Browsing Tag

saintala news

ବଡ଼ମାଲ ବନ ବିଭାଗ ପକ୍ଷରୁ ବେଆଇନ ସାବୁଆନ କାଠ ଜବତ : ଜଣେ ଅଟକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦିନକୁ ଦିନ କାଠ ମାଫିଆଙ୍କ ସଂଖ୍ୟା ବଡ଼ମାଲ, ଫପସି ଓ ଧରପଗଡ଼ ଅଞ୍ଚଳରେ ବୃଦ୍ଧି ପାଉଥିବା ବେଳେ ଉକ୍ତ ଗାଁକୁ ଲାଗିଥିବା ବନ୍ୟ ସଂରକ୍ଷିତ ଜଙ୍ଗଲ କାଠ ମାଫିଆଙ୍କ ଯୋଗୁଁ କ୍ଷତି ହେବାରେ ଲାଗିଛି ତେବେ ଏଭଳି ପରିସ୍ଥିତିରେ ମଧ୍ୟ କଡ଼ା ପେଟ୍ରୋଲିଂ କରୁଛି
Read More...

ସର୍ବଭାରତୀୟ କରାଟେରେ ଟିଟିଲାଗଡ଼ ୪୬ ଓ ସଇଁନ୍ତଲା ୩ ପଦକ ହାସଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜଧାନୀ ଭୁବନେଶ୍ୱରରେ ଉତ୍କଳ କରାଟେ ସ୍କୁଲଠାରେ ସର୍ବଭାରତୀୟ କେରାଟେ ଚାମ୍ପିୟାନସିପ୍‌ ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ବାଳକ ଓ ବାଳିକା ମିଶି ୬ ଶହରୁ ଅଧିକ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ତେବେ
Read More...

ବନ ବିଭାଗ ପକ୍ଷରୁ ବିଭିନ୍ନ ଫର୍ଣ୍ଣିଚର ଦୋକାନରେ ଚଢାଉ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୋବାଇଲ ଟିମ ଓ ଦେଓଗାଁ ବନବିଭାଗ ମିଳିତ ଭାବେ ତୁଷୁରା ଓ ଚାଣ୍ଟିପଦର ଗ୍ରାମର ଗୋଟିଏ ଲେଖାଏଁ ଦୋକାନ ଉପରେ ଚଢାଉ କରିଥିବା ସୂଚନା ମିଳିଛି । ଏହି ଚଢାଉ ଦେଖି ତୁଷୁରା ସହରର ବିଭିନ୍ନ ଫର୍ଣ୍ଣିଚର
Read More...

କୃଷି ଓ ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ଧାରଣା : ୫ ଘଣ୍ଟା ଧରି ତାଲା ପକାଇଲେ ଚାଷୀ, ଆସିଲେ ନାହିଁ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ପ୍ରତେକ ବର୍ଷ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବାଧ୍ୟ ହୋଇ ଚାଷୀ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଇଥାଏ । ତେବେ ଧାର କରଜ ଆଣି ଚାଷୀ ବିଲରେ ଧାନ ବୁଣିଥାଏ । କିନ୍ତୁ ଚଳିତ ବର୍ଷ ବର୍ଷା ଅଭାବରୁ ମରୁଡି ପରିସ୍ଥିତି
Read More...

ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଭାବେ ମନୋନୀତ ହେଲେ ଅକ୍ଷୟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସାଂସଦଙ୍କ ସଇଁନ୍ତଲା ବ୍ଲକ ପ୍ରତିନିଧି ଭାବେ ଅକ୍ଷୟ ରଣା ଦୀର୍ଘ ଦିନ ହେଲାଣି ଦାୟିତ୍ୱ ଗ୍ରହଣ କରିବା ସହ ସଙ୍ଗଠନକୁ ସୁଦୃଢ କରିବାରେ ଲାଗିଥିବା ବେଳେ ଅକ୍ଷୟଙ୍କ କାର୍ଯ୍ୟକଳାପକୁ ନେଇ ବିଜେପି ଦଳ ବେଶ ଉତ୍ସାହିତ ମଧ୍ୟ ରହିଛି ତେବେ
Read More...

ହାଇକୋର୍ଟର ନିର୍ଦ୍ଦେଶକୁ ଗୁଡଭେଲା ବ୍ଲକ ପ୍ରଶାସନର ବେଖାତିର ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକର ଉନ୍ନତିକରଣ ଅଗଷ୍ଟ ମାସର ପ୍ରଥମ ସପ୍ତାହରୁ ପଞ୍ଚମ ଅର୍ଥ କମିଶନରୁ ପ୍ରାୟ ୯୬ ଲକ୍ଷ ଟଙ୍କା ଆସି ପଡି ରହିଥିବାରୁ ୨ ସପ୍ତାହ ମଧ୍ୟରେ ଉନ୍ନୟନ କାର୍ଯ୍ୟ ଗୁଡିକ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆଜି
Read More...

ତୁଷୁରା ପ୍ରଜାପିତା ବହ୍ମକୁମାରୀ ପକ୍ଷରୁ ଜୁନିୟର ମିସ୍‌ କୋଶଳକୁ ସମ୍ମାନିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ପ୍ରଜାପିତା ବହ୍ମକୁମାରୀ ସଂସ୍ଥା ପକ୍ଷରୁ ଆଜି ଜୁନିୟର ମିସ୍‌ କୋଶଳ ୨୦୨୦-୨୧ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଆନନ୍ଦିତା ସାମନ୍ତଙ୍କୁ ମାନପତ୍ର ଓ ଫୁଳଗୁଚ୍ଛା ଦେଇ ସମ୍ମାନୀତ କରାଯାଇଛି । ଏହି ସଂସ୍ଥାର ମୁଖ୍ୟ ପରିଚାଳିକା
Read More...

ବୁଢାବାହାଲରେ ଧାନ ମଣ୍ଡି ଶୁଭାରମ୍ଭ : ତଦାରଖ କଲେ ଉପଜିଲ୍ଲାପାଳ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ୨୨ଟି ପଞ୍ଚାୟତ ମଧ୍ୟରୁ କେତେକ ଗାଁ ମଧ୍ୟରେ କମ୍‌ ପରିମାଣରେ ଧାନ ଅମଳ ହୋଇଛି । କିନ୍ତୁ ବର୍ଷାର ଅଭାବରୁ ବ୍ଳକର ବିଭିନ୍ନ ସ୍ଥାନରେ ମରୁଡି ପରିସ୍ଥିତି ଦେଖାଦେଇଛି । ଯାହା ଫଳରେ ଚାଷୀ ମୁଣ୍ଡରେ ଚଡକ
Read More...

ଭଦ୍ରା ଠାରେ ବିଜେପିର ସାଙ୍ଗଠନିକ ବୈଠକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭଦ୍ରା ଠାରେ ବିଜେପିର ପଞ୍ଚାୟତ ସ୍ତରୀୟ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛଇ । ବିଜେପି ବରିଷ୍ଠ ନେତା ମହେନ୍ଦ୍ର କୁମାର ଠାକୁରଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ସାଂସଦଙ୍କ ବ୍ଳକ ପ୍ରତିନିଧି ଅକ୍ଷୟ
Read More...

ପୌର ପରିଷଦ ପକ୍ଷରୁ ସହରର ରାସ୍ତାକଡ଼ ଦେକାନୀଙ୍କୁ ଉଚ୍ଛେଦ : ଭେଣ୍ଡିଙ୍ଗ ଜୋନରେ ୧୧ ଜଣଙ୍କୁ ଥଇଥାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଟିଟିଲାଗଡ ସହରରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ତଥା ଅହେତୁକ ଯାନ ବାହାନ ବୃଦ୍ଧି ଏବଂ ମୁଖ୍ୟତଃ ରାସ୍ତା କଡର ଜବର୍ ଦଖଲ ଯୋଗୁଁ ଦିନକୁ ଦିନ ଏହି ସମସ୍ୟା ଉତ୍କଟ ରୂପ ଧାରଣ କରି ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଏହାକୁ ନିୟନ୍ତ୍ରଣ
Read More...