ଆଡ଼ମିଶନ ଫିି ଛାଡ ଓ ମେଡିକାଲ କଲେଜରେ ୨୨.୫ ପ୍ରତିଶତ ସିଟ ସଂରକ୍ଷଣ ଦାବୀରେ ଜିଲ୍ଲା ଆଦିବାସୀ ସଂଘର ଜରୁରୀକାଳୀନ ବୈଠକ
ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ସ୍ଥାନୀୟ ଆଦିବାସୀ ଭବନଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘର ବ୍ଲକ ସଭାପତି ପଦ୍ମନ୍ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଦିବାସୀ ଛାତ୍ରଛାତ୍ରୀ ମାନଂକ +୨ରୁ ଉର୍ଦ୍ଧ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆଡ଼ମିଶନ!-->…
Read More...
Read More...