Browsing Tag

titilagarh news

କୁର୍ସୁଡ ପାଖ ପିପଲପଦର ଗ୍ରାମ ନିକଟରେ ରାଜିନ ଭୋଇଙ୍କ ମୃତଦେହ ଠାବ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚାନ୍ଦୋତରାର ଟିଟୁ ନାୟକଙ୍କ ମେଡିସିନ ଦୋକାନରେ ପିପଲପଦର ଗ୍ରାମର ସ୍ଵର୍ଗତ ନଟବର ଭୋଇଙ୍କ ତୃତୀୟ ପୁତ୍ର ରାଜିନ ଭୋଇ ପ୍ରତିଦିନ ଭଳି କାମ କରିବାକୁ ଯାଇଥିଲେ । ସବୁଦିନ ରାତି ୯ଟା ବେଳେ ସେ ଘରକୁ ଫେରନ୍ତି କିନ୍ତୁ କାଲିରାତି ଫେରି ନଥିଲେ ।
Read More...

ଜାଗର ଓ ମହାଶିବରାତ୍ରି ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆସନ୍ତା ମାର୍ଚ୍ଚ ମାସରେ ପବିତ୍ର ଜାଗର ମେଳା ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ଧବଳେଶ୍ୱର ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ରିହାନ କ୍ଷେତ୍ରିଙ୍କ
Read More...

ବିଦ୍ୟାଳୟରେ ଭ୍ରାମ୍ୟମାଣ ପାଠାଗାର

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ମା' ଘଣ୍ଟାସୁନି ଟାଉନ ହାଇସ୍କୁଲର ସଭାଗୃହରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାରର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିରାଜିନୀ ବେହେରା ଅଧ୍ୟକ୍ଷତା
Read More...

ମୋବାଇଲ ଚାର୍ଜ କଲା ବେଳେ ବିଦ୍ୟୁତ ଆଘାତ ଲାଗି ଯୁବକଙ୍କ ମୃତ୍ୟୁ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିକଟସ୍ଥ ସତିଘାଟ ଗ୍ରାମର କୈଳାସ ଜାନି ନାମକ ଜଣେ ଯୁବକ ମୁରିବାହାଲ ବ୍ଲକ ଯୁଗିରତା ଗ୍ରାମକୁ ନିଜର ଏକ ହୋଟେଲ ତିଆରି କରିବା ପାଇଁ ଅନ୍ୟ କିଛି ଲୋକଙ୍କୁ ନେଇ ସେଠାରେ ରହି ନିର୍ମାଣ କାମ କରୁଥିଲେ । ସେ ମୋବାଇଲ ଚାର୍ଜ କରିବା ବେଳେ ତାଙ୍କୁ
Read More...

ଟିଟିଲାଗଡ଼ ନିକଟସ୍ଥ ଲୁଥୁରବନ୍ଧ ଗ୍ରାମରେ ବିଜେପି ପକ୍ଷରୁ ଗାଁ କୁ ଗାଁ ଚାଲ ଓ ବୁଥସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ଭାରତୀୟ ଜନତା ପାର୍ଟି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୁଥୁରବନ୍ଧ ମଣ୍ଡଳ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଲୁଥୁରବନ୍ଧ ଗୋଚର ପଡ଼ିଆଠାରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ କୁମାର ଜୈନଙ୍କ ନେତୃତ୍ଵରେ କର୍ମୀ ସମ୍ମିଳନୀ ସହିତ
Read More...

ଟିଟିଲାଗଡ଼ ବ୍ଲକ କୁରସୁଡଠାରେ ସିଏସ୍‌ଡି ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କୁରସୁଡ଼ଠାରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିଏସ୍‌ଡି ଆନୁକୂଲ୍ୟରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣ ଶିବିରରେ ମୋଟ ୧୨୦ ଜଣ ତାଲିମାର୍ଥୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ
Read More...

ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ଶିଶୁ ସୁରକ୍ଷା ବିଧିବ୍ୟବସ୍ଥାର ଏକ ଦିବସୀୟ କର୍ମଶାଳା

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ତରଫ୍‌ରୁ ଟିଟିଲାଗଡ଼ ପୋଲିସ ଉପଖଣ୍ଡ ସ୍ତରୀୟ ଶିଶୁ ସୁରକ୍ଷା ଏବଂ ସେମାନଙ୍କ ଅଧିକାର ନିମନ୍ତେ ରହିଥିବା ବିଧି ବ୍ୟବସ୍ଥା ଉପରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଟିଟିଲାଗଡ଼
Read More...

ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର ହେବାର ୬ ଦିନ ପରେ ଘରକୁ ଯିବା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ : କାରଣ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିହିନି ଗ୍ରାମ ପଞ୍ଚାୟତର ୨୪ ବର୍ଷୀୟ ବିନୋଦିନୀ ଛତର ଟିଟିଲାଗଡ ପିପଲପଦର ସ୍ଥିତ ମାତୃ ଶିଶୁ ହସ୍ପିଟାଲକୁ ଫେବୃଆରୀ ୨ ତାରିଖ ଦିନ ଆସି ଭର୍ତ୍ତି ହୋଇଥିଲେ । ୩ ତାରିଖ ଦିନ ବିନୋଦିନୀ ଏକ ମୃତ ଶିଶୁ ଜନ୍ମ କରିଥିଲେ । ତା'ପରେ
Read More...

ଲାଞ୍ଚ ନେବାବେଳେ ଧରାପଡିଲେ ସଇଁତଲା ତହସିଲ ଅମିନ

ଟିଟିଲାଗଡ଼ : ଭିଜିଲାନ୍ସ ଜାଲରେ ସଇଁତଲା ତହସିଲ ଅମିନ । ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ । ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । ବଲାଙ୍ଗିର ଜିଲ୍ଲା ସଇଁତଲା ତହସିଲ କାର୍ଯ୍ୟାଳୟର ଅମିନ ନରେନ୍ଦ୍ର କବି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଅମିନ ନରେନ୍ଦ୍ର
Read More...

ଟିଟିଲାଗଡ଼ ବ୍ରାହ୍ମଣ ସମାଜ ତରଫରୁ ଏପ୍ରିଲ ୩ ତାରିଖରେ ହେବ ସାମୁହିକ ବ୍ରତୋପନୟନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ପକ୍ଷରୁ ବ୍ରାହ୍ମଣ ପିଲାଙ୍କ ପାଇଁ ଆୟୋଜନ କରାଯାଉଥିବା ସାମୁହିକ ବ୍ରତୋପନୟନ ଚଳିତ ବର୍ଷ ଆଗାମୀ ଏପ୍ରିଲ ତିନି ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏପ୍ରିଲ ମାସ ୨ ତାରିଖରେ ଚାରିକର୍ମ ଓ ୩ ତାରିଖରେ
Read More...