Browsing Tag

saintala news

ମଡେଲିଙ୍ଗ୍‌ ଜଗତରେ ରାଣୀ ସାଜିଛନ୍ତି ରାନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ମଡେଲିଙ୍ଗ୍‌ ଜଗତରେ ରାଣୀ ସାଜିଛନ୍ତି ରାନୀ । ମଡେଲିଙ୍ଗ୍‌ ସହ ଓଡ଼ିଶୀ ନୃତ୍ୟ ପରିବେଷଣ ଏବେ ତାଙ୍କ ନିଶା ପାଲଟିଛି । ମଣିଷ ଜୀବନରେ ଅନେକ ଉତ୍‌ଥାନ ପତନ ଆସିଥାଏ । କିଏ ଗୋଟିଏ ଦିନର ଷ୍ଟାର ପାଲଟି ଯାଏ ତ' ଆଉ କିଏ ଅଧା ବାଟରେ ତାର ପ୍ରତିଭାର
Read More...

କରମତଲାଠାରେ ବିଜେପିର ସାଙ୍ଗଠନିକ ବୈଠକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ସଇଁନ୍ତଲା ବ୍ଳକ କରମତଳାଠାରେ ଆଜି ବିଜେପି ବରିଷ୍ଠ ନେତା ମହେନ୍ଦ୍ର କୁମାର ଠାକୁରଙ୍କ ନେତୃତ୍ୱରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର ପ୍ରସାର ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ଜନସାଧାରଣ ଓ ବିଜେପିର କର୍ମୀମାନଙ୍କୁ ନେଇ
Read More...

ବାଦୀପଡା-ସଇଁନ୍ତଲା ବ୍ରିଜ ଆଉ ସମ୍ପୂର୍ଣ୍ଣ କେବେ : ଅଂଚଳବାସୀଙ୍କ ମଧ୍ୟରେ ଘନଘୋର ଅସନ୍ତୋଷ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବର୍ଷ ବର୍ଷ ବିତିଗଲାଣି, ହେଲେ ଅଧାପନ୍ତରିଆ ଭାବେ ପଡିରହିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା- ବାଦୀପଡା ଲାଂଥ ନଦୀ ବ୍ରିଜ । ସ୍ଥାନୀୟ ରାଜନେତାଙ୍କ ଅଣଦେଖା ଓ ଠିକାଦାରଙ୍କ ଅବହେଳା ଯୋଗୁଁ ଠିକ ଭାବେ କାର୍ୟ୍ୟ ସମ୍ପାଦନ ହୋଇପାରୁ ନଥିବା ଅଭିଯୋଗ ହୋଇଛି ।
Read More...

ସଇଁନ୍ତଲା ଠାରେ ତାଲୁକା ସ୍ତରୀୟ ଆଇନସେବା ପ୍ରାଧିକରଣ ତଥା ରାଷ୍ଟ୍ରୀୟ ମହିଳା ଆୟୋଗ ସଚେତନତା ଶିବିର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବାଳିକା ଉଚ୍ଚ ବିଦ୍ୟାଳୟ(ନୂତନ) ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ସଇଁନ୍ତଲା ତାଳୁକ ସ୍ତରୀୟ ଆଇନସେବା ପ୍ରାଧିକରଣ ତଥା
Read More...

ଦଶରଥଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତ ଆଦିବାସୀପଡ଼ାରେ ବସବାସ କରନ୍ତି ଦଶରଥ ଦେବଗୁରୁ । କେତେ ସୁଖରେ ପରିବାରର ଲୋକଙ୍କ ଘର ସଂସାର ଚଳୁଥିଲା । ହେଲେ ଘରକୁ ମାଡି ଆସିଲା ଦୁଃଖର ଢେଉ । ଅନେକ ହସ ଖୁସିରେ ଦଶରଥଙ୍କ ଦିନ ବିତୁ ଥିବା ବେଳେ
Read More...

କେରମେଲି ପଞ୍ଚାୟରେ ଅନିୟମିତତା ନେଇ ବିଡିଓଙ୍କ ଠାରେ ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତରେ ଅନେକ କାର୍ଯ୍ୟରେ ଅନିୟମିତତା ହେଇଥିବା ନେଇ ବିଡିଓ ଚନ୍ଦ୍ର ମଣୀ ନାଗଙ୍କ ଠାରେ ଅଭିଯୋଗ ହୋଇଛି । ସୂଚନା ମତେ ଗତ ୨୦୧୭ରୁ ୨୦୧୯ ମସିହା ପର୍ଯ୍ୟନ୍ତ ପାଇକସମରା ଗ୍ରାମର ପ୍ରଧାନ ପଡ଼ା କଂକ୍ରିଟ
Read More...

ସ୍କୁଲରେ ପଡିଲା ତାଲା : ପ୍ରଧାନ ଶିକ୍ଷକଙ୍କୁ ବଦଳି ଦାବୀ କଲେ ଗ୍ରାମବାସୀ, ଏବିଇଓଙ୍କ ପ୍ରତିଶୃତି ପରେ ଆନ୍ଦୋଳନ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ କିଛି ଅସାଧୁ ବ୍ୟକ୍ତିଙ୍କ ପାଇଁ ତାହା ସଠିକ ଭାବେ ଖର୍ଚ୍ଚ ହୋଇପାରୁ ନାହିଁ ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ବେଳେ ପ୍ରଧାନ ଶିକ୍ଷକଙ୍କୁ
Read More...

ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ଜିଲ୍ଲାପାଳ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକକୁ ଆଜି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଗସ୍ତ କରିଥିବା ବେଳେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଛନ୍ତି । ବ୍ଳକର ଭଦ୍ରା ପଞ୍ଚାୟତ ସ୍ଥିତ ସ୍ଥାନୀୟ ପୋଖରୀର କାମ କରାଯାଉ ଥିବା ବେଳେ ତାହାର ତଦାରଖ ମଧ୍ୟ
Read More...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଶିକ୍ଷୟିତ୍ରୀ ରଞ୍ଜିତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭଗବାନଙ୍କ ଦ୍ଵାରା ସୃଷ୍ଟି ସମସ୍ତ ଜୀବ ଜଗତ ଓ ପ୍ରାଣୀ ଜଗତର ସର୍ବ ଶ୍ରେଷ୍ଠ କୃତି ହେଉଛି ମାନବ, ଯିଏ ନିଜ ନିଜକୁ ପ୍ରତିପାଳିତ କରିବା ସହ ଅନ୍ୟମାନଙ୍କ ସହାୟକ ପାଲଟିଥାଏ । ତେବେ ବହୁ କ୍ୱଚିତ୍‌ ମନୁଷ୍ୟ ନିଜର ଜନ୍ମକୁ ସାର୍ଥକତା କରି ନିଜ ଛଡା ଅନ୍ୟର
Read More...

ବିଜେପି ଦଳକୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବଙ୍କ ବାଏ ବାଏ : ବିଜେଡି ଦଳରେ ହାଜର

ସଇଁନ୍ତଲା, (ଅଜିତ କୁମାର ସାହୁ) : କିଛି ମାସ ପରେ ପଞ୍ଚାୟତ ନିର୍ବାଚନ । ସବୁ ଦଳରେ ନେତାଙ୍କ ଅଦଳ ବଦଳ ଲାଗି ରହିଥାଏ ହେଲେ ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁ ବିଜେପି ଦଳରୁ ବିଧିବଦ୍ଧ ଭାବେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଜିଲ୍ଲା ପରିଷଦ ସଭାପତି ଶିବାଜୀ
Read More...