Browsing Tag

special

ଆଧ୍ୟାତ୍ମିକ ମାନସିକତା ମହିଳାଙ୍କ ପାଇଁ ଉପାଦେୟ

ସୁଶ୍ରୀ ସ୍ନେହଲତା ଆଧ୍ୟାତ୍ମିକ ମାନସିକତା ମହିଳାଙ୍କ ପାଇଁ ଉପାଦେୟ ବୋଲି ପ୍ରମାଣିତ ହୁଏ । ଏଠାରେ ଧର୍ମାନ୍ଧତାର କଥା କୁହାଯାଉ ନାହିଁ କିମ୍ବା ଅନ୍ଧବିଶ୍ୱାସୀ ହେବା କଥା ଜମାରୁ କୁହାଯାଉ ନାହିଁ । ଆଧ୍ୟାତ୍ମିକ ହେବା କଥା ହିଁ କୁହାଯାଉଛି । ଆଧ୍ୟାତ୍ମିକ ମାନସିକତା ଧାରଣ କଲେ କ’ଣ କ’ଣ
Read More...

ଗୃହିଣୀମାନଙ୍କ ସ୍ୱୟଂ ଆକାଉଣ୍ଟ ପରିବାର ପାଇଁ ବେଶ୍‌ ଉପକାରୀ

ସୁଶ୍ରୀ ସ୍ନେହଲତା ଯେକୌଣସି ଗୃହିଣୀଙ୍କ ଏକ ସୟଂ ଆକାଉଣ୍ଟ ରହିଥାଏ, ଯାହା ପରିବାର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୁଏ । କମ୍‌ ବ୍ୟବହୃତ ହେଉଥିବା ରୋଷେଇ ଘରର କୌଣସି ଡବା ଭିତରେ କିମ୍ବା କାହାରି ନଜର୍‌କୁ ଆସୁ ନଥିବା ଆଲମାରୀର କୌଣସି କୋଣକୁ ବ୍ୟବହାର କରି ପ୍ରାୟତଃ ଗୃହିଣୀମାନେ ନିଜ
Read More...

ଆସ ରାନ୍ଧିବା ଦହି ପୋଟଳ

ସବୁ ବେଳେ ନୂଆ ନୂଆ ଜିନିଷ ରାନ୍ଧିବା ପାଇଁ ସମସ୍ତ ମହିଳାମାନଙ୍କ ଭିତରେ ଆଗ୍ରହ ଥାଏ । ନୂଆ ତରକାରୀଟିଏ ରାନ୍ଧି ଦେଇ ପାରିଲେ ପରସିବାକୁ ଯେତିକି ମଜା ତାଟିଆ ଚାଟି ଚାଟି ଖାଇଲେ ସେତିକି ମଜା । ଏହି କ୍ରମରେ ଆସନ୍ତୁ ଆଜି ରୋଷେଇ କରିବା ଦହି ପୋଟଳ । ଆବଶ୍ୟକ ସାମଗ୍ରୀ ;ଏହି ଦହି ପୋଟଳ
Read More...

ଆଇଏଏସ୍‌ ବିଜୟ ଅମୃତା କୁଲାଙ୍ଗେ ଜଣେ ପ୍ରଜାବତ୍ସଳ, ଭିନ୍ନଚର୍ଚ୍ଚିତ ବ୍ୟକ୍ତିତ୍ୱର ପରିଚୟ

କେ.ସତ୍ୟନାରାୟଣ ରେଡ୍ଡୀ ପ୍ରାକ୍ତନ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟଦକ୍ଷତା ଉପରେ ଭୂୟସୀ ପ୍ରସଂଶାର ସହ ପ୍ରତିପାଦନ କରାଯାଇଥିବା ସାଂଗକୁ ଉପସ୍ଥିତ ଜିଲ୍ଲାର ବରିଷ୍ଠ ଓ କନିଷ୍ଠ ଅଧିକାରୀଙ୍କ ମହଲରେ ବିଦାୟ ସମ୍ବର୍ଦ୍ଧନା ଘେନି କିଛି ସମୟ ଦୁଃଖରେ ଭାଙ୍ଗିପଡିଥିଲେ ।ପ୍ରକାଶ ଥାଉକି,
Read More...

ଶିକ୍ଷକ ଗୌରବ ସାହିତ୍ୟ ସୌରଭ ଶ୍ରୀମାନ ଲଲିତ ମୋହନ ସାହୁ

ରଘୁନାଥ ମିଶ୍ର ନା ଥିଲା ତାଙ୍କର କୋଉ କବି ବା ଲେଖକ ହେବାର ଆଶା ଅବା ନା ଥିଲା ବି କେବେ କୋଉ ସାହିତ୍ୟିକ ଭାବେ ନାଁ କରିବାର ନିଶା । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ(ଖ) ଗ୍ରାମର ଗଉନ୍ତିଆ ଶ୍ରୀ ବାଳମୁକୁନ୍ଦ ସାହୁ ଏବଂ ଗଉନ୍ତିଆଣୀ ଶ୍ରୀମତୀ ଛାୟା ଦେବୀଙ୍କ ଷଡପୁତ୍ରଙ୍କ ମଧ୍ୟରେ
Read More...

ସୁଖମୟ ଜୀବନ ପାଇଁ ମହିଳାମାନେ ଏହି ଦିଗ ଉପରେ ନଜର ଦିଅନ୍ତୁ

ସୁଶ୍ରୀ ସ୍ନେହଲତା ମନରେ ସବୁବେଳେ ପରିବାର ଚିନ୍ତା । ନିକଟତମ ଏବଂ ପ୍ରିୟଜନଙ୍କ ପ୍ରତ୍ୟେକ ସୁଖ ଏବଂ ଆବଶ୍ୟକତାର ଯତ୍ନ ! କିନ୍ତୁ ଏଭଳି ଉତ୍ସାହ ସହିତ ନିଜ ପାଇଁ କେବେ ଭାବୁଛନ୍ତି କି ? ଆମକୁ ମନେ ରଖିବାକୁ ହେବ ଯେ, ଜୀବନ ଯାତ୍ରାରେ ନିଜର ମଧ୍ୟ ଯତ୍ନର ଆବଶ୍ୟକ ରହିଛି । ଜୀବନ
Read More...

ସୁସ୍ଥ ଓ ନିରାମୟ ଜୀବନ ନିର୍ବାହର ନିଆରା କୌଶଳ

ସବୁ ମଣିଷ ସୁସ୍ଥ ଓ ନିରାମୟ ଜୀବନ ନିର୍ବାହର କାମନା ରଖନ୍ତି । କିନ୍ତୁ ସମସ୍ତଙ୍କ ଜୀବନରେ ଏହା ଯୁଟେ ନାହିଁ । ଜାଗତିକ ଦ୍ୱନ୍ଦ ତଥା ବିଶୃଙ୍ଖଳିତ ଜୀବନ ଶୈଳୀ ଯୋଗୁଁ ମଣିଷର ସୁସ୍ଥତା ଓ ନିରାମୟତାରେ କ୍ଷତି ପହଂଚିଥାଏ । ଏହା ବି ସତ ଯେ, ସୁସ୍ଥ ଓ ନିରାମୟ ଜୀବନ ନିର୍ବାହ କରିବାର କୌଶଳ
Read More...

ସାଆନ୍ତ

ଗଜାନନ ମିଶ୍ର -୧-କାଟିଦେଲୁ କାଏଁଯେକଲାଖଡିର ଗାର୍ !ବିନ୍‌ ମୁହେଁ ଠାଡ୍ ହେଲୁଟୁଡେଁ ଟୁଡେଁ କହେବାର୍‌ଟାପାସରିଦେଲୁ ଦୁଇଦୁନେ ଚାଏର୍। ମେଟେଇ ଦେଇକରି ଭିତରର୍ରଗ୍ ରଗ୍ ଜୁଏ ରହିଗଲୁ ଲୁକନିଆଁ ।ଇ ଫାଲ୍ ସେଫାଲ୍ କରିଦେଲୁଇଥିତାହିଁଁ ଗୁଟା ସମିଆଁକିଁଂଦ୍ରେଇ କିଁଂଦ୍ରେଇ ଆରୁଡେଗିଗଲୁ
Read More...

କବିତା : ଅପରାହ୍ନ

ରାମକୃଷ୍ଣ ବର୍ଷା, ଶୀତ, ବସନ୍ତଆତିଥ୍ୟର ଉଲ୍ଲାସ ଦେଇ ଫେରିଗଲେଜଣକ ପରେ ଜଣେଜନ୍ମ ବ୍ରତ ବିବାହର ମହୋତ୍ସବରେଉଠିଲା ପଡିଲା ଘରସବାଶେଷରେ ଆସିଛି ଗ୍ରୀଷ୍ମଅପରାହ୍ନରେ ଛିଡା ହୋଇଛି ବୟସ ପବନ ଉଡାଇନେଲାଦାଣ୍ଡ ଦୁଆରେ ପଡିଥିବା ଝୋଟିର ମୁରୁଜପକ୍ଷୀଂକ ସଂଗୀତ ଆସରରେ ନାହିଁସକାଳର
Read More...

ରମ୍ୟ ରଚନା : ମୋବାଇଲ ମନ୍ଥନ

ଜୟଶ୍ରୀ ସାହୁ ଯାହା ବି ହଉ,ବିଳମ୍ବରେ ହେଉ ପଛେ, ସୋସିଆଲ ମିଡିଆର ମହତ୍ବ ଅନୁଭବି ହେଲା ଏତେ ଦିନ ପରେ । ଏଣିକି, ମୋବାଇଲ ଧରିବା ମାତ୍ରେ ଶିହରିତ ହେଇ ଯାଉଛି ମନପ୍ରାଣ । 'ଏ ଦେହ ଥିଲେ ସର୍ବ ପାଇ' ନ୍ୟାୟରେ ମୂଢମତି ଏତେ ଦିନକେ ବୁଝି ପାରିଲା ଯେ ନିରାକାର ଶୂନ୍ୟବ୍ରହ୍ମଙ୍କ ସାକାର
Read More...