Daily Archives

ବଡ଼ମ୍ବା ଓ ନରସିଂହପୁର ଅଂଚଳରେ ବନ୍ୟା ସ୍ଥିତି ଉଦ୍‌ବେଗଜନକ

ନରସିଂହପୁର, (କେପିଏନ୍‌ଏସ୍‌) : ବଡ଼ମ୍ବା ଓ ନରସିଂହପୁର ଅଂଚଳରେ ବନ୍ୟା ସ୍ଥିତି ଉଦ୍‌ବେଗଜନକ ରହିଥିବା ସୂଚନା ମିଳିଛି । ଶହ ଶହ ଏକର ଚାଷ ଜମିରେ ବନ୍ୟା ଜଳ ମାଡ଼ି ଯାଇଥିବା ବେଳେ ମହାନଦୀର ପାଣି ଫୁଲି ଜନବସତି ଆଡ଼କୁ ମୁହାଁଉଥିବା ସୂଚନାରେ କୁହାଯାଇଛି । ସ୍ଥାନୀୟ ଭଟ୍ଟାରିକା ମନ୍ଦିରର
Read More...

ଦୌଡ଼ରାଣୀ ଦୂତି ଚାନ୍ଦ ଅଗଷ୍ଟ ୨୯ରେ ଗ୍ରହଣ କରିବେ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୌଡ଼ରାଣୀ ଦୂତି ଚାନ୍ଦ ଆସନ୍ତା ଅଗଷ୍ଟ ୨୯ ତାରିଖ ଦିନ ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କରିବେ ଅର୍ଜୁନ ପୁରସ୍କାର । ତାଙ୍କର ଏହି ସଫଳତା ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି । ତାଙ୍କ ଜୀବନ କାଳର ସାଧନା ତାଙ୍କୁ ଏହି ସଫଳତା ପ୍ରଦାନ କରିବା ଦିଗରେ ସହାୟକ
Read More...

ଜାତୀୟ ରାଜପଥ ଟୋଲ ଫି ପ୍ଲାଜାରେ ସମସ୍ତ ପ୍ରକାର ରିହାତି ପାଇବା ପାଇଁ ଫାଷ୍ଟଟ୍ୟାଗ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ, (ପିଆଇବି) : ଦେଶର ଜାତୀୟ ରାଜପଥଗୁଡିକରେ ଥିବା ପଥକର ଆଦାୟ କେନ୍ଦ୍ର ବା ଟୋଲ ଫି ପ୍ଲାଜାଗୁଡିକରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଗାଡି ଚାଳକମାନଙ୍କ ପାଇଁ ଫାଷ୍ଟଟ୍ୟାଗ୍‌ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି । ଏହାଫଳରେ ଗାଡିଚାଳକମାନେ ଫେରନ୍ତା ଯାତ୍ରାରେ
Read More...

ଜାତୀୟ ରାଜପଥ ପ୍ରାଧିକରଣ କଣ୍ଟ୍ରାକ୍ଟର ଓ କନ୍‌ସଲଟାଣ୍ଟ ଆଦିଙ୍କ ପ୍ରଦର୍ଶନର ରେଟିଂ ବ୍ୟବସ୍ଥା କରିବ

ନୂଆଦିଲ୍ଲୀ, (ପିଆଇବି) : ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଏକ ଭେଣ୍ଡର ପରଫର୍‌ମାନ୍ସ ଇଭାଲ୍ୟୁସନ ସିଷ୍ଟମ ବିକଶିତ କରିଛି । ପ୍ରାଧିକରଣ ସହ କାର୍ୟ୍ୟ କରୁଥିବା ବିଭିନ୍ନ କଣ୍ଟ୍ରାକ୍ଟର, କନ୍‌ସଲଟାଣ୍ଟ ଓ କନ୍‌ସେସ୍‌ନାୟାର ସଂସ୍ଥାଗୁଡିକର କାର୍ୟ୍ୟର ପ୍ରଦର୍ଶନକୁ ସମୀକ୍ଷା କରି
Read More...

ସମ୍ବଲପୁରରେ କରୋନା ସ୍ଥିତି ଅସମ୍ଭାଳ

ସମ୍ବଲପୁର (ଦାମୋଦର ପଣ୍ଡା) : ସମ୍ବଲପୁର ସହରରେ ପୁଣି ମା’ ଓ ପୁଅଙ୍କ କରୋନାରେ ମୃତ୍ୟୁ ଘଟିଛି ଏବଂ ଝିଅ କୋଭିଡ୍ ହସ୍ପିଟାଲ ଆଇସିୟୁରେ ଚିକିତ୍ସିତ ହେଉଛି । ପୁର୍ବରୁ ଜଣେ ଡାକ୍ତର ଓ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା। ଗତ ବୁଧବାର ମୋଟ ୧୦୭ ଆକ୍ରାନ୍ତଙ୍କ ମଧ୍ୟରେ କେବଳ ଭୀମସାର୍ ର ୨୫ ଜଣ
Read More...