ଘରୋଇ କଳହକୁ ନେଇ ବଡ଼ ଭାଇର ଟାଙ୍ଗିଆ ଚୋଟରେ ପରିବାରର ୩ ଜଣ ଗୁରୁତର, ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ
ସଇଁତଲା, (ପ୍ରମୋଦ ସେଲମା) : ଆଜି ଭୋର ସକାଳୁ ଶୋଇଥିବା ସମୟରେ ବଡ଼ ଭାଇର ଟାଙ୍ଗିଆ ଚୋଟରେ ପରିବାରର ଜଣେ ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇଥିବା ଜଣାଯାଇଛି । ପୋଲିସ ଅଭିଯୁକ୍ତ ଲାଲୁ ଯାନୀ (୪୫)ଙ୍କୁ କାବୁ କରି ପୋଲିସ ଥାନାକୁ ଆଣି ଅଟକ ରଖି ତଦନ୍ତ ଚଲାଇଛି । ପ୍ରକାଶ ଯେ, ସୋମବାର!-->…
Read More...
Read More...