Browsing Tag

titilagarh news

୪ ଜଣ କରୋନା ପଜିଟିଭ ଚିହ୍ନଟ ହେଲେ ଟିଟଲାଗଡ ଡିଏଭି କଲେଜରେ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଟିଟଲାଗଡ ଡିଏଭି କଲେଜରେ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ଖବର ପାଇବା ପରେ ଡିଏଭି କଲେଜର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଆଣ୍ଟିଜେନ ପରୀକ୍ଷା କରାଯିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱତନ୍ତ୍ର
Read More...

ଅଟକି ରହିଲା ତପସ୍ୱିନୀ ଏକ୍ସପ୍ରେସ : ଯାତ୍ରୀ ହଇରାଣ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼-ସିକେର ଷ୍ଟେସନ ମଝିରେ ଦୀର୍ଘ ୨ ଘଣ୍ଟା ଧରି ଅଟକି ଥିଲା ତପସ୍ୱିନୀ ଏକ୍ସପ୍ରେସ୍‌ । ପଥର ବ୍ଲାଷ୍ଟିଂ ଯୋଗୁଁ ଇଲେକ୍ଟ୍ରି ତାର ଛିଡ଼ି ଯିବାରୁ ତପସ୍ୱିନୀ ଏକ୍ସପ୍ରେସ ଅଟକି ଥିବା ସୂଚନା ମିଳିଛି । ଏକ ଘରୋଇ କଂପାନୀ ରେଳ
Read More...

ଟିଟିଲାଗଡ଼ଠାରେ ବିଜେଡିରେ ସାମିଲ ହେଲେ ଶତାଧିକ କର୍ମୀ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁଷୁରା ଏନ୍‌ଏସିର ବହୁ ତୁଙ୍ଗ ବିଜେପି ଏବଂ କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଶତାଧିକ ଲୋକ ସାମିଲ ହୋଇଛନ୍ତି । ଟିଟିଲାଗଡ଼ ବିଜେଡି କାର୍ଯ୍ୟାଳୟଠାରେ ରାଜ୍ୟ
Read More...

ମମିତାଙ୍କ ପରିବାରଙ୍କ ସହ ଆଲୋଚନା କଲା ବିଜେପିର କେନ୍ଦ୍ରୀୟ ଟିମ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସମସ୍ତ ଦୋଷୀଙ୍କୁ ଯଥାଶୀଘ୍ର ଗିରଫ କରି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଘଟଣାରେ ସମ୍ପୃକ୍ତ ଥିବା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ
Read More...

ଟଙ୍କା ପାଇଁ ନିଜ ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବାପାଙ୍କ ପେନ୍‌ସନ୍‌ ଟଙ୍କା ପାଇଁ ନିଜ ବଡ଼ ଭାଇକୁ ପିଟିପିଟି ମାରି ଦେଲା ସାନ ଭାଇ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଟିଟିଲାଗଡ଼ର ହାଟପଦାପଡ଼ା ଗୋରୁବଜାରରେ । ମୃତ ବ୍ୟକ୍ତି ଜଣକ ସଞ୍ଜୟ ବେହେରା ବୋଲି ଜଣାପଡି ଥିବା ବେଳେ ପୁଲିସ ତାଙ୍କ ସାନ ଭାଇ
Read More...

ଜାନିପଡା ଟିଟିଲାଗଡ଼ରେ ଗଜଲକ୍ଷ୍ମୀ ପୂଜା ଅବସରରେ ମୋଡନ୍ ଡେନ୍ସ ପ୍ରତିଯୋଗିତା

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଳକ ଜାନିପଡାରେ ଗଜଲକ୍ଷ୍ମୀ ପୂଜା ଅବସରରେ ମୋଡନ୍ ଡେନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଗୀତିକାର ତଥା ଅଧ୍ୟାପକ ଜନକ ସେଠ୍, କମେଡି କିଂଗ ଯୋଗେଶ ଜୋଜୋ ଏବଂ ଆଲବମ୍
Read More...

ଗୋବିନ୍ଦଙ୍କ ଘଟଣାରେ ନୂଆ ତଥ୍ୟ : ପୋଲିସ ବ୍ୟାରେକରୁ ଫେରାର ପରେ ଗୋବିନ୍ଦ ହାତକୁ କେମିତି ଆସିଲା ମୋବାଇଲ ଫୋନ୍‌

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ଯାହାକୁ ନେଇ ଚର୍ଚ୍ଚାରେ ଗୋବିନ୍ଦ । ଗତ କିଛି ଦିନ ତଳେ ଟିଟିଲାଗଡ଼ ଥାନାରୁ ବାଡ଼କୁ ଡେଇଁ ଫେରାର ମାରି ଥିଲା ଗୋବିନ୍ଦ । ଯାହାକୁ ନେଇ ପୁଲିସର ମୁଣ୍ଡ ବ୍ୟଥାର କାରଣ ପାଲଟି ଯାଇଥିଲା । ପରେ ଝରଣୀ ଗାଁର
Read More...

ମହାଲିଙ୍ଗ କଲେଜରେ ପହଁଞ୍ଚିଲା ଜିଲ୍ଲା ପ୍ରଶାସନ

ଟିଟିଲାଗଡ଼ : ମହାଲିଙ୍ଗ କଲେଜରେ ପହଁଞ୍ଚିଛି ଜିଲ୍ଲା ପ୍ରଶାସନ । ତେବେ କଲେଜକୁ କେଉଁଠାରୁ ଆସୁଥିଲା ଟଙ୍କା ତାହା ଯାଞ୍ଚ ଚାଲିଥିବା ଜଣାପଡିଥିବା ବେଳେ ତହସିଲଦାର ସର୍ବେଶ୍ୱର ଜାଲ ଓ ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ କାଗଜ ପତ୍ର ଯାଞ୍ଚ କରୁଥିବା ସୂଚନା ମିଳିଛି ।
Read More...

ଗୋଡ ଅପରେସନ୍‌ ହୋଇଥିଲା, ଥାନା ପାଚେରୀ ଡେଇଁ କେମିତି ଗଲେ ଗୋବିନ୍ଦ ? ଥାନାରୁ ଫେରାର କରାଇବା ପଛରେ ରହିଛି କାହାର ହାତ…

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ମହାଲିଙ୍ଗ ସ୍ଥିତ ଷ୍ଟାଡିୟମରୁ ମିଳିଲା ଗଳିତ ମୃତଦେହ । ତେବେ ମୃତଦେହଟି ନିଖୋଜ ମମିତା ମେହେରଙ୍କର ନା ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ । ଷ୍ଟାଡିୟମ ପରିସରରେ ମାଟି ଖୋଳିବା ପରେ ଦଗଧ ମୃତଦେହ ଉଦ୍ଧାର କରାଯାଇଛି । ଦୁର୍ଗନ୍ଧ ବାହାରୁଥିବାରୁ
Read More...

ଘରୋଇ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା : ସ୍କୁଲ ପରିସରରେ ମାଟି ଖୋଳି ତଦନ୍ତ ଚଳାଇଛି ପୋଲିସ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ପୋଲିସର ତନାଘନା ତଦନ୍ତ । ମମିତାଙ୍କୁ ମାରି ମହାଲିଙ୍ଗ ନୋଡାଲ ହାଇସ୍କୁଲ ପଡ଼ିଆରେ ପୋତି ଦିଆଯାଇଥିବା ସନ୍ଦେହରେ ପୋଲିସ ପୁରା ଅଞ୍ଚଳକୁ କବଜାକୁ ନେଇଛି । ତେବେ
Read More...