Browsing Tag

titilagarh news

ଟିଟିଲାଗଡରେ ଦେବ ଦମ୍ପତ୍ତିଙ୍କ ବିବାହ ସମ୍ପନ୍ନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡର ଶୀତଳ ଷଷ୍ଠୀ ୨୪ ବର୍ଷରେ ପଦାର୍ପଣ କରିଛି । ସୋମବାର ସଂଧ୍ୟାରେ ବର ପିତାମାତା କାନ୍ତ ଖର୍ସେଲ ଓ କନକ ଖର୍ସେଲ ସିରଭଟାପଡ଼ା ନିଜ ବାସଭବନରୁ ବାବା ଧବଳେଶ୍ଵରଙ୍କୁ ଧରି ବରଯାତ୍ରୀଙ୍କ ସହ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ବାଦ୍ୟଯନ୍ତ୍ର,
Read More...

ଟିଟିଲାଗଡ ଶୀତଳ ଷଷ୍ଠୀ ପାଇଁ କରାଗଲା ଦେବ ନିମନ୍ତ୍ରଣ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକଙ୍କ) : ୨୪ ବର୍ଷରେ ପଦାର୍ପଣ କରିଛି ଟିଟିଲାଗଡର ଶୀତଳ ଷଷ୍ଠୀ ଯାତ୍ରା । ଆୟୋଜକ କମିଟିର ଆବାହକ ଶୁଭ୍ରାଂଶୁ ଦାସଙ୍କ ଆବାହକତ୍ୱରେ ରବିବାର ସଂଧ୍ୟାରେ ଧବଳେଶ୍ୱର ମନ୍ଦିରରୁ ଦେବ ନିମନ୍ତ୍ରଣ କରି କନ୍ୟା ପିତାମାତା ନିଜ ବାସଭବନକୁ ପାଛୋଟି ଆଣିଥିଲେ । ଏହି
Read More...

ଟିଟିଲାଗଡ ଲାୟନ୍ସ କ୍ଲବର ୪୫ତମ ପ୍ରତିଷ୍ଠା ଦିବସ ପାଳନ : ସଭାପତି ହେଲେ ଗଙ୍ଗାଧର ଶର୍ମା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶନିବାର ସନ୍ଧ୍ୟାରେ ଟିଟିଲାଗଡ ଲାୟନ୍ସ କ୍ଲବର ୪୫ତମ ପ୍ରତିଷ୍ଠା ଦିବସ ପାଳନ ସହ ବର୍ଷ ୨୦୨୪/୨୫ ପାଇଁ ଚୟନ କରାଯାଇଥିବା ନୂତନ ସଭାପତି ଓ କମିଟି ସଦସ୍ୟଙ୍କ ଶପଥ ଗ୍ରହଣ ସମାରୋହ କ୍ଲବ ସଭାପତି ସନ୍ତୋଷ ମହାନ୍ତିଙ୍କ ସଭାପତିତ୍ୱରେ ସ୍ଥାନୀୟ ଗୋବିନ୍ଦ
Read More...

ମୃତକଙ୍କ ଘାତକ ପତ୍ନୀ ପ୍ରମୋଦିନୀଙ୍କ ସହ ୨ ଅଭିଯୁକ୍ତ ଗିରଫ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସ୍ୱାମୀଙ୍କ ହତ୍ୟା ପାଇଁ ଷଡ଼ଯନ୍ତ୍ର କଲା ସ୍ତ୍ରୀ । ପ୍ରେମିକ ସହ ପ୍ଲାନିଂ କରି ସ୍ୱାମୀଙ୍କ ଜୀବନ ନେଲା । ସ୍ୱାମୀଙ୍କ ଜୀବନ ରକ୍ଷା ପାଇଁ କାଳେ କାଳେ ଯୁଗେ ଯୁଗେ ଧର୍ମପତ୍ନୀ ଯମରାଜ ସହ ମଧ୍ୟ ଯୁଝିବାକୁ ପ୍ରସ୍ତୁତ ହେଉଥିବା ବେଳେ ସ୍ୱାମୀ ପାଇଁ
Read More...

ଟିଟିଲାଗଡ କିରାନା ଆସୋସିଏସନ୍ ପକ୍ଷରୁ ନବ ନିର୍ବାଚିତ ବିଧାୟକ ନବିନ ଜୈନଙ୍କୁ ଭେଟି ଜଣାଇଲେ ଶୁଭେଚ୍ଛା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ୨୦୨୪ ପାଇଁ ପ୍ରଥମ ଥର ପାଇଁ ବିଜେପି ପ୍ରାର୍ଥୀ ନବୀନ ଜୈନ୍ ଟିଟିଲାଗଡ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି । ଏହା ପରେ ସହରର ବିଭିନ୍ନ ବର୍ଗର ଲୋକଙ୍କ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ କିରାନା
Read More...

ବିଜେପୁର ପେକ୍ସ ପିଅନ ସୂର୍ଯ୍ୟମଣିଙ୍କ ହତ୍ୟା ଘଟଣା : ୨୪ ଘଣ୍ଟା ଭିତରେ ଧରାପଡିଲେ ୨ ଅଭିଯୁକ୍ତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୂର୍ଯ୍ୟମଣିଙ୍କୁ କେମିତି କଲେ ଆକ୍ରମଣ ? କଣ ଥିଲା ଆକ୍ରମଣର କାରଣ ? କେଉଁ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କଲେ ହତ୍ୟାକାରୀମାନେ ? ଏସବୁର ଗୁମର ଫିଟୁଛି ଏବେ । ଦୁଇ ଜଣ ଅଭିଯୁକ୍ତଙ୍କୁ କାବୁ କରି ଟିଟିଲାଗଡ଼ ପୋଲିସ ତନ୍ନ ତନ୍ନ କରି ଖୋଳତାଡ଼ ଆରମ୍ଭ
Read More...

ପେକ୍ସ କର୍ମଚାରୀଙ୍କୁ ହତ୍ୟା : କାରଣ ଖୋଜୁଛି ଟିଟିଲାଗଡ଼ ପୋଲିସ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ଥାନା ଅନ୍ତର୍ଗତ ବିଜେପୁର ପେକ୍ସରେ ପିଅନ କାମ କରୁଥିବା ଥୁବୁଡ଼ିଙ୍ଗ୍‌ ଗାଁର ସୂର୍ଯ୍ୟମଣି ମାଝୀ(୩୮)ଙ୍କୁ ହତ୍ୟା କରାଯାଇଥିବା ଆଜି ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅନ୍ୟ ଦିନ ପରି ଆଜି ମଧ୍ୟ ବିଜେପୁର ପେକ୍ସରେ କାମ
Read More...

ଟିଟିଲାଗଡ଼ରେ ଫୁଟିଲା ପଦ୍ମ : ଜିତିଲେ ନବୀନ ଜୈନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପଦ୍ମ ଫୁଟିଲା ଟିଟିଲାଗଡ଼ରେ । ଟୁକୁନିଙ୍କ ଗଡ଼ ଭାଂଗିଲା । ବାଜିଲା ନାହିିଁ ଶଂଖ । ବିଜେପି ପ୍ରାର୍ଥୀ ନବୀନ ଜୈନ ୧୭୩୯୯ ଭୋଟ୍‌ରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳିରେ ବିଜୟ ଲାଭ କରିଛନ୍ତି । ବିଜେଡ଼ ପ୍ରାର୍ଥୀ ଟୁକୁନି ସାହୁ ୮୦୪୫୫ ଭୋଟ ପାଇଛନ୍ତି ।
Read More...

ନବୀନ କୁମାର ଜୈନ ଆଗରେ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ପଛରେ ପକାଇ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ନବୀନ କୁମାର ଜୈନ । ୮ ନମ୍ବର ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ନବୀନ ୩୪୪୩୩ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥିନୀ ଟୁକୁନି୨୮୪୧୮ ଖଣ୍ଡ ଭୋଟ ପାଇଛନ୍ତି
Read More...

ଟିଟିଲାଗଡରେ ୨୪ତମ ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ହାଟପଦା ପଡ଼ା ପ୍ରହରୀ ମଣ୍ଡପ ଠାରେ ୨୪ତମ ଶୀତଳ ଷଷ୍ଠୀ ପାଇଁ ଏକ ପ୍ରସ୍ତୁତି ବୈଠକ ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚଳିତ ବର୍ଷ ପାଇଁ କନ୍ୟା
Read More...