Browsing Tag

sonepure news

ତରଭା ସହର ଆଜିଠୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରକୁ ଆଜିଠୁ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍ କରାଯାଇଛି । ତରଭା ବଣିକ ସଂଘ ନେତୃତ୍ୱରେ ସହରର ବରିଷ୍ଠ ନାଗରିକ କମିଟି, ବିଭିନ୍ନ ସାମାଜିକ ଓ ସ୍ବେଛାସେବୀ ଅନୁଷ୍ଠାନ
Read More...

ବ୍ୟାପକ ଦେଶୀ ମହୁଲି ମଦ ଜବତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନାର ଏସ୍ ପତ୍ରାପାଲି ଜଙ୍ଗଲ ଅଞ୍ଚଳରେ ଦେଶୀ ମଦ ପ୍ରସ୍ତୁତ ହେଉଛି । ମଦ ବ୍ୟବସାୟ କରୁଥିବା ଲୋକମାନେ ଜଙ୍ଗଲକୁ ନିରାପଦ ସ୍ଥାନ ଭାବି ନାଳ, ଝରଣା ନିକଟରେ ମଦ ପ୍ରସ୍ତୁତ କରୁଛନ୍ତି । ଏହା ବନ୍ଦ କରାନଗଲେ ବିଷାକ୍ତ ମଦ
Read More...

ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତିର ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ ) : ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତିର ପରିବର୍ଦ୍ଧିତ ବୈଠକ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କୃଷକ ସଂଗଠନ ସମନ୍ୱୟ ସମିତିର ସଭାପତି ରାଜେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ
Read More...

ଭୀମ ଆର୍ମି ପାର୍ଟିର ଜନ ବିକ୍ଷାଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଦଳିତ ଓ ଆଦିବାସୀ ହରିଜନଙ୍କ ସାମାଜିକ ସୁରକ୍ଷା ସହ ସାମ୍ବିଧାନିକ ଅଧିକାରକୁ ସୁରକ୍ଷିତ ରଖିବା ତଥା ସରକାରୀ ସାହାଯ୍ୟରୁ ବଂଚିତ ଅସହାୟ ପରିବାରକୁ ନ୍ୟାୟ ପ୍ରଦାନ ଦାବୀରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଭୀମ ଆର୍ମି ପାର୍ଟି ପକ୍ଷରୁ ଏକ
Read More...

ଜିଲ୍ଲାରେ ଥିବା ୧୩ ଗୋଟି ଡିଗ୍ରୀ ମହାବିଦ୍ୟାଳୟରେ ୬ଷ୍ଟ ସେମିଷ୍ଟାର ପରୀକ୍ଷା ଆରମ୍ଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମହାମାରୀ କରୋନା ଯୋଗୁଁ ପିଲାଙ୍କ ସମସ୍ତ ପରୀକ୍ଷା ବନ୍ଦ ଥିବାବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷ ପିଲାଙ୍କ ୬ଷ୍ଟ ସେମିଷ୍ଟାର ପରୀକ୍ଷା ମଧ୍ୟ ବନ୍ଦ ଥିଲା । ତେବେ ୟୁ.ଜି.ସି.ର ନିର୍ଦ୍ଦେଶ ମୁତାବକ ଆଜି ଜିଲ୍ଲାରେ ଥିବା ସମସ୍ତ ୧୩ଗୋଟି ଡିଗ୍ରୀ
Read More...

ସୁବର୍ଣ୍ଣପୁର ଟ୍ରାକ୍ଟର ମାଲିକ ସଙ୍ଘ ପକ୍ଷରୁ ବିକ୍ଷୋଭ ଓ ଧାରଣା

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ ) : ସୁବର୍ଣ୍ଣପୁର ଟ୍ରାକ୍ଟର ମାଲିକ ସଙ୍ଘ ପକ୍ଷରୁ ଆଜି ଟ୍ରାକ୍ଟର ପରିବହନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ଏକ ବିକ୍ଷୋଭ ଓ ଧାରଣା ଅନୁଷ୍ଠିତ ହୋଇଯାଇଛି । ତେଲ ନଦୀ ବାଲିଘାଟ ଉପରୁ ରହିତାଦେଶ ଉଚ୍ଛେଦ, ତେଲ ନଦୀର ଦ୍ୱିତୀୟ ବାଲିଘାଟ
Read More...

ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଲୋକଦେବୀ ସୁରେଶ୍ୱରୀଙ୍କ ଧବଳମୁଖୀ ବେଶ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପ୍ରସିଦ୍ଧ ଶାକ୍ତପୀଠ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଲୋକଦେବୀ ସୁରେଶ୍ୱରୀଙ୍କ ଧବଳମୁଖୀ ବେଶ ଆଜି ଅନୁଷ୍ଠିତ ହୋଇଛି । ବଡି ଭୋରରୁ ଦେବୀଙ୍କ ଦିବ୍ୟସ୍ନାନ ପରେ ପାରମ୍ପାରିକ ରୀତିନୀତିରେ ଦେବୀ ସୁରେଶ୍ୱରୀଙ୍କୁ ଗମ୍ଭିରା ସେବାୟତ ଓ ପୂଜକଙ୍କ ଦ୍ୱାରା
Read More...

‘ପୋଷଣ ଅଭିଯାନ – ୨୦୨୦’ ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ରଠାରେ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଖାଦ୍ୟରେ ପୋଷକ ତ୍ତ୍ୱ ଓ ପୃଷ୍ଟିସାରର ଗୁଣବତ୍ତାକୁ ଅକ୍ଷୁର୍ଣ୍ଣ ରଖିବା ଲକ୍ଷ୍ୟରେ କେନ୍ଦ୍ରର ମୋଦୀ ସରକାର ପକ୍ଷରୁ ଆରମ୍ଭ ହାଇଥିବା "ପୋଷଣ ଅଭିଯାନ - ୨୦୨୦" ସୁବର୍ଣ୍ଣପୁରର କୃଷି ବିଜ୍ଞାନ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । କେବିକେର ବରିଷ୍ଟ
Read More...

ସେବା ସପ୍ତାହ ପାଳନ ଅବସରରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶବ୍ୟାପୀ ଚାଲିଥିବା ସେବା ସପ୍ତାହ କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସେବା ସପ୍ତାହ ପାଳନ ଅବସରରେ ଆଜି ଜିଲ୍ଲା ମୁଖ୍ୟ
Read More...

ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ ପ୍ରତିବାଦରେ ଏସପିଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଲେହେଡ଼ି ଗାଁର କିଛି ଅସାମାଜିକ ବ୍ୟକ୍ତିଙ୍କ ଗୁଣ୍ଡାରାଜକୁ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ । ସୁଚନା ଅନୁସାରେ କିଛି ଯୁବକ ପ୍ରତ୍ୟେକ ଦିନ ମଦ୍ୟପାନ କରି ଯାତାୟାତ
Read More...