୭ ବର୍ଷର୍ ଛୁଆ ସାହିଲ୍ କେ ଅସ୍ତ୍ରୋପଚାର୍ ଲାଗି କଟକ୍ ଏସ୍ସିବି ବଡ୍ ମେଡିକାଲ କେ ନେଲା ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍
ସୁନ୍ଦରଗଡ଼ : କିଛି ଦିନ୍ ଆଘୋ ନୁ ସୋସିଆଲ ମିଡିଆରେ ପୋଷ୍ଟ୍ ହେଇଥିଲା ଯେ ୨ ବରଷ୍ ହେଲା ଗୁଟେ ଛୁଆର୍ ଗୋଡ୍ ପୁଡବାର୍, ହେଲେ ଚିକିତ୍ସା ଲାଗି ବାଧକ୍ ସାଜିଥିଲା ଅର୍ଥ । ସୁନ୍ଦରଗଡ଼୍ ଜିଲ୍ଲା ଭବାନୀପୁର୍ ଗାଁର ଇ ଦୁଃଖ୍ ଦାୟକ୍ ଅବସ୍ଥା କେ ନା ଦେଖିଥିଲା ପ୍ରଶାସନ୍, ନା ଆସିଥିଲେ!-->…
Read More...
Read More...