Browsing Tag

saintala news

ସଇଁତଲାରେ ବସୁଧା ଯୋଜନା ଫେଲ : ଉଦ୍‌ଘାଟନ ୨ ବର୍ଷ ପରେ ମଧ୍ୟ ମିଳିଲା ନାହିଁ ପାଣି, ସାଧାରଣରେ ଅସନ୍ତୋଷ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲରେ ଥିବା କଅସରପଡାର ଓଭର ଟ୍ୟାଙ୍କ ଗତ ୦୨/୦୬/୨୦୨୧ ମସିହାରେ ୬୬ ଲକ୍ଷ ୨୯ ହଜାର ଟଙ୍କା ଅଟକଳ ବ୍ୟୟରେ ପାନୀୟ ଜଳ ପ୍ରକଳ୍ପକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଯୋଗ ଦେଇ ଉଦଘାଟନ କରିଥିଲେ
Read More...

ସଇଁତଲାରେ ହନୁମାନ ଜୟନ୍ତୀ ଓ ଶୋଭାଯାତ୍ରା : ଜୟ ଶ୍ରୀ ରାମ ଧ୍ୱନୀରେ କମ୍ପି ଉଠିଲା ସହର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ସଇଁତଲା ଯୁବ ସରପଞ୍ଚ ଇଂ ସୁବ୍ରତ ନାଗ ଯାଦବଙ୍କ ନେତୃତ୍ୱରେ ସ୍ଥାନୀୟ ଶିବ ମନ୍ଦିରଠାରେ ପୂଜାର୍ଚ୍ଚନା କରିବା ପରେ ସହରର ଯୁବକ ମାନେ ମନ୍ଦିର ପରିସରରେ ଏକତ୍ରିତ ହୋଇ ଶଙ୍କର ଚୌକ,
Read More...

ସଇଁତଲା ଅଗ୍ନିଶମ ବିଭାଗ ତରଫରୁ ସହିଦ ସପ୍ତାହ ପାଳନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଅଗ୍ନିଶମ ବିଭାଗ ତରଫରୁ ସହିଦ ସପ୍ତାହ ଦିବସ ପାଳନ ହୋଇଯାଇଛି । ପ୍ରଥମେ ସହୀଦ ଅଗ୍ନିଶମ କର୍ମଚାରୀ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ସଇଁତଲା, ଡେଙ୍ଗ, ବରଗାଁ, ବ୍ଲକ ଛକ ଅଞ୍ଚଳକୁ ଯାଇ ଅଗ୍ନି ଦାଉରୁ ଲୋକେ କିପରି
Read More...

ସଇଁତଲାରେ ପ୍ରଥମ ପଞ୍ଚାୟତ ବୈଠକ ଅନୁଷ୍ଠିତ

ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥାଙ୍କୁ ଗୁରୁତ୍ୱ ଦିଆଯିବ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରଥମ ପଞ୍ଚାୟତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନବ ନିର୍ବାଚିତ ଯୁବ ସରପଞ୍ଚ ସୁବ୍ରତ ନାଗ ଯାଦବ ଅଧ୍ୟକ୍ଷତା କରି
Read More...

ସଇଁତଲାରେ ବାସନ୍ତିକ ନବରାତ୍ର ଦୁର୍ଗାପୂଜା ପାଇଁ କଳସ ଶୋଭାଯାତ୍ରା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରର ଥିବା ମା' ଚଣ୍ଡୀ ମନ୍ଦିରଠାରେ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ବାସନ୍ତିକ ନବରାତ୍ର ଦୁର୍ଗା ପୂଜା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ପୂଜକ କିରଣ ମିଶ୍ରଙ୍କ ତତ୍ୱାବଧାନରେ ସ୍ଥାନୀୟ ମନ୍ଦିର ପରିସରରେ
Read More...

ବୁଢାବାହାଲ ସମିତି ସଭ୍ୟଙ୍କ ଜନହିତ କାମ ପାଇଁ ପ୍ରଶଂସା

ସଇଁତଲା, (ପ୍ରମୋଦ କୁମାର ସେଲମା) : ସଇଁତଲା ବ୍ଲକ ଅନ୍ତର୍ଗତ ବୁଢାବାହାଲ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ମଣ୍ଟୁ ନାଗ ଖଜୁରପଡା ଗ୍ରାମକୁ ଯାଇ ଲୋକଙ୍କୁ ସମ୍ମାନ କରିବା ସହ ସମସ୍ୟା ବୁଝିଥିଲେ । ଗ୍ରାମରେ ଅନେକ ଦିନରୁ ଅଚଳ ହୋଇଥିବା ଦୁଇଟି ସ୍ଥାନର ଷ୍ଟ୍ରିଟ୍‌ ଲାଇଟ୍‌କୁ ଏକ
Read More...

ବିବିନା ଶିବା ଏଗ୍ରୋ ରାଇସ ମିଲ୍‌ ଉପରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଚଡାଉ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବିବିନାଠାରେ ଥିବା ଶିବା ଏଗ୍ରୋ ରାଇସ ମିଲ ଉପରେ ଟିଟିଲାଗଡ଼ ଉପ ଜିଲ୍ଲାପାଳ ଚଡାଉ କରିଥିବା ଜଣାପଡିଛି । ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ମହାଜନ ବିବିନାରେ ଥିବା ଶିବା ଏଗ୍ରୋ ରାଇସ ମିଲ୍‌ ଉପରେ
Read More...

ମାନବିକତା ଦେଖାଇଲେ ସଇଁତଲାର ଯୁବ ସରପଞ୍ଚ ସୁବ୍ରତ ନାଗ ଯାଦବ : ବିଭିନ୍ନ ମହଲରେ ପ୍ରଶଂସା

ସଇଁତଲା, (ପ୍ରମୋଦ ସେଲମା) : ଆଜି ସଇଁତଲା ଥାନା କୁମ୍ଭାରୀ କାନ୍ଦୁଲସରଠାରେ ସନ୍ଧ୍ୟା ୭ ଘଣ୍ଟା ସମୟରେ ଦୁଇ ବାଇକ ମୁଁହାମୁଁହି ଦୁର୍ଘଟଣା ଘଟିଥିଲା । ଏହି ସମୟରେ ସଇଁତଲା ପଞ୍ଚାୟତର ନବ ନିର୍ବାଚିତ ଯୁବ ସରପଞ୍ଚ ସୁବ୍ରତ ନାଗ ଯାଦବ ବେଳପଡା ବ୍ଲକରୁ ଫେରୁଥିବା ବେଳେ ଘଟଣାସ୍ଥଳରେ ପଡି
Read More...

ଓକିଲ ସଂଘ ନିର୍ବାଚନ : ୭ମ ଥର ପାଇଁ ସଇଁତଲା ଓକିଲ ସଂଘର ସଭାପତି ହେଲେ ହିଜକ୍ଷ ତାଣ୍ଡି , ବିଭିନ୍ନ ସଂଗଠନ ତରଫରୁ…

ସଇଁତଲା, (ପ୍ରମୋଦ ସେଲମା) : ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ଓକିଲ ସଂଘର ନୂତନ କର୍ମକର୍ତ୍ତା ପାଇଁ ମନୋନୀତ ହୋଇଯାଇଛି । ଏଥିରେ ଲଗାତାର ଭାବରେ ୭ମ ଥର ପାଇଁ ବରିଷ୍ଠ ଆଇନଜୀବୀ ତଥା ସଇଁତଲା ଓକିଲ ସଂଘ ସଭାପତି ହିଜକ୍ଷ ତାଣ୍ଡି ପୁଣି ବିଜୟୀ ହୋଇଛନ୍ତି । ଏଥିରେ ଶ୍ରୀ ତାଣ୍ଡି ୨୧ ଖଣ୍ଡ ଭୋଟ
Read More...

ଧରବଗଡ଼ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ନବ ନିର୍ବାଚିତ ସରପଞ୍ଚ ଗୀତାଞ୍ଜଳି ପଣ୍ଡା : ପଞ୍ଚାୟତବାସୀଙ୍କ ମହଲରେ ବେଶ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଧରବଗଡ଼ ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଗୀତାଞ୍ଜଳି ପଣ୍ଡା ଗତକାଲି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବତନ ସରପଞ୍ଚ ପ୍ରେମରାଜ ପାଣ୍ଡେଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା ସହିତ ପଞ୍ଚାୟତବାସୀ ମୋତେ
Read More...