ସିନାପାଲିରେ ଗାୟତ୍ରୀ ଜୟନ୍ତୀ ଓ ଶ୍ରୀରାମ ଶର୍ମାଙ୍କ ମହାପ୍ରୟାଣ ଦିବସ ପାଳିତ
ସିନାପାଲି, (ନିରାକାର ମେହେର) : ସିନାପାଲି ଗାୟତ୍ରୀ ଶକ୍ତିପୀଠ ଠାରେ ମାଁ ଗାୟତ୍ରୀଙ୍କ ଜୟନ୍ତୀ ଏବଂ ଗୁରୁଦେବ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଛି । ଏହି ଅବସରରେ ଗାୟତ୍ରୀ ପରିଜନଙ୍କ ଦ୍ୱାରା ଦିନ ତମାମ ଜପ କରାଯିବା ସହ ପୀଠରେ ଏକ କୁଣ୍ତୀୟ ଗାୟତ୍ରୀ ଯଜ୍ଞର!-->…
Read More...
Read More...