Browsing Tag

titilagarh news

ଟିଟିଲାଗଡ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନର ଶିକ୍ଷାର୍ଥୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ୍ ଭ୍ୟାଲି ସମ୍ପୂର୍ଣ୍ଣ ଭାବେ ସିବିଏସ୍ଇ ଅନୁବନ୍ଧିତ ଆବାସିକ ଶିକ୍ଷାନୁଷ୍ଠାନ ଅଟେ । ଉକ୍ତ ଅନୁଷ୍ଠାନରେ ଆବାସରେ ରହୁଥିବା ଛାତ୍ରଛାତ୍ରୀମାନଙ୍କ ରହିବା ପାଇଁ ଅତ୍ୟାଧୁନିକ ସମସ୍ତ ସୁବିଧା, ଉତ୍ତମ ମାନର
Read More...

ହାଟପଦାପଡ଼ା ବିମଳ ଅଗ୍ରୱାଲଙ୍କ ଘରୁ ଡକାୟତି ଘଟଣାର ପର୍ଦାଫାଶ : ଦୁଇ ଗିରଫ, ୩୭ ହଜାର ଟଙ୍କା ଜବତ

ଟିଟିଲାଗଡ଼. (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହର ହାଟପଦା ପଡାରେ ଗତ ସେପ୍ଟେମ୍ବର ମାସ ୧୨ ତାରିଖରେ ବିମଳ କୁମାର ଅଗ୍ରୱାଲ ଘରେ ହୋଇଥିବା ଡକାୟତି ଘଟଣାରେ ଡ଼କାୟତ ଗ୍ୟାଙ୍ଗର ଦୁଇ ଜଣଙ୍କୁ ଧରିଛି ଟିଟିଲାଗଡ଼ ପୋଲିସ । ଏହି ଘଟଣାରେ ଟିଟିଲାଗଡ଼ ପୋଲିସ ମୁକୁନ୍ଦ ବାଗ ଏବଂ ଗୋବିନ୍ଦ
Read More...

ଟିଟିଲାଗଡ଼ ସିରଭଟା ପଡ଼ା ରେଲୱେ କଲୋନୀ ନିକଟରୁ ୨୪ କେଜି ୭୦୦ ଗ୍ରାମ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଟିଟିଲାଗଡ଼…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତକାଲି ରାତିରେ ଟିଟିଲାଗଡ଼ ଥାନାଧିକାରୀ ଶ୍ରୀମତୀ କଲ୍ୟାଣୀ ବେହେରା ବିଶ୍ଵସ୍ତ ସୂତ୍ରରୁ ଖବର ପାଇଲେ ଯେ, ସିରଭଟା ପଡ଼ା ନିକଟସ୍ଥ ରେଲୱେ କଲୋନୀ ନିକଟରେ ଗଞ୍ଜେଇ ଚାଲାଣ ପାଇଁ ଯୋଜନା ଚାଲିଛି । ଖବର ପାଇ ଥାନାଧିକାରୀ ଶ୍ରୀମତୀ କଲ୍ୟାଣୀ ବେହେରା
Read More...

ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜାମପଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ, ଶିକ୍ଷାବିତ ତଥା ସ୍ଥାନୀୟ ସରପଞ୍ଚ ନରେଶ ଅଗ୍ରୱାଲ, ସମ୍ମାନିତ ଅତିଥି
Read More...

ଟିଟିଲାଗଡ଼ କରଣ ସମାଜର ଚିତ୍ରଗୁପ୍ତ ପୂଜନୋତ୍ସବ ଓ ବାର୍ଷିକ ଅଧିବେଶନ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସତିଘାଟ ସ୍ଥିତ ଚିତ୍ରଗୁପ୍ତ କଲ୍ୟାଣ ମଣ୍ଡପ ଠାରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ପୂଜନୋତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ପ୍ରଥମେ ଗୁରୁବାର ସକାଳ ଛଟା ସମୟରେ ଶ୍ରୀ ଚିତ୍ରଗୁପ୍ତଙ୍କ ପୂଜାର୍ଚ୍ଚନା ଆରମ୍ଭ
Read More...

ଟିଟିଲାଗଡ଼ ଶ୍ରୀରାମ ଗୋ-ସେବା ସଦନ ତରଫରୁ ଗୋପାଷ୍ଟମୀ ପାଇଁ ପ୍ରସ୍ତୁତି ବୈଠକ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆସନ୍ତା ଅକ୍ଟୋବର ୩୦ ତାରିଖ ଦିନ ଗୋପାଷ୍ଟମୀ ଉତ୍ସବ ଟିଟିଲାଗଡ଼ ମୁକ୍ତି ଧାମ ନିକଟସ୍ଥ ଶ୍ରୀରାମ ଗୋ-ସେବା ସଦନରେ ଗୁରୁବାର ସନ୍ଧ୍ୟା ୫.୩୦ ମିନିଟ ସମୟରେ ସଭାପତି ସତ୍ୟ ନାରାୟଣ ଗୁପ୍ତାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ଟିଟିଲାଗଡ଼ ଷ୍ଟେସନରେ ଭିଡ଼ ପରିଚାଳନା ବ୍ୟବସ୍ଥା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ଉତ୍ସବ ଋତୁ ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳପଥର ସମ୍ବଲପୁର ମଣ୍ଡଳ ଯାତ୍ରୀମାନଙ୍କ ସୁରକ୍ଷା, ଆରାମ ଏବଂ ସୁବିଧା ସୁନିଶ୍ଚିତ କରିବା ପାଇଁ ଟିଟିଲାଗଡ଼ ରେଳ ଷ୍ଟେସନରେ ବ୍ୟାପକ ଭିଡ଼ ପରିଚାଳନା ବ୍ୟବସ୍ଥା
Read More...

ଟିଟିଲାଗଡ଼ ରାମକୃଷ୍ଣ ମିଶନ ଆଶ୍ରମରେ କାଳୀ ପୂଜା ଧୁମଧାମରେ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୁକ୍ତିଧାମ ପଛ ପଟେ ଥିବା ରାମକୃଷ୍ଣ ମିଶନ ଆଶ୍ରମ ପରିସର ଭିତରେ ଥିବା କାଳୀ ମନ୍ଦିରରେ ମା' କାଳୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ମା' କାଳୀଙ୍କ ପୂଜା ଦୀପାବଳୀ ରାତିରେ କରାଯାଇଥାଏ । ଏହି ଅବସରରେ ମା'
Read More...

ପ୍ରଜ୍ଞାନ ମିଶନ ତରଫରୁ ଆୟୋଜିତ ହୋଇଥିବା ଗୀତା ଆବୃତ୍ତି ପ୍ରତିଯୋଗିତାରେ ଟିଟିଲାଗଡ଼ ଓମଭେଲି ସ୍କୁଲର…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଟିଟିଲାଗଡ଼ର ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଜ୍ଞାନ ମିଶନ ତରଫରୁ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାର ବିଷୟ ଥିଲା ପଞ୍ଚମ ଅଧ୍ୟାୟ, କର୍ମ ସନ୍ନ୍ୟାସ ଯୋଗ ଉପରେ ଗୀତା ଆବୃତ୍ତି କରିବା । ବିଭିନ୍ନ ବିଦ୍ୟାଳୟର
Read More...

ଆଇସେକ୍ଟ ଦ୍ୱାରା ଆୟୋଜିତ କୌଶଳ ବିକାଶ ଯାତ୍ରା ୨୦୨୫ ସଫଳତାର ସହ ଆରମ୍ଭ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଇସେକ୍ଟ ଓଡ଼ିଶା ଶାଖା ଏବଂ ଆଇସେକ୍ଟ ସ୍କିଲ ସେଣ୍ଟର ଟିଟିଲାଗଡ ଶାଖାର ମିଳିତ ଉଦ୍ୟମରେ କୌଶଳ ବିକାଶ ଯାତ୍ରା ଏବଂ ଏଆଇ ସାକ୍ଷରତା ମିଶନ ସରକାରୀ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ(ଖୋଲାନ) ଏବଂ ଟିଟିଲାଗଡ଼ ମହିଳା ଡିଗ୍ରୀ କଲେଜ ଠାରେ ସଫଳତାର ସହ ଆୟୋଜିତ
Read More...