Browsing Tag

saintala news

ଦାଦନ ଖଟିବାକୁ ଯାଇ ଶ୍ରମିକ ନିର୍ଯ୍ୟାତନାର ଶିକାର

ପୋଲିସ ଦ୍ୱାରା ଦୁଇ ଗିରଫ, ଶ୍ରମିକ ଉଦ୍ଧାର ସଇଁତଲା, (କେପିଏନ୍‌ଏସ୍‌) : ଦାଦନ ଖଟିବାକୁ ଯାଇ ଶ୍ରମିକ ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ସଇଁତଲା ବ୍ଲକ କେରମେଲି ପଂଚାୟତ ଅର୍ନ୍ତଗତ ଆଦିବାସୀପଡ଼ାର ଦୁଇଜଣ ଶିଶୁ ସମେତ ପରିବାରର ୭ ଜଣ ହାଇଦ୍ରାବାଦର
Read More...

ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ ଧରବଗଡ଼ ଗ୍ରାମ ପଂଚାୟତ ପେଣ୍ଡରାମାଲ ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନାମଯଜ୍ଞ ପ୍ରହରୀଟି ଶୁକ୍ରବାର ଦିନ ଆରମ୍ଭ ହେବାକୁ ଥିବାବେଳେ ବସନ୍ତ କୁମାର ଭୋଇ ଓ ତାଙ୍କ ଧର୍ମ
Read More...

ଦ୍ୱିତୀୟ ଦିବସରେ ଶ୍ରୀକାନ୍ତ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ସ୍ଥିତ ରମେଶ ସିଂ ଭୋଇ ଷ୍ଟାଡ଼ିୟମରେ ତୃତୀୟ ବର୍ଷ ଶ୍ରୀକାନ୍ତ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଦ୍ୱିତୀୟ ଦିବସ । ଦ୍ୱିତୀୟ ଦିବସରେ ବଣିକ ସଂଘ ସଭାପତି ତରୁଣ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସାମ୍ବାଦିକ ବିଶାଳ
Read More...

କବିଙ୍କୁ ରାଜ୍ୟସ୍ତରୀୟ କବିତା ପଠନରେ ସମ୍ମାନିତ

ସଇଁନ୍ତଲା : କଟକ ଶତାବ୍ଦୀ ଭବନ ଠାରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ କଟକ, ଅଗ୍ନିସ୍ଫୁଲିଙ୍ଗ ରାଉରକେଲା, ପୂଜ୍ୟପୂଜା ପରିଷଦ କଟକ ଓ ଚିନ୍ମୟ ସାହିତ୍ୟ ସଂସଦ କଟକର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ୪୬ତମ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବରେ ବଲାଙ୍ଗିର ଜିଲ୍ଲା
Read More...

୧୯ତମ ଏସ୍‌ଆର୍‌ସିସିଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ମାକ୍ରୀ ଦଳ ବିଜୟୀ ସଇଁନ୍ତଲା, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡ଼ା ପଞ୍ଚାୟତ ସ୍ଥାନୀୟ ରେଙ୍ଗାଲୀ ହାଇସ୍କୁଲ ପଡିଆ ଠାରେ ୧୯ତମ ଏସ୍‌ଆର୍‌ସିସିଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । କମିଟି ସଭାପତି ଶ୍ରୀକାନ୍ତ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଆବାସ ଯୋଜନାରୁ ବାଦ ପଡିଥିବା କଅଁସର ପଂଚାୟତବାସୀ ଘେରିଲେ ବ୍ଲକ କାର୍ଯ୍ୟାଳୟ

ସଇଁନ୍ତଲା, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କରିବା ସାଙ୍ଗକୁ କେହି ଜଣେ ବ୍ୟକ୍ତି ମଧ୍ୟ ମାଟି ଘରେ ରହିବେ ନାହିଁ ବୋଲି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଉଛନ୍ତି, ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କଅଁସର
Read More...

କୁଷ୍ଠ ରୋଗୀଙ୍କୁ ଶୀତ ବସ୍ତ୍ର ବଣ୍ଟନ କଲେ ଥାନା ଅଧିକାରୀ

ସଇଁନ୍ତଲା, (କେପିଏନ୍‌ଏସ୍‌) : ମାନବ ସେବା ହିଁ ମାଧବ ସେବା । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ପରିସରରେ ଆଜି ଥାନା ଅଧିକାରୀ ଅବନୀ ସାହୁ, ଏସ୍‌ଆଇ ସଙ୍ଗୀତା ବେଙ୍କ, ଏସ୍‌ଆଇ ଆଲୋକ ପ୍ରସାଦ ଭୋଇ ଏବଂ ସମାଜସେବୀ ଓମ୍‌ ପ୍ରକାଶ ଅଗ୍ରୱାଲ ପ୍ରମୁଖଙ୍କ ଉପସ୍ଥିତରେ କୁଷ୍ଠ ରୋଗୀମାନଙ୍କୁ
Read More...

ଆଖିକ ଭାରତୀୟ ୮୪ ଘର ଅଘରିଆ ସମାଜ ପଞ୍ଚମ ମଣ୍ଡଳୀ କମିଟି ବୈଠକ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡା ପଞ୍ଚାୟତ ରେଙ୍ଗାଲୀ ପଟେଲପଡ଼ା ଠାରେ ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜ ଓଡ଼ିଶା ପ୍ରଦେଶ ଭାଲେର ମଣ୍ଡଳର ପଞ୍ଚମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ରେଙ୍ଗାଲୀ ଗୁଡ଼ି ସଭାପତି ସାଧୁଚରଣ ପଟେଲଙ୍କ
Read More...

ଜିଆର୍‌ଏସ୍‌ଙ୍କ ଅଦଳ ବଦଳ, ଦୁର୍ନୀତି ଲୁଚେଇବାକୁ ପ୍ରଶାସନର ସହଯୋଗ କି ?

ସଇଁନ୍ତଲା, (କେପିଏନ୍‌ଏସ୍‌) : ଅନେକ ଦୁର୍ନୀତିକୁ ନେଇ ସବୁବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଚର୍ଚ୍ଚାରେ ରହିଆସିଛି । କେତେବେଳେ ମୃତ ବ୍ୟକ୍ତିଙ୍କ ନାଁରେ ମନରେଗା ଟଙ୍କା ତ ଆଉ କେତେବେଳେ କଲେଜ ଛାତ୍ରଛାତ୍ରୀଙ୍କ ନାଁରେ ଟଙ୍କା । ମିଥ୍ୟା ବିଲ୍‌ କରି କେତେବେଳେ ଲକ୍ଷ ଲକ୍ଷ ଟଙ୍କା
Read More...

ସଇଁନ୍ତଲା ପୁଲିସକୁ ବଡ଼ ସଫଳତା : ବୋହୂ ପ୍ରେମରେ କଣ୍ଟା ସାଜିଲେ ଶାଶୁ, ମାଉସୀ ଓ ପୁତୁରା କଲେ ହତ୍ୟା, ୨ କୋର୍ଟ…

ସଇଁନ୍ତଲା, (କେପିଏନ୍‌ଏସ୍‌) : ପ୍ରେମ କେତେବେଳେ କାହାକୁ ହୁଏ ତାହା କହି ହୁଏ ନାହିଁ । ପ୍ରେମରେ ନଥାଏ ବୟସ ସୀମା ନଥାଏ ଜାତି ଭେଦ । ଧୀରେ ଧୀରେ ପ୍ରେମ ବଢ଼ିବାରେ ଲାଗିଥାଏ ତେଣୁ କେତେବେଳେ ସେହି ପ୍ରେମ କଣ୍ଟା ପାଲଟି ଯାଏ, ତାହା ମଧ୍ୟ କାହାକୁ ଜଣା ନଥାଏ । ଯୁଗ ବଦଳିବା ସାଙ୍ଗକୁ ବଦଳି
Read More...