Browsing Tag

saintala news

‘କୋଶଳ ପ୍ରବାହ’ ପ୍ରଭାବ : ମାନସିକ ବିକୃତା ମହିଳା ଖାଉଛନ୍ତି ପଚାସଢା ଖାଦ୍ୟ ଘଟଣା – ସମ୍ବଲପୁର…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଏକଦା ଭୋକର ଭୂଗୋଳ ଭାବରେ ପରିଗଣିତ ହେଉଥିବା ବେଳେ ଏବେ ପୁଣି ଭୋକର କରୁଣ ଚିତ୍ର ଗତକାଲି ସାମ୍ନାକୁ ଆସିଥିଲା । ଜଣେ ମାନସିକ ବିକୃତା ମହିଳା ଖାଉଛନ୍ତି ପଚାସଢା ଖାଦ୍ୟ ପ୍ରସଂଗରେ ଗତକାଲି 'କୋଶଳ ପ୍ରବାହ'ରେ ଖବର ପ୍ରସାରିତ ହୋଇଥିଲା
Read More...

ସଇଁନ୍ତଲା ଥାନରେ ନୂତନ ଥାନ ଅଧିକାରୀ ଅବନୀ ସାହୁଙ୍କ ଯୋଗଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି ଅବନୀ ସାହୁ । ପୂର୍ବରୁ ସେ ଟିଟିଲାଗଡ଼ ରେଲୱେ ପୋଲିସରେ କାର୍ଯ୍ୟରତ ଥିଲେ । ତତ୍କାଳୀନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଅନ୍ୟତ୍ର ବଦଳି ହେବା ପରେ ଥାନା
Read More...

ସମରାରେ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ : ସମରା ବିଜୟୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସମରା ଗ୍ରାମର ସ୍ଥାନୀୟ ଖେଳ ପଡିଆଠାରେ ଆଜି ଜୟ ଦୁର୍ଗା କ୍ଳବ ପକ୍ଷରୁ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସତ୍ୟପ୍ରିୟ ସାହୁ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସମରା
Read More...

ଘୁନସର କମଳିନୀ ଏସ୍‌ଏଚ୍‌ଜିରେ ଧାନ କିଣାରେ ଅବ୍ୟବସ୍ଥା : ୬ କେଜି କଟନୀରେ ଉଠୁଛି ଧାନ, ମହିଳା ଗୋଷ୍ଠୀଙ୍କ ଦେଖା ନାହିଁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମରେ ଚଳିତ ବର୍ଷ କମଳିନୀ ମହିଳା ଗୋଷ୍ଠୀ ଧାନ କିଣୁଛନ୍ତି ହେଲେ ତାଙ୍କର ଦେଖା ଦର୍ଶନ ନଥିବାର କୁହାଯାଉଛି । ଅନ୍ୟପଟେ ଚାଷୀଙ୍କୁ ଶୋଷଣ କରୁଥିବା ମଧ୍ୟ ଚାଷୀ ଅଭିଯୋଗ କରିଛନ୍ତି । ିକ୍ୱଣ୍ଟାଲ ପିଛା ୬ କେଜି
Read More...

ରାସ୍ତାକଡ଼ରେ ଭୋକ ଅଂଡ଼ାଳୁଛି ଜୀବନ : ମାନସିକ ବିକୃତା ମହିଳାଙ୍କ ଭୋକ ମେଣ୍ଟାଉଛି ଅଳିଆ ଗଦାର ପଚାସଢ଼ା ଖାଦ୍ୟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଗରିବ, ନିରୀହ, ଅସହାୟ ଓ ମାନସିକ ଭାରସାମ୍ୟ ହରାଇ ଥିବା ଲୋକଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ତାହା ବାଟବଣା ହୋଇପଡିଥିବା ଅନୁମିତ ହେଉଛି । ପ୍ରକାଶ ଯୋଗ୍ୟ ଯେ, ବ୍ଳକର ଜାତୀୟ
Read More...

ବଡ଼ମାଲ ଗୋଳାବାରୁଦ କାରଖାନାରେ ଆଜାଦୀ କି ଅମୃତ ମହୋତ୍ସବ ଉଦ୍‌ଘାଟିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭାରତରେ ୭୫ ତମ ସ୍ବାଧୀନତା ଦିବସ ଆସନ୍ତା ଅଗଷ୍ଟ ୧୫ ତାରିଖରେ ପାଳିତ ହେବାକୁ ଯାଉଅଛି । ଏହି ଅବସରରେ ଦେଶରେ ଥିବା ସମସ୍ତ ଗୋଳାବାରୁଦ କାରଖାନା ପରିସରରେ ତା.୧୩/୧୨/୨୧ରୁ ୧୯/୧୨/୨୧ ପର୍ଯ୍ୟନ୍ତ ସାର୍ବଜନୀନ ଗୋଳାବାରୁଦ ଉତ୍ପାଦନ ଗୁଡିକର ପ୍ରଦର୍ଶନ
Read More...

ଚିତ୍ର ମାଧ୍ୟମରେ ବିପିନଙ୍କ ଶ୍ରଦ୍ଧାଞ୍ଜଳି

ସଇଁନ୍ତଲା, (ଅଜିତ କୁମାର ସାହୁ) : ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସିଡିଏସ୍‌ ଜେନେରାଲ ବିପିନ ରାୱତଙ୍କୁ ଫଟୋ ଚିତ୍ର ମାଧ୍ୟମରେ ଚିତ୍ର ଆଙ୍କି ଯୁବ ଚିତ୍ରଶିଳ୍ପୀ ଟିଟିଲାଗଡ଼ ମାଟିର ଆଗମନ ଛୁରା ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
Read More...

ବରଗାଁରୁ ଯୁବତୀଙ୍କ ଦରପୋଡା ଶବ ଉଦ୍ଧାର ଘଟଣା, ୬ ବର୍ଷ ପରେ ମାମଲା ରିଓପନ୍‌, ସ୍କେଚ୍‌ ଜାରିକଲା ପୁଲିସ : ଲେମ୍ବୁ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗତ ୨୦୧୫ ମସିହା ଜୁଲାଇ ୨ ତାରିଖରେ ଜଣେ ଯୁବତୀଙ୍କ ଦରପୋଡା ଶବ ଉଦ୍ଧାର କରିଥିଲା ସଇଁନ୍ତଲା ପୁଲିସ । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ-୨୬ ବରଗାଁରୁ ଡ଼ଙ୍ଗରମୁଣ୍ଡା ଯିବା ରାସ୍ତାରେ ଥିବା ଏକ ପୋଖରୀ ନିକଟରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ
Read More...

ଖାସ୍‌ବାହାଲ ଗାଁରେ କୁରାଲ ପଞ୍ଚମୀ ପୂଜା ଉଦ୍‌ଯାପିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଖାସବାହାଲ ଗାଁରେ ୩ ଦିନ ଧରି ମହା ଆଡମ୍ବରରେ ଚାଲିଥିବା କୁରାଲ ସମାଜର କୁରାଲ ପଞ୍ଚମୀ ପୂଜା ଆଜି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ପୂଜା କର୍ତା ଭାବରେ ବୈଦ୍ୟନାଥ ରଣା ଓ ତାଙ୍କର ଧର୍ମପତ୍ନୀ ଦାୟିତ୍ୱ ନିର୍ବାହ
Read More...

ମାନସିକ ବିକୃତା ହେଲେ ବି ରହିଛି ମାନବିକତା : କୁକୁରକୁ ଖାଇବା ପାଇଁ ଦେଉଛି ଖାଦ୍ୟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମାନବ ସେବା ହିଁ ମାଧବ ସେବା । ବାସ୍ତବରେ ଲୋକ ସେବା ସହଯୋଗ କଲେ ଅନେକ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଥାଏ । ହେଲେ ଏହି ମଣିଷ ସମାଜରେ ଅନେକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ରାସ୍ତା କଡରେ ଜୀବନ କାଟୁଥିବା, ମାନସିକ ବିକୃତ ଲୋକଙ୍କୁ ଉଦ୍ଧାର କରି ନୂଆଁ
Read More...