ରପାତରେ ଅସାବଧାନତା କାରଣରୁ ଚାଲିଗଲା ଦୁଇ ଜୀବନ

ବରଗଡ଼, (ଗୋପୀନାଥ ସାହୁ) : ଘନଶ୍ୟାମ ମହାକୁଡ଼ ନାମକ ଜଣେ ଯୁବକ ପାଇକମାଲ ଥାନାକୁ ଆସି ଖବର ଦେଇଥିଲା ଯେ, ତାର ଦୁଇ ଜଣ ସାଙ୍ଗ ଗନ୍ଧମାର୍ଦ୍ଦନ ପର୍ବତରେ ଅବସ୍ଥିତ କପିଳଧାରରୁ ତଳକୁ ପଡି ଯାଇଛନ୍ତି । ଖବର ପାଇବା ପରେ ପାଇକମାଲଡିଏସ୍‌ପି ଦିନେଶ ନାୟକ, ଥାନା ଅଧିକାରୀ ବିଶ୍ୱଜିତ ମନବୋଧ,
Read More...

ଗଣ୍ଡାବଜାର ତୃତୀୟ ସ୍ଵନକ୍ଷତ୍ର ଦିବସ ନିରାଡ଼ମ୍ବରରେ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରୁ ପ୍ରକାଶ ପାଉଥିବ ଗଣ୍ଡାବଜା ସମ୍ବାଦପତ୍ର ଆଜି ତାର ତୃତୀୟ ସ୍ବନକ୍ଷତ୍ର ଦିବସ ନିରାଡ଼ମ୍ବରରେ ପାଳନ କରିଛି । ଏହି ଅବସରରେ ସମ୍ବାଦପତ୍ରର ସମ୍ପାଦକ ତ୍ରିଲୋଚନ ନନ୍ଦ ସମସ୍ତ ପାଠକ, ଶୁଭେଚ୍ଛୁଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ବିଶେଷ କରି
Read More...

ନୂଆଁଖାଇ ପୂର୍ବରୁ ସହାୟତାର ହାତ ବଢେଇଲା ବଲାଙ୍ଗିର ଘରୋଇ ବସ୍‌ ମାଲିକ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂଆଁଖାଇକୁ ଦୃଷ୍ଟିରେ ରଖି ଜିଲା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ କର୍ମଚାରୀମାନଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ବଂଟନ କରାଯାଇଥିଲା । ଲକ୍‌ ଡାଉନ୍‌ ଆରମ୍ଭ ହେବା ପରେ ଜିଲାରେ ବସ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି । ୫ ଶହରୁ ଉଦ୍ଧ୍ୱର୍ କର୍ମଚାରୀ ଏବଂ
Read More...

ଅଲ ଓଡିଶା ଇପିଏଫ୍ ପେନସନର୍ସ ସଂଘର ପ୍ରଧାନମନ୍ତ୍ରୀଙ୍କୁ ଦାବୀପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ରାଜ୍ୟ ଇପିଏଫ୍ ପେନସନର୍ସ ସଂଘ ବଲାଙ୍ଗିର ଶାଖା ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରିଛି । ଜିଲ୍ଲା ଶାଖା ଆବାହକ ବିଶ୍ୱ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗରେ ପୂର୍ବରୁ କାର୍ୟ୍ୟ କରିଥିବା
Read More...

କୋଶଲ ଆନ୍ଦୋଳନ ଓ କୋଶଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ପ୍ରେସ୍‌ ଓ ମିଡ଼ିଆ କମିଟି ଗଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ କମିଟିର ନିଷ୍ପତ୍ତି କ୍ରମେ ଏକ ପ୍ରେସ୍‌ ଓ ମିଡ଼ିଆ କମିଟି ଗଠନ କରାଯାଇଛି । ଏହି କମିଟି ହିଁ କେବଳ ଗଣମାଧ୍ୟମ କିମ୍ବା ସାମାଜିକ ଗଣମାଧ୍ୟମ ଯଥା ଫେସ୍‌ବୁକ୍‌, ହ୍ୱାଟ୍‌ସ୍‌ଆପ୍‌, ଟ୍ୱିଟର କିମ୍ବା ଇଷ୍ଟାଗ୍ରାମ
Read More...

ଛତାମଖନା ଠାରେ ଯୁଧିଷ୍ଟିର ମିଶ୍ରଙ୍କ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଛତାମଖନା ଗ୍ରାମରେ ନରସିଂହ ସେନା ଗ୍ରାମ୍ୟ ପରି·ଳନା କମିଟି ଦ୍ୱାରା ସମାଜିକ ଦୂରତା ଓ ସରକାରୀ କୋଭିଡ୍ ଗାଇଡ ଲାଇନକୁ ମାନି ସ୍ୱାଧିନତା ସଂଗ୍ରାମୀ, ସମ୍ବିଧାନ ପ୍ରଣୟନ ସଭାର ସଭ୍ୟ, ଶିକ୍ଷା ସଂଗଠକ, ଆଇନଜୀବୀ ସ୍ୱର୍ଗତ
Read More...

କରୋନା ସତ୍ୱେ ନୂଆଁଖାଇ ପରମ୍ପରା ବଜାୟ ରଖିବେ ଜଲିଆ ଗ୍ରାମବାସୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିକଟସ୍ଥ ଜଲିଆ ଗ୍ରାମ ଏହାର ରୀତି ନୀତି ପରମ୍ପରା ପାଇଁ ବେଶ୍‌ ଜଣାଶୁଣା । ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା ଏ ଅଂଚଳର ମହାନ୍‌ ପର୍ବ ନୂଆଁଖାଇକୁ ଏମାନେ ନିଆରା ଢଙ୍ଗରେ ପାଳନ କରନ୍ତି । ଗାଁ ସାରା ଶତାଧିକ ପରିବାର ଏକ ହୋଇ ପାଳନ କରନ୍ତି ନୂଆଁଖାଇ
Read More...

ଧୁବଲପଡ଼ା ପଞ୍ଚାୟତର ବନ୍ଧନଭାଡ଼ି ଗାଁ ପାଇଁ ୪ ଦିନିଆ ସଟ୍‌ ଡାଉନ୍‌ ଘୋଷଣା କଲେ ସରପଞ୍ଚ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ପାଟଣାଗଡ଼ ବ୍ଲକ୍‌ ଅନ୍ତର୍ଗତ ଧୁବଲପଡ଼ାରେ ୪ ଦିନିଆ ସଟ୍‌ ଡାଉନ୍‌ ଘୋଷଣା କରିଛନ୍ତି ଗୋପାଳ ବାଗ । ତେବେ ୨୦ ତାରିଖ ରାତି ୮ ଘଣ୍ଟାରୁ ୨୪ ତାରିଖ ରାତି ୮ ଘଣ୍ଟା ପର୍ଯ୍ୟନ୍ତ ସଂପୃକ୍ତ ଗ୍ରାମ ପଞ୍ଚାୟନ ଅଧୀନସ୍ଥ ବନ୍ଧନଭାଡ଼ି ରାଜସ୍ୱ ଗ୍ରାମକୁ
Read More...

ସ୍କୁଲରୁ ଚୋରି ବେଳେ ଗାଁ ଯୁବକଙ୍କୁ ଦେଖି ଚୋର ଚମ୍ପଟ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗାଁରେ ମଙ୍ଗଳବାର ରାତିରେ ଚୋରି ହେଉଥିବାର ସୁରାକ ମିଳିବାରୁ ଗାଁର ଯୁବକମାନେ ପହଂଚି ଯାଇଥିଲେ । ଫଳରେ ଯୁବକମାନଙ୍କୁ ଦେଖି ଚୋରି ସାମଗ୍ରୀକୁ ଛାଡି ଚୋରମାନେ ଚମ୍ପଟ ମାରିଛି । ଲୋକଙ୍କ କହିବା ଅନୁଯାୟୀ ଗତ ମଙ୍ଗଳବାର
Read More...

ସ୍ଥିତି ଅସମ୍ଭାଳ : ବଲାଙ୍ଗିରରେ ଆଜି ୧୭୩ ଚିହ୍ନଟ, ୩୮ ଜଣ ବଲାଙ୍ଗିର ପୌରାଂଚଳରୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି ବଲାଙ୍ଗିର ଜିଲ୍ଲାରେ । ଆଜି ଗୋଟିଏ ଦିନରେ ୧୭୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮ ଜଣ ବଲାଙ୍ଗିର ପୌରାଂଚଳର ବୋଲି ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ବରପାଲିପଡ଼ା ୧,
Read More...