ଦେଉଳି ଗାଁରେ ମକର ମେଳା ଉପଲକ୍ଷେ କଂସ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ
ସଇଁନ୍ତଲା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ପଂଚାୟତ ଦେଉଳି ଗାଁରେ ୨୫ତମ ମକର ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୨୪ ପ୍ରହର ନାମଯଜ୍ଞ ଏବଂ କଂସ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କର୍ତ୍ତା ଭାବେ ଦେବାର ସାହୁ ଓ ଧର୍ମପତ୍ନୀ ମୌନାବତୀ ସାହୁ!-->…
Read More...
Read More...