Daily Archives

ମରଣଯନ୍ତା ପାଲଟିଛି ନବ ନିର୍ମିତ ରାସ୍ତା

କଳାହାଣ୍ଡି, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସଡକ ତଥା ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗାଁକୁ ସହର ସହ ଯୋଡିବା ପାଇଁ ରାସ୍ତା ନିର୍ମାଣ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଖାମଖିଆଲି ନୀତି ଯୋଗୁଁ ଅନେକ
Read More...

ଲଗାତାର ଦୁଇଦିନ ଧରି ଦୈନିକ ୯ ଲକ୍ଷରୁ ଅଧିକ ନମୁନା ପରୀକ୍ଷା

• ମୋଟ ପରୀକ୍ଷା ସଂଖ୍ୟା ୪ କୋଟି ନିକଟତର• ବିଗତ ୨ ସପ୍ତାହରେ ୧ କୋଟିରୁ ଅଧିକ ନମୁନା ପରୀକ୍ଷାନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାରଙ୍କ ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତିକୁ ପାଥେୟ କରି ଦେଶରେ ଗତ ୨ ଦିନ ଧରି ଲଗାତାର ୯ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ଗତକାଲି ୨୪
Read More...

ଅନଲାଇନ ନୁଆଁଖାଇ ଭେଟଘାଟ୍

ଗାଇସିଲେଟ, (କେପିଏନ୍‌ଏସ୍‌) : କୋଶଲ ଭାରତୀ ଓ କୋଶଲ ମାଟି ଫେସବୁକ ପେଜ୍ ର ମିଳିତ ଆନୁକୂଲ୍ୟରେ ଆସନ୍ତା ଅଗଷ୍ଟ ୩୦ ରବିବାର ସନ୍ଧ୍ୟା ୫ଟାରେ ଅନଲାଇନ ନୁଆଁଖାଇ ଭେଟଘାଟ୍ ହେବ । ଏଥିରେ ସାମିଲ ହେବା ପାଇଁ ଗୁଗୁଲ ମିଟ୍ ଏପ୍ଲିକେଶନ ଡାଉନଲୋଡ କରିବାକୁ ପଡିବ । କେମିତି ଡାଉନଲୋଡ କରିବେ ଓ
Read More...

ଆଜି ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦ୍ଵାଦଶ ପ୍ରତିଷ୍ଠା ଦିବସ

• ଭର୍ଚୁଆଲ କାର୍ୟ୍ୟକ୍ରମରେ ଯୋଗ ଦେବେ ତିନି କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ• ପ୍ରତିଷ୍ଠା ଦିବସ ଅଭିଭାଷଣ ରଖିବେ ମୁଖ୍ୟ ଆର୍ଥିକ ପରାମର୍ଶଦାତା• କାର୍ୟ୍ୟକ୍ରମରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଶୁଭେଚ୍ଛା ବାର୍ତ୍ତା ପାଠ କରାଯିବ• କୋରାପୁଟଠାରେ ୨୦୦୯ରେ ପ୍ରତିଷ୍ଠା ହୋଇଥିଲା
Read More...

ମୋଟ କରୋନା ମାମଲା ମଧ୍ୟରୁ ମାତ୍ର ୨୨% ସକ୍ରିୟ

ଆରୋଗ୍ୟଙ୍କ ସଂଖ୍ୟା ୨୬ ଲକ୍ଷ; ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ୧୮ ଲକ୍ଷ ଅଧିକନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାରଙ୍କ ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ଭଳି ତ୍ରିମୁଖୀ ରଣନୀତି ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି
Read More...

ସମ୍ବଲପୁରରେ କୋଭିଡ : ସ୍ଥିତି ଉଦ୍‌ବେଗଜନକ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର କୋଭିଡ ହସ୍ପିଟାଲରେ ଗତ ଶୁକ୍ରବାର ଆଉ ତିନି ଜଣଙ୍କ ମୃତ୍ୟୁ ହୋଇ ମାସକ ଭିତରେ ୩୮ ଜଣଙ୍କ ଜୀବନ ଗଲାଣି। ମୃତ୍ୟୁ ସଂଖ୍ୟା ବଢିବାର କାରଣ ଅନୁଧ୍ୟାନ ପାଇଁ ଏକ ଟିମ୍ ଆସି ସରକାରଙ୍କ ରିପୋର୍ଟ ଦେବାର ଥିଲା, ମାତ୍ର ଏଯାଏଁ ଆସିନାହାନ୍ତି। ଏହାର କାରଣ
Read More...