Daily Archives
କଣ୍ଟେନମେଣ୍ଟ ହଟିଲା
ବଲାଙ୍ଗିର, (କେପିଏନ୍ଏସ୍) : କରୋନା ସଂକ୍ରମଣ ରିପୋର୍ଟକୁ ନଜର୍ ରଖି ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ହଟାଯାଇଛି ବଲାଙ୍ଗିର ମ୍ୟୁନିସିପାଲିଟି ଅନ୍ତର୍ଗତ ରାଧାରାଣୀପଡ଼ା (ୱାଡର଼୍ ନଂ.୧୧), ପାଟଣାଗଡ଼ ଏନ୍ଏସି. ଅନ୍ତର୍ଗତ ହୀରାସାଗରପଡ଼ା ଏବଂ ଖପ୍ରାଖୋଲ ବ୍ଲକର!-->…
Read More...
Read More...
ସିନ୍ଧେକେଲା ପୁଲିସ ପକ୍ଷରୁ ନୀରବ ପ୍ରାର୍ଥନା ଏବଂ ଶପଥ ପାଠ
ସିନ୍ଧେକେଲା,(କେପିଏନ୍ଏସ୍) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅହ୍ୱାନ କ୍ରମେ ସିନ୍ଧେକେଲା ପୁଲିସ ପକ୍ଷରୁ ନୀରବ ପ୍ରାର୍ଥନା ଏବଂ ଶପଥ ପାଠ କରାଯାଇଥିଲା । ଆଇଆଇସି ଅନନ୍ତ କୁମାର ପଧାନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଥାନାର ଅନ୍ୟ ଅଧିକାରୀ ତଥା!-->…
Read More...
Read More...
ନୀରବ ପ୍ରାର୍ଥନା ଏବଂ ଶପଥ ପାଠ କଲେ କଂଟାବାଂଜି ସାମ୍ବାଦିକ ସଂଘର ସଦସ୍ୟ ବୃନ୍ଦ
କଂଟାବାଂଜି, (ଗୁରୁଦୟାଲ ହଂସ) : ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କଂଟାବାଂଜି ସାମ୍ବାଦିକ ସଂଘର ସଦସ୍ୟମାନେ କୋଭିଡ଼ ଯୋଦ୍ଧାଙ୍କ ଉଦ୍ୟେଶରେ ନୀରବ ପ୍ରାର୍ଥନା ଓ ଶପଥ ପାଠ କରାଯାଇଥିଲା । ଏଥିରେ ସଂଘର ସଦସ୍ୟ ସୁବାସ ଚନ୍ଦ୍ର ବେହେରା, ଜୀବନାନନ୍ଦ ମହାନ୍ତି,!-->…
Read More...
Read More...
କୋଭିଡ୍ ଯୋଦ୍ଧାଙ୍କ ସମ୍ମାନରେ ନୀରବ ପ୍ରାର୍ଥନା ଏବଂ ଶପଥ ପାଠ
ବଲାଙ୍ଗିରରେ ଯୋଗଦେଲେ ନରସିଂହ, ଟୁକୁନି ସାହୁ ଏବଂ ସରୋଜ ମେହେରଙ୍କ ସମେତ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀବଲାଙ୍ଗିର, (କେପିଏନ୍ଏସ୍) : ସାରା ଦେଶ କେବିଡ୍ ବିରୁଦ୍ଧରେ ଲଢେଇ ଜାରି ରଖିଛି । ଏଥିରେ ଓଡିଶା ମଧ୍ୟ ପଛରେ ନାହିଁ । ଓଡିଶାର ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ,!-->…
Read More...
Read More...
କୋଶଳ ରାଜ୍ୟ ସମନ୍ୱୟ ସମିତିର ଅଭିଯୋଗ : କରୋନା ଚିକିତ୍ସା କ୍ଷେତ୍ରରେ ମଧ୍ୟ କୋଶଳାଂଚଳକୁ ପାତର ଅନ୍ତର
ବଲାଙ୍ଗିର, (କେପିଏନ୍ଏସ୍) : କରୋନା ଚିକିତ୍ସା କ୍ଷେତ୍ରରେ ମଧ୍ୟ କୋଶଳାଂଚଳକୁ ପାତର ଅନ୍ତର ଭାବ ପୋଷଣ କରାଯାଉଥିବା ଭଳି ଏକ ଗୁରୁତର ଅଭିଯୋଗ ଆଣିଛି କୋଶଳ ରାଜ୍ୟ ସମନ୍ୱୟ ସମିତି । ଏକ ପ୍ରେସ ହିସ୍ତାହାରରେ କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଓ!-->…
Read More...
Read More...
ମାଟିଆଭଟା ଗାଁର ମାନସୀକୁ ନେଇ ସବୁଠି ଚର୍ଚ୍ଚା : ଉପସ୍ଥିତ ବୁଦ୍ଧି ଯୋଗୁଁ ଉଦ୍ଧାର କରିଥିଲେ ଶତାଧିକ ଦାଦନ ପରିବାର
ଖପ୍ରାଖୋଲ, (ଜ୍ୟୋତି ରଂଜନ ପଣ୍ଡା) : ଭୋକର ଭୂଗୋଳରେ ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅଂଚଳ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି । ପ୍ରତି ବର୍ଷ ହଜାର ହଜାର ଶ୍ରମିକ ପରିବାର ପେଟପାଟଣା ପାଇଁ ଦାଦନ ଭାବରେ ପଡୋଶୀ ରାଜ୍ୟମାନଙ୍କୁ ଯାଇଥାନ୍ତି । ସେଠାରେ ଅନେକ ନିର୍ଯ୍ୟାତନାର ଶିକାର ହୋଇ!-->…
Read More...
Read More...
ଡ୍ରେନ ସଫା କଲାନି ପ୍ରଶାସନ : ନିଜ ଖର୍ଚ୍ଚରେ ଡ୍ରେନ ସଫା କଲେ ଗ୍ରାମବାସୀ
ସଇଁତଲା,(ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ସ୍ୱଚ୍ଛତା ଓ ସୁନ୍ଦର ପରିବେଶ ଆଣିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଥିବା କହୁଛନ୍ତି ହେଲେ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଳକ ଭନ୍ଦ୍ରା ପଞ୍ଚାୟତ ବରଗାଁ ଜାତୀୟ ରାଜପଥ-୨୬ରେ କୁଢ଼ କୁଢ଼ ଆବର୍ଜନା ରହି ଡ୍ରେନ!-->…
Read More...
Read More...
ସଚେତନତାରେ ସୁରକ୍ଷା ଆମର
ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ମହାମାରୀର ପ୍ରକୋପ ପ୍ରତିଦିନ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ସାମାଜିକ ଦୂରତା ଏକମାତ୍ର ମହୋଷଧି ଅଟେ । ଏହାକୁ ଲକ୍ଷ୍ୟ କରି ଜିଲ୍ଲା ଜରୁରିକାଳୀନ ଅଧିକାରୀ ତଥା ଜିଲ୍ଲା ରେଡ୍କ୍ରସ!-->…
Read More...
Read More...
ରାମ ମନ୍ଦିରର ଶିଲାନ୍ୟାସ ବିଭୋର୍ ହେଲେ ‘ସୀତା’ ଭୂମିକାର ଅଭିନେତ୍ରୀ ଦୀପିକା
ମୁମ୍ବାଇ, (କେପିଏନ୍ଏସ୍) : ଆଜି ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କର ଭବ୍ୟ ମନ୍ଦିରର ଅଯୋଧ୍ୟାରେ ଭୂମିପୂଜନ ହୋଇଛି । ସାରା ଦେଶରେ ଖୁସିର ବାନା ଉଡି ‘ଜୟ ଶୀ୍ରରାମ’ ନାରାରେ କମ୍ପି ଉଠୁଥିବା ସହ ସୋସିଆଲ୍ ମିଡିଆରେ ମଧ୍ୟ ଶୀ୍ରରାମଙ୍କର ମନ୍ଦିରକୁ ନେଇ ବହୁତ ଗୁଡାଏ ଆନନ୍ଦମୁଖର ପୋଷ୍ଟ ଦେଖିବାକୁ!-->…
Read More...
Read More...