Daily Archives

ସାଇଟ୍‌ ସଦାଇପାଲି ଠାରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ସାଇଟ୍‌ ସଦାଇପାଲି ଠାରେ ଆଜି ୭୪ ତମ ସ୍ୱାଧୀନତା ଦିବସ ସାମାଜିକ ଦୁରତ୍ୱ ଏବଂ କୋଭିଡ୍‌ -୧୯ର ନିୟମାନୁସାରେ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ସାଇଟ୍‌ ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା
Read More...

ବଲାଙ୍ଗିର ଆଦର୍ଶ ଥାନାରେ ଜାତୀୟ ପତାକା ଉତ୍ତୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଦର୍ଶ ଥାନାରେ ୭୪ତମ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ ହୋଇଯାଇଛି । କୋଭିଡ ଆଇନ ଅନୁସାରେ ସାମାଜିକ ଦୂରତା ଅବଲମ୍ବନ କରି ଏହି ଜାତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଥାନାର ସମସ୍ତ ଅଧିକାରୀ ତଥା କର୍ମଚାରୀମାନେ
Read More...

ଆତ୍ମନିର୍ଭର ଭାରତ ଲକ୍ଷ୍ୟ ଅଭିମୁଖେ ଦେଶ

• ମାତ୍ର ମାସକ ମଧ୍ୟରେ ୨୩ ଲକ୍ଷ ପିପିଇ ରପ୍ତାନି କରି ବିଶ୍ଵ ବଜାରରେ ଭାରତ ଜାହିର କଲା ନିଜର ସ୍ଥିତି• କେନ୍ଦ୍ର ସରକାର ୧.୨୮ କୋଟିରୁ ଅଧିକ ପିପିଇ କିଟ୍ସ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଯୋଗାଇଛନ୍ତି ନୂଆଦିଲ୍ଲୀ, (ପିଆଇବି) : କୋଭିଡ-୧୯ର ମୁକାବିଲା ନିମନ୍ତେ କେନ୍ଦ୍ର ସରକାର
Read More...

ଅଧାବାଟରେ ଅଟକିଛି ଆମ୍ବପାଲି ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : କଥାରେ ଅଛି- ସରକାରୀ ମାଲ୍‌, ଦରିଆ ମେ ଡାଲ୍‌ । ସରକାରଙ୍କ ରାଜକୋଷରୁ ବ୍ୟାପକ ରାଜସ୍ୱ ଖର୍ଚ୍ଚ ପରେ ଦ୍ୱିତୀୟ ଥର ପାଇଁ ଗତ ୨୦୧୭ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଆମ୍ବପାଲି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଅଧାବାଟରେ ଅଟକିଥିବା ଜଣାପଡ଼ିଛି । ସୂଚନା
Read More...

ଚାଷୀମାନଙ୍କୁ ମିଳିନି ଗତବର୍ଷର ପେଥାଇ ସହାୟତା

ଆଗଲପୁର, (ଦେବାଶିଷ ପଧାନ) : ଆଗଲପୁର ତହସିଲ କର୍ତ୍ତୃପକ୍ଷ ଚାଷୀମାନଙ୍କୁ ପେଥାଇ ସହାୟତା ଦେବାରେ ପାତର ଅନ୍ତର କରୁଥିବାର ଅଭିଯୋଗ ହୋଇଛି । ଏହି ତହସିଲ ଅନ୍ତର୍ଗତ ରିନବଚନ ଗ୍ରାମପଞ୍ଚାୟତର ଅନେକ ଚାଷୀଙ୍କ ଗତବର୍ଷ ହୋଇଥିବା ଝଡ଼ବାତ୍ୟା ପେଥାଇରେ ପନିପରିବା ଓ ଧାନ ସମ୍ପୂର୍ଣ୍ଣ ଭାବରେ ନଷ୍ଟ
Read More...

ପୂର୍ବତଟ ରେଳ ବିଭାଗ ପକ୍ଷରୁ ଲୋକଙ୍କୁ ଜାଗା ଛାଡ଼ିବାକୁ ନୋଟିସ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କଲାମାଟି ପଞ୍ଚାୟତ ଗୋଶାଳା ଛକରେ ଅନେକ ଲୋକ ଦୀର୍ଘ ୫୦ବର୍ଷରୁ ଅଧିକ ହେଲା ବସବାସ କରି ଦୋକାନବଜାର କରି ପରିବାର ପୋଷଣ କରି ଆସୁଥିବା ବେଳେ ହଠାତ ପୂର୍ବତଟ ରେଳ ବିଭାଗ ପକ୍ଷରୁ ଲୋକଙ୍କୁ ଜାଗା ଛାଡ଼ିବାକୁ ନୋଟିସ ହୋଇଛି ।
Read More...

ବଲାଙ୍ଗିର ସାମ୍ବାଦିକ ଭବନରେ ପତାକା ଉତ୍ତୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାମ୍ବାଦିକ ସଂଘରେ ୭୪ତମ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ ହୋଇଯାଇଛି । କୋଭିଡ଼ ନିୟମକୁ ପାଳନ ପୂର୍ବକ ସୀମିତ ସଦସ୍ୟଙ୍କ ମଧ୍ୟରେ ପତାକା ଉତ୍ତୋଳନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ସଂଘର ଉପସଭାପତି ଆନଂଦ ଚଂଦ୍ର ସାହୁ,
Read More...