Daily Archives

ଅଚିହ୍ନା ଶବ ପଡିଛି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗୀର- ପାଟଣାଗଡ଼ ରୋଡ଼ରେ ଚୁଡାପାଲି ଓ ହାର୍ଡ଼ଟାଲ ମଝିରେ ରୋଡ଼ କଡରେ ଏକ ଅଚିନ୍ହା ଶବ ଲୋକେ ଦେଖିବାକୁ ପାଇଛନ୍ତି ଏବଂ ପୁଲିସକୁ ଖବର ଦେଇଛନ୍ତି l ବ୍ୟକ୍ତି କିଏ ଏବଂ କିଭଳି ତାଙ୍କର ମୃତ୍ୟୁ ହୋଇଛି, ସବିଶେଷ ବିବରଣୀ ଏପର୍ଯ୍ୟନ୍ତ କିଛି ମିଳିନି l
Read More...

ସ୍ୱେଚ୍ଛାସେବୀ ସଂଗଠନର ସାମ୍ବାଦିକ ସମ୍ବିଳନୀ

କଳାହାଣ୍ଡି, (କେପିଏନ୍‌ଏସ୍‌) : ସୁପରିଚିତ ସ୍ୱେଚ୍ଛାସେବୀ ସଂଗଠନ ସୋସିଆଲ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡିର ପ୍ରତିଷ୍ଠାତା ତଥା ସମ୍ପାଦକ ପ୍ରମୋଦ ସାହୁଙ୍କ ଅଧ୍ୟକ୍ଷତାରେ ଝିଲିମିଲି ପଲ୍ , ସୁନୀତା ବାଗ, ରାଜେଶ୍ୱରୀ ସାହୁ, ପୂଜା ବାଗ, ରୋଜାଲିନ ପଣ୍ଡା ଏବଂ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ
Read More...

ସେପ୍ଟେମ୍ବର ୨୯ରେ କୋସଲି ସଂସ୍କୃତି ଦିନ : କୋସଲି ମହାପୁରୁଷମାନଂକ ଜୟନ୍ତୀ ପାଳନ ନେଇ ଅନଲାଇନ ପ୍ରସ୍ତୁତି ବୈଠକ

ବରଗଡ଼, (କେପିଏନ୍‌ଏସ୍‌) : ରବିବାର ଅପରାହ୍ନରେ କୋସଲି ମହାପୁରୁଷମାନଂକ ଜୟନ୍ତୀ ପାଳନ କରିବା ପାଇଁ ଅନଲାଇନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈ÷ଠକକୁ ଲାଲଚନ ବଗର୍ତି ସଂଜୋଜନା କରିଥିଲେ । କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର ବିଭିନ୍ନ ସାହିତ୍ୟ, ସାଂସ୍କୃତିକ ସଂଗଠନ ଯୋଗ ଦେଇଥିଲେ ।
Read More...

ବରିଷ୍ଠ ସାମ୍ବାଦିକ ବରିଷ୍ଠ କୁମାର ଶର୍ମାଙ୍କ ଦେହାନ୍ତ

ଜୟପୁର, (କେପିଏନ୍‌ଏସ୍‌) : ରାଜସ୍ଥାନ ଶ୍ରମଜୀବୀ ପତ୍ରକାର ସଂଘର ପୂର୍ବ ମହାସଚିବ ତଥା ଭାରତୀୟ ଶ୍ରମଜୀବୀ ପତ୍ରକାର ସଂଘର ଉପାଧ୍ୟକ୍ଷ ବରିଷ୍ଠ କୁମାର ଶର୍ମାଙ୍କ ଆଜି ଦେହାନ୍ତ ହୋଇଯାଇଛି । ତାଙ୍କ ବିୟୋଗରେ ସାରା ଭାରତର ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳି ଯାଇଛି । ଆସନ୍ତା କାଲି
Read More...

ସମ୍ମିଳିତ ହେଉଛନ୍ତି ଦଳିତ : ହୋଇପାରେ ଏକ ବଡ ଆନ୍ଦୋଳନ ?

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ବହଲପଦର ଗ୍ରାମ ପଞ୍ଚାୟତ ଅଏଁଲାସାରି ଗ୍ରାମରେ ଗତ ୨୬ ତାରିଖ ଦିନ ଘଟିଥିବା ଗୋଷ୍ଠୀ ସଂଘର୍ଷ ଏବେ ଭିନ୍ନ ରୂପ ନେବାରେ ଲାଗିଛି । ପୀଡିତ ଦଳିତପଡା ତରଫରୁ ଗ୍ରାମବାସୀଙ୍କ ଏହି ବର୍ବର କାଣ୍ଡ ନେଇ ପୋଲିସ ଥାନାରେ, ବହଲପଦର ଗ୍ରାମ ପଞ୍ଚାୟତର
Read More...

ଅଏଁଲାସାରି ଗ୍ରାମରେ ଭୀମ ଆର୍ମି ତରଫରୁ ଖାଦ୍ୟ ସାମଗ୍ରୀ ବଂଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଭୀମ ଆର୍ମି ଖଲିଆପାଲି ଗ୍ରାମ ପଞ୍ଚାୟତ ତରଫରୁ ପୁଇଁନ୍ତଲା ବ୍ଲକ୍‌ ଅଧୀନସ୍ଥ ବହଲପଦର ଗ୍ରା.ପ.ର ଅଏଁଲାସାରି ଗ୍ରାମରେ କ୍ଷତିଗ୍ରସ୍ତ ଦଳିତ ଭାଇମାନଙ୍କୁ ଚୂଡ଼ା, ଚାଉଳ, ଚିନି ଆଦି ବଂଟନ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୨୬ ତାରିଖ ଦିନ ସବର୍ଣ୍ଣ ଓ
Read More...

ସର୍ବଭାରତୀୟ ଇଂଜିନିୟରିଂ ପ୍ରବେଶିକା ଜେଇଇ (ମେନ) ପରୀକ୍ଷାର୍ଥୀଙ୍କ ପାଇଁ ରାଉରକେଲା ପ୍ରଶାସନ ତରଫରୁ ଦେୟମୁକ୍ତ ରହଣି…

ରାଉରକେଲା, (କେପିଏନ୍‌ଏସ୍‌) : ସର୍ବଭାରତୀୟ ଇଂଜିନିୟରିଂ ପ୍ରବେଶିକା ଜେଇଇ(ମେନ) ପରୀକ୍ଷାର୍ଥୀଙ୍କ ପାଇଁ ରାଉରକେଲା ପ୍ରଶାସନ ତରଫରୁ ରହଣି ବ୍ୟବସ୍ଥା କରାଯାଇଛି । ଏହି ସର୍ବଭାରତୀୟ ଇଂଜିନିୟରିଂ ପ୍ରବେଶିକା ଜେଇଇ(ମେନ) ପରୀକ୍ଷା ସେପ୍ଟେମ୍ବର ୧ ତାରିଖ ରୁ ସେପ୍ଟେମ୍ବର ୬ ତାରିଖ
Read More...

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଟାଉନ୍‌ରେ ସଟର ଭାଙ୍ଗି ଦୋକାନରୁ ଚୋରି

କଳାହାଣ୍ଡି, (କେପିଏନ୍‌ଏସ୍‌) : ସଟର ଭାଙ୍ଗି ଦୋକାନରୁ ନଗଦ ୪୦ ହଜାର ଟଙ୍କା ସହ ତିନୋଟି କପ୍ୟୁଟର ଓ କିଛି ଜରୁରୀ ସାମଗ୍ରୀ ଚୋରି ହୋଇଥିବା କର୍ଲାମୁଣ୍ଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ମୁକେଶ ସାହୁ।ମୁକେଶଙ୍କ ଏକ ଜନସେବା କେନ୍ଦ୍ର ରହିଛି। ସବୁ ଦିନ ଭଳି ସେ ଆଜି ସକାଳେ ମଧ୍ୟ
Read More...

ବଲାଙ୍ଗିର ସଦର ବ୍ଲକ୍ ବିଜୁ ଯୁବ ବାହିନୀଙ୍କୁ ଖେଳ ସାମଗ୍ରୀ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ୧୨ଖଣ୍ଡ ପଞ୍ଚାୟତର ବିଜୁ ଯୁବ ବାହିନୀଙ୍କୁ ପୁର୍ବତନ ସାଂସଦ ତଥା ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ କଳିକେଶ ନାରାୟଣ ସିଂହଦେଓଙ୍କ ଉପସ୍ଥିତିରେ ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଖେଳ
Read More...