Monthly Archives

August 2020

ଦେଶରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୬୮,୮୯୮ ଏବଂ ଓଡ଼ିଶାରେ ୨୬୯୮

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନାର ଭୟାବହତା ଭୟଙ୍କର ରୂପ ନେବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୮,୮୯୮ ଜଣ କରୋନା ସଂକ୍ରମଣର ଶିକାର ହୋଇଥିବା ବେଳେ ଓଡ଼ିଶାରେ ୨୬୯୮ ଜଣ ନୂଆ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ଏମାନଙ୍କ
Read More...

ସୁରୁଟେ ବନ୍ଧ୍‌ ଥି ବୁଡ଼ିମଲା ହାତୀ ଛୁଆ

ହେମଗିରି, (କେପିଏନ୍‌ଏସ୍‌) : ସୁରୁଟେ ବନ୍ଧ ଥି ବୁଡ଼ିମରିଛେ ହାତୀ ଛୁଆଟେ । ସୁନ୍ଦରଗଡ଼ ଜିଲ୍ଲାର ହେମଗିର ଏରିଆ ଥି ଘଟିଛେ ଇ’ ଘଟନା । ଆଏଜ୍‌ ସକାଲୁ ହେମଗିରି ବନଖଁଡ଼ର ବାଘୋରା ସେକ୍ସନ ଖଜୁରବାହାଲ ଗାଁର ଚାଷ ଜମି ପାଖେ ଥିବାର ଗୁଟେ ସୁରୁ ବନ୍ଧ ଥି ମାସେ କର୍‌ ହାତୀ ଛୁଆ ଟେ ବୁଡ଼ି କରି
Read More...

ସଂକଟମୟ ଚାଷୀଙ୍କ କପାଳ : ଏବେ ସାର ସଂକଟରେ ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସବୁବେଳେ ଦେଖାଦେଇଛି ସଂକଟମୟ ଚାଷୀଙ୍କ କପାଳ । କେତେବେଳେ ବିହନ ପାଇଁ ଟଣାଓଟରା ତ’ କେତେବେଳେ ଅଭାବି ଧାନ ବିକ୍ରି କବଳରେ ହନ୍ତସନ୍ତ । ଏବେ ସାର ସଂକଟରେ ଚାଷୀ ଘାଂଟି ହେଉଥିବା ଦେଖିବାକୁ ମିଳୁଛି । କରୋନା କଟକଣାରେ ପୁଣି ନାହିଁ ନଥିବା ତଳିତଳାନ୍ତ ହୋଇଛି
Read More...

ବ୍ୟାଙ୍କସଖୀ ସେବା ଉଦ୍‌ଘାଟିତ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ୍‌ର ୫ ପଞ୍ଚାୟତରେ ବ୍ୟାଙ୍କସଖୀ ସେବା ଉଦ୍‌ଘାଟିତ ହୋଇଥିବା ବେଳେ ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ଡ. ଶଶିଭୂଷଣ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ସବ୍ୟସାଚୀ ପୂଜାରୀ, ଯୁଗ୍ମ ନିର୍ଦ୍ଦେଶକ ନିଳାଦ୍ରୀ ବେହେରା,
Read More...

ଗରିବ କଲ୍ୟାଣ ରୋଜଗାର ଅଭିଯାନର ପ୍ରାୟ ୨୧ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇ ୧୬,୭୬୮ କୋଟି ଟଙ୍କା ବ୍ୟୟରେ ମିଶନ ମୋଡରେ…

• କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ପ୍ରବାସୀ ଶ୍ରମିକ ଏବଂ ଗ୍ରାମାଞ୍ଚଳର ଲୋକଙ୍କୁ ରୋଜଗାର ଯୋଗାଇଦେବାକୁ ଏହି ଅଭିଯାନ ଆରମ୍ଭ ହୋଇଛିନୂଆଦିଲ୍ଲୀ, (ପିଆଇବି) : କରୋନା ମହାମାରୀ ଦ୍ୱାରା ଓଡ଼ିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତରପ୍ରଦେଶ- ଏହି ୬ଟି ରାଜ୍ୟର
Read More...

ସ୍ୱତନ୍ତ୍ର ଅଭିଯାନରେ ୧.୨୨ କୋଟି କିଷାନ କ୍ରେଡିଟ କାର୍ଡ଼ ମଞ୍ଜୁର

ଏସବୁ କାର୍ଡ଼ର ମୋଟ ଋଣ ସୀମା ୧,୦୨,୦୬୫ କୋଟି ଟଙ୍କାନୂଆଦିଲ୍ଲୀ, (ପିଆଇବି) : ଦେଶର କୃଷି କ୍ଷେତ୍ରକୁ କରୋନା ମହାମାରୀ ପ୍ରଭାବରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ସରକାର ଏକ ସ୍ୱତନ୍ତ୍ର ପରିପୂର୍ଣ୍ଣତା ଅଭିଯାନ ଆରମ୍ଭ କରିଛନ୍ତି । ଏଥିରେ ଚାଷୀମାନଙ୍କୁ କିଷାନ କ୍ରେଡିଟ କାର୍ଡ ମାଧ୍ୟମରେ
Read More...

କାର ଦୁର୍ଘଟଣାରେ ୪ଯାତ୍ରୀ ଆହତ

ବୌଦ୍ଧ,(ବଂଶୀଧର ମାଝୀ) ବୌଦ୍ଧ-କିଆକଟା ରାସ୍ତାର ମହାନଦୀ ପୋଲର ଅପର ପାର୍ଶ୍ବରେ ଭାରସାମ୍ୟ ହରାଇ ଗୋଟିଏ କାର୍ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ବ୍ରହ୍ମପୁରରୁ ସମ୍ବଲପୁରର ଯାଉଥିବା ଗୋଟିଏ ଇଣ୍ଡିକା ଭିଷ୍ଟା କାର୍ ନମ୍ବର ଓଡି ୧୫ବି ୨୪୨୪ ଆଜି ସନ୍ଧ୍ୟା ୫ଟା ସମୟରେ ବୌଦ୍ଧ-କିଆକଟା
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଲୋକକଳାକାରମାନେ ପାଇବେ ସେମାନଙ୍କ ବକେୟା ପ୍ରାପ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକକଳାକାରମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖା ଶୀର୍ଷକରେ ଗତ ୧୯ ଜୁଲାଇରେ ‘କୋଶଳ ପ୍ରବାହ’ରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଏବେ ସେମାନଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ଜିଲ୍ଲା ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।
Read More...

୭ ଡକାୟତ ଗିରଫ : ଟ୍ରକ ସହ ୪ ବାଇକ ଜବତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଆଜି ୭ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଡକାୟତ ଦଳ ଡୁଙ୍ଗୁରିପାଲି ଅଂଚଳର କପାସିରାଠାରେ ଥିବା ଆଶୀର୍ବାଦ କନଷ୍ଟ୍ରକସନ୍ସ ପରିସରରୁ ଗତକାଲି ରାତି ଲୁହାଛଡ, ସିମେଂଟ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀକୁ
Read More...

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ : ପୋଲିସ ଷ୍ଟେସନ ସାମ୍ନାରେ ଶବ ରଖି କ୍ଷତିପୂରଣ ଦାବୀ

ବରଗଡ଼, (ଗୋପୀନାଥ ସାହୁ) : ବିଦ୍ୟୁତ୍ ବିଭାଗକୁ କ୍ରମାଗତ ଭାବରେ ଅଭିଯୋଗ ପରେ ମଧ୍ୟ ସହରର ବିଭିନ୍ନ ଅଞ୍ଚଳରେ ଥିବା ହାଇ ଭୋଲଟେଜ୍ ତାରଗୁଡ଼ିକ ଅତିକ୍ରମ କରୁଛି । ବିଭାଗ ଉପରୋକ୍ତ ଦିଗରେ କୌଣସି ପଦକ୍ଷେପ ନେଇ ନାହିଁ ବୋଲି ଅଭିଯୋଗ କରିବା ସହ କ୍ରୋଧିତ ଲୋକମାନେ ରାସ୍ତା ଅବରୋଧ କରିଥିଲେ
Read More...