‘ମାତୃଜ୍ୟୋତି’ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଡାକ୍ତର, ସିଡିପିଓ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ କର୍ମଶାଳା
ସୁନ୍ଦରଗଡ଼, (କେପିଏନ୍ଏସ୍) : ‘ମାତୃଜ୍ୟୋତି’ ଅଧୀନରେ ‘ଗର୍ଭାବସ୍ଥାରେ ଯତ୍ନ’ କାର୍ୟ୍ୟକ୍ରମକୁ ଜିଲ୍ଲାବ୍ୟାପି ସଫଳତାର ସହ କାର୍ୟ୍ୟକାରୀ କରିବା ପାଇଁ ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀଙ୍କ ପ୍ରଶିକ୍ଷଣ କର୍ମଶାଳା ଆରମ୍ଭ ହୋଇଛି। ଜିଲ୍ଲାର ଡାକ୍ତର, ସିଡିପିଓଙ୍କ ସମେତ ସମସ୍ତ ଆଶା ଓ!-->…
Read More...
Read More...