Browsing Tag

sonpur news

ଓଲଟିଲା କପା ବୋଝେଇ ଟ୍ରକ୍‌ : ଡ୍ରାଇଭର୍‌ ଆହତ

ସୋନପୁର : ଭାରସାମ୍ୟ ହରାଇ ଓଲଟିଲା କପା ବୋଝେଇ ଟ୍ରକ୍‌ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ଟ୍ରକ୍‌ଟି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରୁ ପଶ୍ଚିମବଙ୍ଗକୁ କପା ବୋଝେଇ ଯାଉଥିବା ବେଳେ ଘଟିଛି ସୂଚନା ଅନୁସାରେ, ଏକ ଟ୍ରକ୍ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରୁ କପା ନେଇ ପଶ୍ଚିମବଙ୍ଗକୁ ଯାଉଥିଲା
Read More...

ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସରେ ଅନନ୍ୟ ଗୁରୁ ପୂଜନ

ସୋନପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ମାର୍ଗଦର୍ଶନରେ ବିଦ୍ୟାଳୟ ସଭା ଗୃହରେ ଗୁରୁ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦୀନବନ୍ଧୁ
Read More...

ଅବସର ଦିନ ହିଁ ପେନ୍‌ସନ୍‌ ପ୍ରଦାନ

ସୋନପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ୫ ଜଣ ଶିକ୍ଷକ ଓ କର୍ମଚାରୀ ଆଜି ସେମାନଙ୍କର ସରକାରୀ ଚାକିରିରୁ ଅବସର ନେଇଛନ୍ତି । ସୋନପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତରଫରୁ ସର୍ବମୋଟ ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଆଜି ଅବସର ଦିନ ହିଁ ଫାଇନାଲ୍‌
Read More...

ସୋନପୁର ଶ୍ରେଷ୍ଠ ଜିଲ୍ଲା ସ୍କାଉଟ୍‌ କେମ୍ପୋରି ଭାବେ ପୁରସ୍କୃତ

ସୋନପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ଭାରତ ସ୍କାଉଟ୍‌ ଗାଇଡ୍‌ କେମ୍ପୋରି ୨୦୨୩-୨୪କୁ ମହାମହିମ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଚଳିତ ବର୍ଷ ପାଇଁ ଶ୍ରେଷ୍ଠ ଜିଲ୍ଲା କେମ୍ପୋରି ଭାବରେ ପୁରସ୍କୃତ କରିଛନ୍ତି । ରାଜଭବନ ସ୍ଥିତ ଅଭିଷେକ ହଲ୍‌ ଠାରେ ଅନୁଷ୍ଠିତ ଭବ୍ୟ ସମାରୋହରେ
Read More...

ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳିତ

ସୋନପୁର, (କେପିଏନ୍‌ଏସ୍‌) : ଯୁଦ୍ଧ ସ୍ଥଳୀରୁ ଶାନ୍ତି କ୍ଷେତ୍ର ପର୍ଯ୍ୟନ୍ତ ପରିବ୍ୟାପ୍ତ ବିଶ୍ୱ ସ୍ତରୀୟ ଅନୁଷ୍ଠାନ ରେଡ୍‌କ୍ରସ୍‌ ମହାବାତ୍ୟା, ପ୍ରାକୃତିକ ବିପର୍ଯ୍ୟୟ, ମାହାମାରୀ, ବ୍ୟକ୍ତିତ୍ୱ ସଂଗଠନ ଭଳି ବିଭିନ୍ନ କାର୍ଯ୍ୟକୁ ସବୁବେଳେ ସଂପାଦନ କରିଆସିଛି । ରେଡ୍‌କ୍ରସ୍‌ ପ୍ରତିଷ୍ଠାତା
Read More...

ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ : ୨ ଆହତ

ସୋନପୁର : ଭୁବନେଶ୍ୱରରୁ କଣ୍ଟାବାଞ୍ଜି ଯାଉଥିବା ପ୍ରଶାନ୍ତି ନାମକ ଯାତ୍ରୀବାହୀ ବସ୍ ସୋନପୁର ବଲାଙ୍ଗିର ରାସ୍ତା ଖମ୍ବେଶ୍ୱରୀପାଲି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବାବେଳେ ଅଳ୍ପକେ ବର୍ତ୍ତିଛନ୍ତି ୪୦ ଯାତ୍ରୀ ।
Read More...

ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଚାଳକ ଓ ହେଲ୍‌ପର୍‌ ମୃତ

ସୋନପୁର : ଆଜି ଭୋରରେ ସୋନପୁର-ବଲାଙ୍ଗିର ରାସ୍ତା ହର୍‌ଡୋଖୋଲ ନିକଟରେ ଏକ ଯାତ୍ରୀବାହୀ ବସ ଟ୍ରକକୁ ପଛ ପଟରୁ ଧକ୍କା ଦେବାରୁ ବସ୍‌ର ଚାଳକ ଓ ହେଲ୍‌ପର୍‌ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ହେଲେ ଡ୍ରାଇଭର ଡ଼ମ୍ବରୁଧର ସ୍ୱାଇଁ ଓ ହେଲ୍‌ପର୍‌ ଶିବ୍ରମ ଗୌଡ଼ । ସୂଚନା ଅନୁଯାୟୀ, ଆଜି
Read More...

ନୃଶଂସ ସ୍ୱାମୀର ବର୍ବରକାଣ୍ଡ

ସୋନପୁର : ନୃଶଂସ ସ୍ୱାମୀର ବର୍ବର କାଣ୍ଡ । ନିଜ ସ୍ତ୍ରୀକୁ ପିଟି ପିଟି କଲା ହତ୍ୟା । ହତ୍ୟା ପରେ ଡାକ୍ତରଖାନାରେ ମୃତଦେହ ରଖି ଫେରାର ମାରିଲା ସ୍ୱାମୀ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ତିଲେଇମାଲ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖବର ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା
Read More...

ତୁଳସୀ ଯାତ୍ରାକୁ ସୋନପୁରରେ ସ୍ୱାଗତ

ସୋନପୁର : ୬ ଦଫା ଦାବି ନେଇ ଆରମ୍ଭ ହୋଇଥିବା ତୁଳସୀ ଯାତ୍ରାକୁ ଆଜି କଂଗ୍ରେସ ପକ୍ଷରୁ ସ୍ୱାଗତ କରାଯାଇଛି । ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲାଯାଉ, ରତ୍ନଭଣ୍ଡାର ଗଣତି ଓ ମରାମତି କରାଯାଉ ଏବଂ ଚାଷୀମାନଙ୍କ ଜମିକୁ ଫେରସ୍ତ କରାଯାଉ ଆଦି ଦାବି କରାଯାଇଛି । ଏହି ଅବସରରେ ସ୍ଥାନୀୟ ପଶ୍ଚିମ
Read More...

ଶିଶୁ ସୁରକ୍ଷା ବିଶେଷଜ୍ଞ କମିଟିର ଉପକାରାଗାର ପରିଦର୍ଶନ

ସୋନପୁର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଗୃହ ବିଭାଗ ଦ୍ୱାରା ମନୋନୀତ ଶିଶୁ ସୁରକ୍ଷା ବିଶେଷଜ୍ଞ କମିଟି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୋନପୁର ଉପକାରାଗାର ପରିଦର୍ଶନ କରାଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ କୁମୁଦିନୀ ମୁଦୁଳୀଙ୍କ ତତ୍ତ୍ୱାବଧାନରେ କମିଟତର
Read More...