ଟିଟିଲାଗଡର ନୂଆ ଉପଜିଲ୍ଲାପାଳ
ଟିଟିଲାଗଡ, (କେପିଏନ୍ଏସ୍) : ଟିଟିଲାଗଡର ନୂଆ ଉପଜିଲ୍ଲାପାଳ ଭାବେ ବୁଧବାର ଦୟାମୟ ପାଢୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ ଝାରସୁଗୁଡା ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ଦାୟିତ୍ୱ ନେବା ପରେ ଶ୍ରୀ ପାଢୀ ଟିଟିଲାଗଡ ଅଞ୍ଚଳର ସମସ୍ୟାଗୁଡିକର ସମାଧାନ କରିବା, ଚାଷୀ,!-->…
Read More...
Read More...