ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଆଦ୍ୟ ଆଷାଢ଼ କବିତା ଆସର ଅନୁଷ୍ଠିତ
ତୁଷୁରା, (କେପିଏନ୍ଏସ୍) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା ବଲାଙ୍ଗିର ଆନୁକୂଲ୍ୟରେ ରବିବାର ଅପରାହ୍ନ ପାଞ୍ଚଟା ସମୟରେ ଆଭାସୀ ମାଧ୍ୟମରେ ଆଦ୍ୟ ଆଷାଢ଼ କବିତା ଆସର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ!-->…
Read More...
Read More...