Browsing Tag

sambalpur news

ଦୋକାନୀଙ୍କ ଠାରୁ ୧୧ ଲକ୍ଷ ଲୁଟ୍‌ ଅଭିଯୋଗ

ସମ୍ବଲପୁର : ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ହସ୍ପିଟାଲ ରୋଡ୍‌ର ଏକ ଏସି ମରାମତି ଦୋକାନ ମାଲିକ ମହମ୍ମଦ ଜିସାମଙ୍କଠାରୁ ମଙ୍ଗଳବାର ଲୁଟ୍‌ ହୋଇଥିବା ଜଣାପଡିଛି । ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତମାନେ ଏକ ପଲସର ବାଇକ୍‌ରେ ଆସି ତାଙ୍କ ଠାରୁ ୧୧ ଲକ୍ଷ ଟଙ୍କା ଲୁଟିନେଇଛନ୍ତି । ସିସିଟିଭିକୁ
Read More...

ପାଂଚଗଛିଆ ଛକ ଠାରେ ବାଇକ ଦୁର୍ଘଟଣା : ୨ ମୃତ, ୧ ଗୁରୁତର

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁର ସହରରର ଅଏଁଠାପାଲି ଥାନା ଅନ୍ତର୍ଗତ ପାଂଚଗଛିଆ ଛକ ଠାରେ ବାଇକ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ବ୍ୟକ୍ତି ଜଣଙ୍କୁ ପୋଲିସ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି ।
Read More...

ମାଳିପଡା ଅଂଚଳରେ ଛୁରା ମାଡ କରି ଜଣେ ଯୁବକଙ୍କ ଠାରୁ ଟଙ୍କା ଲୁଟ୍‌ ଅଭିଯୋଗ

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ମାଳିପଡା ଅଂଚଳରେ ଛୁରା ମାଡ କରି ଜଣେ ଯୁବକଙ୍କ ଠାରୁ ଟଙ୍କା ଲୁଟ୍‌ ହୋଇଥିବା ଖବର ମିଳିଛି । ଲୁଟ୍‌ର ଶିକାର ହୋଇଥିବା ଯୁବକ ଜଣକ ହେଲେ ମୋତିଜିରା ଅଂଚଳର ଏମ୍‌ଡି ମୟୁଉଦ୍ଦିନ ଖାତ ବୋଲି ଜଣାପଡିଛି । ମିଳିଥିବା ସୂଚନା
Read More...

ଭୋଇପାଲି ହତ୍ୟାକାଣ୍ଡ ଘଟଣା : ଅଭିଯୁକ୍ତକୁ ଧରିବା ପାଇଁ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଗଠନ ହେଲା ସ୍ୱତନ୍ତ୍ର ଟିମ୍‌

ସମ୍ବଲପୁର, (କେପିଏନ୍‌ଏସ୍‌) : ଦିନକୁ ଦିନ ସମ୍ବଲପୁରରେ ଅପରାଧ ବଢି ବଢି ଚାଲିଥିବା ବେଳେ ସମ୍ବଲପୁର ସଦରଥାନା ଅନ୍ତର୍ଗତ ଭୋଇପାଲିରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇ ବିଭିନ୍ନ ସ୍ଥାନରେ ଚଢାଉ
Read More...

ପ୍ରଦୀପ ପଣ୍ଡା ପାଇବେ ସଂସ୍କୃତି ମିତ୍ର ସମ୍ମାନ

ସମ୍ବଲପୁର, (କେପିଏନ୍‌ଏସ୍‌) : ଓଡିଶାର ଅଗ୍ରଣୀ ନାଟ୍ୟ ସଂସ୍ଥା ‘ପଞ୍ଚମ ବେଦ’ର ଏକ ବିଂଶତମ ବାର୍ଷିକୋତ୍ସବ ଚଳିତ ଅକ୍ଟୋଟବର ୧୪ ତାରିଖରେ ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଆୟୋଜନ କରିବାକୁ ଯାଉଛି । ଏହି ଅବସରରେ ଓଡିଶାର କଳା ସଂସ୍କୃତିି ନାଟକ ସହିତ ଚାରି ଦଶନ୍ଧିରୁ
Read More...

ମନ୍ଦିର ଢାଞ୍ଚାରେ ପୂଜାମଣ୍ଡପ

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁର ଗୋବିନ୍ଦତୋଳା ସାର୍ବଜନୀନ ଦୁର୍ଗାପୂଜା ଚଳିତ ବର୍ଷ ୫୪ ବର୍ଷରେ ପଦାର୍ପଣ କରିଛି । ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ମନ୍ଦିର ଢ଼ାଞ୍ଚାରେ ପୂଜାମଣ୍ଡପ ତିଆରି ଚାଲିଛି । ସୂଚନା ଅନୁସାରେ, ଭୁବନେଶ୍ୱରୀ ଦେବୀ ସୁସଜ୍ଜିତ ମଣ୍ଡପରେ ଉପବିଷ୍ଟ ହୋଇ
Read More...

ଆନ୍ଦୋଳନ ପାଇଁ ରେଳ ଚଳାଚଳ ବ୍ୟାହତ

ସମ୍ବଲପୁର : ଦକ୍ଷିଣ ପୂର୍ବ ରେଳବାଇ ଅର୍ନ୍ତଗତ ଖଡଗପୁର ଓ ଆଦ୍ରା ମଣ୍ଡଳ ଅର୍ନ୍ତଗତ ଅଞ୍ଚଳରେ ବିଭିନ୍ନ ଦାବୀକୁ ନେଇ ଆନ୍ଦୋଳନ ଚାଲିଥିବାରୁ ଉକ୍ତ ଅଞ୍ଚଳ ଦେଇ ରେଳ ଚଳାଚଳ ଆଂଶିକ ବ୍ୟାହତ ହୋଇଛି । ରେଳଗାଡି ସଂଖ୍ୟା ୨୨୮୬୧ ହାୱଡା - ଟିଟିଲାଗଡ ଇସ୍ପାତ ଏକ୍ସପ୍ରେସ ମଙ୍ଗଳବାର ବାତିଲ ହୋଇଥିବା
Read More...

ଆଜି ପୁଅ ଜିଉଁତିଆ ଓଷା

ବରଗଡ଼/ସମ୍ବଲପୁର, (ସତ୍ୟନାରାୟଣ ପ୍ରଧାନ) : ମାଆମାନେ ପୁଅର ଦୀର୍ଘ ଜୀବନ କାମନା କରି ଏବଂ ବିବାହିତା ନାରୀ, ବନ୍ଧ୍ୟା ଓ ପୁତ୍ରହରା ନାରୀମାନେ ପୁତ୍ରଲାଭ ପାଇଁ ପାଳନ କରିଥାନ୍ତି ଦୂତୀ ବାହନ ଓଷା । ଦୂତୀ ବାହନ ଓଷା (ଦୁତିଆ ଓଷା, ଦୂତୀଆ ଓଷା, ପୁଅ ଜିଉଁତିଆ ଓଷା, ଦୁତିବାମନ ଓଷା ବା
Read More...

ଜୁହାର ପରିବାରର ୨୩ତମ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଅନୁଷ୍ଠିତ

ସମ୍ବଲପୁର : ପ୍ରବାସୀ ଓଡିଆଙ୍କ ଦେଶର ଆଇଟି ସହର ବାଙ୍ଗାଲୁରୁରେ ଥିବା ଜୁହାର ପରିବାର ପକ୍ଷରୁ ୨୩ତମ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମା' ସମଲେଶ୍ୱରୀଙ୍କୁ ପୂଜାର୍ଚ୍ଚନା ସହିତ ଆରମ୍ଭ ଏହି ଉତ୍ସବରେ ବାଙ୍ଗାଲୁରୁ ସେନ୍ଟ୍ରାଲର ସାଂସଦ ପି.ସି. ମୋହନ ମୁଖ୍ୟ ଅତିଥି ରୂପେ
Read More...

ମା’ ମଙ୍ଗଳା ଠାକୁରାଣୀଙ୍କ ଦଶହରା ପୂଜା କମିଟି ଗଠିତ

ସମ୍ବଲପୁର : ସମ୍ବଲପୁରର ବଡବଜାର ସ୍ଥିତ ରାଧାମାଧବ ମନ୍ଦିର ପ୍ରାଙ୍ଗଣରେ ମା' ମଙ୍ଗଳା ଠାକୁରାଣୀଙ୍କ ଦଶହରା ପୂଜା ଉପଲକ୍ଷେ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି । ରବିବାର ଆୟୋଜିତ ଏହି ସଭାରେ ଚଳିତ ବର୍ଷର ପୂଜା ପାଇଁ ନୂତନ କମିଟି ଗଠନ କରାଯାଇଛି । ସର୍ବସମ୍ମତି କ୍ରମେ ସଭାପତି ରୂପେ
Read More...