Daily Archives

ଦେଶରେ ୬୩,୪୮୯ ଓ ଓଡ଼ିଶାରେ ୨୯୨୪ ଜଣ ଆଜି କରୋନା ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୮

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୩,୪୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ଆଜି ୨୯୨୪ ଜଣ ଆକ୍ରାନ୍ତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ଏମାନଙ୍କ ମଧ୍ୟରୁ ରାଜ୍ୟରେ ଅନୁଗୁଳ ଜିଲ୍ଲାରୁ ୩୭, ବାଲେଶ୍ୱର ଜିଲ୍ଲାରୁ ୧୨୭, ବରଗଡ଼
Read More...

ବନ୍ୟା ପରିସ୍ଥିତି : ମାଲକାନଗିରିରେ ପ୍ରବଳ ବର୍ଷା

ମାଲକାନଗିରି, (କେପିଏନ୍‌ଏସ୍‌) : ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଅଂଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । କାଙ୍ଗୋରୁକୋଣ୍ଡା ସହ ବିଭିନ୍ନ ବ୍ରିଜ୍‌ ଉପରେ ବନ୍ୟା ପାଣି ଛୁଟୁଥିବା ଦେଖିବାକୁ ମିଳିଛି । ଅନେକ ରାସ୍ତା ମଧ୍ୟ ବନ୍ୟା ଜଳ ଯୋଗୁଁ ବିଚ୍ଛିନ୍ନ ହୋଇ ପଡ଼ିଥିବା ଖବର ମିଳିଛି ।
Read More...

ବିସ୍ଫୋରଣରେ ଭୁଷୁଡ଼ି ଗଲା ଛାତ

ବେଗୁନିଆ, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆର ମକୁନ୍ଦପୁରରେ ଗତକାଲି ରାତିରେ ଘଟିଛି ଏକ ବିସ୍ଫୋରଣ, ଯେଉଁଥିରେ ଭୁଷୁଡ଼ି ଯାଇଛି ଛାତ । ଆଖପାଖର ଘରମାନଙ୍କୁ ମଧ୍ୟ ଏହି ବିସ୍ଫୋରଣ କ୍ଷତି ପହଂଚାଇଥିବା କୁହାଯାଇଛି । ଏଥିରେ କାହାର ପ୍ରାଣହାନୀ ଘଟି ନଥିବା ସୂଚନାରେ
Read More...

ବର୍ଷାରେ କାନ୍ଥ ଭୁଷୁଡ଼ିଲା : ନାବାଳିକାଙ୍କ ମୃତ୍ୟୁ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଅନ୍ତର୍ଗତ ଦେଉଳଗାଁ ଗ୍ରାମ ପଞ୍ଚାୟତର ଘୁନ୍‌ଘୁଟିପାଲି ଗାଁରେ ପ୍ରବଳ ବର୍ଷା ଯୋଗୁଁ କାନ୍ଥ ପଡ଼ି ଜଣେ ୧୬ ବର୍ଷୀୟା ନାବାଳିକାର ମୃତ୍ୟୁ ଘଟିଥିବା ବେଳେ ଆଉ ଚାରିଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର
Read More...