Browsing Tag

saintala news

ସ୍ୱର୍ଗତ ଅଭିମନ୍ୟୁ ସାହୁଙ୍କ ୫୨ତମ ଜନ୍ମ ଦିନରେ ଶିଷକେଲା ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ଅଭିମନ୍ୟୁ ସାହୁ ମେମୋରିଆଲ ଟ୍ରଷ୍ଠ ଦ୍ୱାରା ଟିଟିଲାଗଡ଼ ମାଟିର ସୁପୁତ୍ର ତଥା ସମସ୍ତଙ୍କ ପ୍ରିୟ ସ୍ୱର୍ଗତ ଅଭିମନ୍ୟୁ ସାହୁଙ୍କ ୫୨ତମ ଜନ୍ମ ଦିନ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଶକେଲା ଗ୍ରାମ ପଞ୍ଚାୟତରେ
Read More...

୩ ବାଇକ ସହ ୨୬ କେଜି ଗଞ୍ଜେଇ ଜବତ : ଗଞ୍ଜେଇ ମାଫିଆ ଫେରାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବଢି ବଢି ଚାଲିଥିବା ବେଳେ ଆଜି ୩ ଟି ବାଇକ ସହ ୨୬ କେଜି ଗଞ୍ଜେଇକୁ ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ କୌଣସି ସୂତ୍ରରୁ
Read More...

ନିଖୋଜ ଶିଶୁଙ୍କୁ ଉଦ୍ଧାର କଲେ ଯୁବ ଗୋଷ୍ଠୀ : ମା’ ବାପାଙ୍କୁ ଧରାଇଲେ ପୁଅର ହାତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜୁରାବନ୍ଦ ଗାଁର ଗୋପବନ୍ଧୁ ବଗର୍ତ୍ତି, ଗୋକୁଳ ଭୁଏ ପ୍ରମୁଖ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିଥିବା ବେଳେ ତାଙ୍କ ପରିବାର ଲୋକଙ୍କ ଠିକଣା ମିଳିବା ପରେ ତାଙ୍କ ବାପାଙ୍କୁ ତାଙ୍କର ପୁଅ ଫେରାଇ ଦେଇଥିବା ଜଣାପଡିଛି । ନିଖୋଜ
Read More...

ଚାଷୀଙ୍କ ପାଇଁ ମନ୍ତ୍ରୀ ଟୁକୁନିଙ୍କ ଚିନ୍ତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ବର୍ଷାର ଦେଖା ନଥିବା ବେଳେ ଚିନ୍ତାରେ ଚାଷୀ ଭାଙ୍ଗି ପଡିଛନ୍ତି, ଯାହା ଫଳରେ ଦାନା ପାଇଁ ଦାଦନ ଖଟିବା ନିମନ୍ତେ ଲୋକେ ପ୍ରସ୍ତୁତ ମଧ୍ୟ ହେଉଥିବା ନଜରକୁ ଆସିଛି । କିଛି ଦିନ ହେଲାଣି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ
Read More...

ଚେକ୍‌ ଡ୍ୟାମ୍‌ ନିର୍ମାଣରେ ଦୁର୍ନୀତି ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଞ୍ଚାୟତ ପ୍ରଶାସନ ତଥା ବ୍ଳକ ପ୍ରଶାସନକୁ ବିଭିନ୍ନ ନିର୍ମାଣ କାର୍ଯ୍ୟ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରିବା ପାଇଁ ଦେଉଛନ୍ତି ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ
Read More...

ବ୍ୟବସାୟୀଙ୍କୁ ମାଡ଼ ମାରିବା ସହ ଟଙ୍କା ଲୁଟ୍‌ : ଥାନାରେ ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅଂଚଳରେ ଥିବା ଚକାଡୋଳା ମୋବାଇଲ ଦୋକାନକୁ ଆସି କିଛି ଦୁର୍ବୃତ୍ତମାନେ ଦୋକାନ ମାଲିକଙ୍କୁ ମାଡ଼ ମାରିବା ସହ ଟଙ୍କା ଲୁଟି ନେଇଥିବା ନେଇ ସଇଁନ୍ତଲା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ମୋବାଇଲ ଦୋକାନ ମାଲିକ
Read More...

୯ ଫୁଟର ଅଜଗର ସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଗୋଳାବାରୁଦ କାରଖାନା ପରିସରରେ ଥିବା ଡେଲି ମାର୍କେଟ କମ୍ପ୍ଲେକ୍ସ ନିକଟରେ ଏକ ଦୋକାନରୁ ଏକ ସାପ ରହିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ସାପ ଧରାଳୀ ବିକି ଜି ନାଗଙ୍କୁ ଖବର ଦେବା ପରେ ଘଟଣା ସ୍ଥାନରେ
Read More...

ସଇଁନ୍ତଲା ବ୍ଳକକୁ ମରୁଡ଼ି ଘୋଷଣା ନେଇ ମନ୍ତ୍ରୀଙ୍କୁ ଦାବୀପତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ୨୨ଟି ପଞ୍ଚାୟତରେ ଚଳିତବର୍ଷ ବର୍ଷାର ଦେଖାଦେଉନ ଥିବା ବେଳେ ଚିନ୍ତାରେ ଚାଷୀ ଭାଙ୍ଗି ପଡିଛନ୍ତି । ଯାହାକୁ ନେଇ ଆଜି ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସଇଁନ୍ତଲା ସରପଞ୍ଚ ସଂଘ ସଭାପତି ହିମାଂଚଳ
Read More...

ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡା ପଞ୍ଚାୟତ ରେଙ୍ଗାଲି ଉଚ୍ଚ ବିଦ୍ୟାଳୟ କୁଇକେଡା ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ କୁଳମଣି ଯୋଶୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍କୁଲ
Read More...

ବିବିନା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ତୁଳସୀଙ୍କ ବୃତ୍ତି ପରୀକ୍ଷାରେ ସଫଳତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବିବିନା ଆଦର୍ଶ ବିଦ୍ୟାଳୟର ୪ ଜଣ ଛାତ୍ରଛାତ୍ରୀ ବଲାଙ୍ଗିର ଟାଉନ ବାଳିକା ବିଦ୍ୟାଳୟରେ ଗତ ବର୍ଷ ନେସେନାଲ ମିନ୍ସ ସ୍କୋଲାର୍‌ସିପ୍‌ ଷ୍ଟେଟ ପରୀକ୍ଷା ହୋଇଥିଲା ତେବେ ସେହି ସମୟରେ ବିବିନା ଆଦର୍ଶ ବିଦ୍ୟାଳୟରେ ୪ ଜଣ
Read More...