Browsing Tag

tushura news

ବ୍ଳକକୁ ଆସୁଥିବା ସରକାରୀ ଅନୁଦାନର କେସ୍‌ ରେକର୍ଡ ତୁରନ୍ତ ଖେଲାନ ଗଲେ ୨୪ରୁ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଳକକୁ ଆସୁଥିବା ସରକାରୀ ଅନୁଦାନର କେସ୍‌ ରେକର୍ଡ ତୁରନ୍ତ ଖେଲା ନଗଲେ ଆସନ୍ତା ୨୪ ତାରିଖରୁ ବ୍ଳକ କାର୍ଯ୍ୟାଳୟ ଆଗରେ ପଞ୍ଚାୟତ ସମିତିର ସମସ୍ତ ସଭ୍ୟସଭ୍ୟା ଧାରଣରେ ବସିବା ନେଇ ବ୍ଳକ ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା, ଉପାଧ୍ୟକ୍ଷ
Read More...

ତୁଷୁରା ହସ୍ପିଟାଲରେ ଡାକ୍ତର ଦାବୀ ନେଇ ମନ୍ତ୍ରୀ ଟୁକୁନି ସାହୁଙ୍କୁ କଳାପତକା ପ୍ରଦର୍ଶନ : ୬ ଜଣ ଅଟକ

ତୁଷୁରା, (ମନୀଷ କୁମାର ସାହୁ) : ତୁଷୁରା ଡାକ୍ତରଖାନା ପ୍ରତି ସ୍ୱାସ୍ଥ୍ୟ ବିଭାଗ ଅବହେଳା କରୁଥିବାର ପ୍ରତିବାଦରେ ତୁଷୁରାରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଡାକ୍ତରଖାନାରେ ଡାକ୍ତର ଅଭାବ ପୂରଣ କରିବା ପାଇଁ ପ୍ରତିବାଦ କରି ଆସୁଥିବା ୟୁଥ ଏକ୍ସନ କମିଟି ଆଜି ମହିଳା ଓ ଶିଶୁ ବିକାଶ
Read More...

ପୁଲିସ ମୋବାଇଲ ୟୁନିଟ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୨୦ କ୍ଵିଣ୍ଟାଲ ମହୁଲ ପୋଚ ନଷ୍ଟ, ୧୦୦ ଲିଟର ରନ୍ଧା ମଦ ଜବତ

ତୁଷୁରା, (ମନୀଷ କୁମାର ସାହୁ) : ତୁଷୁରା ଅବକାରୀ ଥାନା ଅନ୍ତର୍ଗତ ଦେଓଗାଁ ବ୍ଲକ୍ କୁଳୁତାପଡ଼ା ପଞ୍ଚାୟତର ବନ୍ଧପଡା ଗାଁ’ରେ ଗୁରୁବାର ଦିନ ଅବକାରୀ ବିଭାଗ ଚଢ଼ଉ କରି ମଦ ଓ ମହୁଲ ପୋଚକୁ ଜବତ କରିଛି । ବଲାଙ୍ଗିର ପୁଲିସ ମୋବାଇଲ ୟୁନିଟ ଓ ତୁଷୁରା ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରିଥିଲେ
Read More...