Browsing Tag

titilagarh news

ଟିଟିଲାଗଡ଼ରେ ଶ୍ରୀରାମ ନବମୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଏପ୍ରିଲ ୧୭ ତାରିଖରେ ଶ୍ରୀରାମ ନବମୀ ପଡ଼ୁଥିବା ବେଳେ ଏହାକୁ ନେଇ ଟିଟିଲାଗଡ଼ ଠିକାଦାରପଡ଼ା ରାଧାକୃଷ୍ଣ ମନ୍ଦିର ପରିସରରେ ଶ୍ରୀରାମ ସେବା ସମିତି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ବାହାରି ସହର
Read More...

ଉତ୍କଳ ପ୍ରାନ୍ତୀୟ ମାରୱାଡି ସମ୍ମେଳନ ଟିଟିଲାଗଡ଼ ଶାଖା ୨୦୨୪/୨୫ ପାଇଁ ନୂତନ କର୍ମକର୍ତ୍ତା ଚୟନ : ଅଧକ୍ଷ ଭାବେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ମହାବୀର ଧର୍ମଶାଳାଠାରେ ଉତ୍କଳ ପ୍ରାନ୍ତୀୟ ମାରୱାଡି ସମ୍ମେଳନ ଟିଟିଲାଗଡ଼ ଶାଖାର ବର୍ଷ ୨୦୨୪/୨୫ ପାଇଁ ନୂତନ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ସର୍ବ ସମ୍ମତି କ୍ରମେ ଅଧ୍ୟକ୍ଷ ଭାବେ ରାଜେଶ
Read More...

ଟିଟିଲାଗଡ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଟିଟିଲାଗଡ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ସଭାପତି ସୁବୋଧ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସାମୁହିକ ବ୍ରତୋପନୟନରେ ଟିଟିଲାଗଡ ତଥା
Read More...

୨୦୨୪ ନିର୍ବାଚନ ପାଇଁ ଟିଟିଲାଗଡ ବିଧାନସଭା ପାଇଁ ବିଜେପି ଟିକେଟ ପାଇଲେ ନବୀନ ଜୈନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଦଳ ପକ୍ଷରୁ ଟିଟିଲାଗଡରୁ ପୁଣି ଥରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ମନ୍ତ୍ରୀ ଥିବା ଶ୍ରୀମତୀ ଟୁକୁନି ସାହୁ । ଆଜି ତାଙ୍କ ବିରୁଦ୍ଧରେ ବିଜେପି ଟିକେଟ୍‌ ଦେଇଛି ଟିଟିଲାଗଡ଼ରେ ନବୀନ ଜୈନଙ୍କୁ ।
Read More...

ଭାଟିପଡ଼ା ସ୍କୁଲରୁ ମଧ୍ୟାହ୍ନ ଭୋଜନ ଚାଉଳବସ୍ତା ଚୋରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରି କରାଗଲା କୋର୍ଟ ଚାଲାଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କିଛି ଦିନ ତଳେ ଟିଟିଲାଗଡ଼ ନିକଟସ୍ଥ ଭାଟିପଡା ସ୍କୁଲ ଭିତରୁ ଛୁଆମାନଙ୍କୁ ଦେବା ନିମନ୍ତେ ରଖାଯାଇଥିବା ଚାଉଳବସ୍ତା ଭିତରୁ କିଛି ବସ୍ତା ଚୋରି ହୋଇଥିବା ନେଇ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ଥାନାରେ କେଶ୍‌ ରୁଜୁ ହୋଇ
Read More...

ପ୍ରଭାବତୀ ପବ୍ଲିକ୍‌ ସ୍କୁଲରେ ଉତ୍କଳ ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସ୍ଥାନୀୟ ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଯାଇଛି । ପିପଲପଦର ସ୍ଥିତ ବିଦ୍ୟାଳୟ ହଲ୍‌ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହି ଉତ୍ସବକୁ ମହାସମାରୋହରେ ପାଳନ
Read More...

ଟିଟିଲାଗଡ଼ ଉପକଣ୍ଠରେ ଉପଖଣ୍ଡସ୍ତରୀୟ ଓଡିଶା ଦିବସ – ୨୦୨୪ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସାଧାରଣ ନିର୍ବାଚନ ସକାଶେ ଆଦର୍ଶ ଆଚରଣ ସଂହିତା ଲାଗୁ ନିୟମ ଅନୁପାଳନ ସହ ଟିଟିଲାଗଡ଼ ସହରରେ ଅବସ୍ଥାପିତ ଓଡିଶାର ବରପୁତ୍ର ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ଟିଟିଲାଗଡ଼
Read More...

ଟିଟିଲାଗଡ଼ ସବ୍‌ ଜେଲ୍‌ରୁ ଫେରାର୍‌ କଏଦୀ ସୁମିତ ବିହାରୀ ଗିରଫ୍‌

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସବ୍‌ ଜେଲ୍‌ କାନ୍ଥ ଡେଇଁ ଫେରାର୍‌ ମାରିଥିବା ୨ଜଣ କଏଦୀଙ୍କ ମଧ୍ୟରୁ ଜଣେ କଏଦୀଙ୍କୁ ଗିରଫ୍‌ କରିବାରେ ସଫଳ ହୋଇଛି ପୋଲିସ । ଏ ସଂପର୍କରେ ଟିଟିଲାଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ
Read More...

ଟିପିଡବ୍ଲ୍ୟୁଓଡ଼ିଏଲ୍‌ ଅଫିସ ସାମ୍ନାରେ ରଖିଥିବା ଟାଟା ଏସି ଗାଡ଼ିରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ଟିଟିଲାଗଡ଼ - ଟିପିଡବ୍ଲ୍ୟୁଓଡ଼ିଏଲ୍‌ ଅଫିସ ସାମ୍ନାରେ ରଖିଥିବା ଟାଟା ଏସି ଗାଡ଼ିରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଟିଟିଲାଗଡ ୱାର୍ଡ଼ ନମ୍ବର.୧୨ ନିବାସୀ ବଳଭଦ୍ର ସାହୁ ନିଜ ଭିଣୋଇଙ୍କ ଟାଟା ଏସି ଗାଡ଼ି ନମ୍ୱର ଓଆର୍‌୧୭ ଜି୯୦୦୧ ଗତରାତିରେ ସବୁଦିନ ପରି ବିଦ୍ୟୁତ ବିଭାଗ ଅଫିସ ସାମ୍ନାରେ
Read More...

ସୁରେନ୍ଦ୍ର ସିଂ ଭୋଇ ବିଜେଡିରେ ଯୋଗଦେଲା ପରେ ଟିଟିଲାଗଡ଼ ରାଜନୀତି ସରଗରମ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ନିର୍ବାଚନ ଯେବେ ବି ଆସେ ଓଡ଼ିଶାର ବଲାଙ୍ଗିର ଜିଲ୍ଲା ଉପରେ ସମସ୍ତଙ୍କ ନଜର ରହିଥାଏ । ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ନିର୍ବାଚନ ସବୁଠାରୁ ହାଇ ଭୋଲ୍‌ଟେଜ୍‌ରେ ଚାଲିଥାଏ । ଚଳିତ ବର୍ଷ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବା ପୁର୍ବରୁ
Read More...