Browsing Tag

saintala news

୩ ମାସରେ ଘର ସମ୍ପୂର୍ଣ୍ଣ ହୋଇଥିବା ଯୋଗୁଁ ସଇଁନ୍ତଲା ବ୍ଳକ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କୃତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ କିଛି ମାସ ହେଲା ବିଡିଓ ଭାବରେ ଦେବାଶିଷ ସାମଲ ଯୋଗ ଦେଇଛନ୍ତି ଏବଂ ଲୋକଙ୍କ ପାଇଁ ପ୍ରସଂଶାର ପାତ୍ର ହୋଇ ପାରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାରଙ୍କ…
Read More...

ବ୍ଳକ ସ୍ତରୀୟ ଖେଳକୁଦ କମିଟି ଗଠନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଳକ ଶିକ୍ଷାଅଧିକାରୀଙ୍କ କାର୍ୟ୍ୟାଳୟ ପରିସରରେ ଅତିରିକ୍ତ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥଙ୍କ ତତ୍ତ୍ୱାବଧାନରେ ଏକ ବ୍ଳକ ସ୍ତରୀୟ ଖେଳକୁଦ କାର୍ୟ୍ୟକାରୀ କମିଟି ଗଠନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଭାପତି ଭାବେ…
Read More...

ଗଣଶିକ୍ଷା ମନ୍ତ୍ରୀ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସଇଁନ୍ତଲା ଅଞ୍ଚଳ ଗସ୍ତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଳକର ବିଭିନ୍ନ ଅଞ୍ଚଳକୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ ମହିଳା ଓ ଶିଶୁ ବିକାଶ, ମିଶନ ଶ‌କ୍ତି ମନ୍ତ୍ରୀ ଟୁକୁନି ସାହୁ ଗସ୍ତ କରିଛନ୍ତି । ସଇଁନ୍ତଲା ବାଳକ ଉଚ୍ଚ ବିଦ୍ୟାଳୟକୁ ପହଂଚି ସ୍କୁଲର ସ୍ଥିତି ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀ…
Read More...

ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସରପଞ୍ଚ ମାନଙ୍କୁ ନେଇ ବନ୍ଧୁ ମିଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଳା ପଞ୍ଚାୟତ ସମିତି ଅନ୍ତର୍ଗତ ଋଷୁଡା ପଞ୍ଚାୟତ ପରିସରରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜିଏସ୍‌ଟି ସରପଞ୍ଚ ସଂଘର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡ଼ିକ କିପରି…
Read More...

ସଇଁନ୍ତଲା ବିଡିଓ ଦେବାଶିଷଙ୍କୁ ସାଧାରଣରେ ପ୍ରଶଂସା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ନେତା ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ପିସି ନେବାରେ ନୂଆଁ କଥା ନୁହଁ । ଅନେକ ସରକାରୀ ବାବୁ ମାନେ କେତେବେଳେ ଭିଜିଲାନ୍ସ ଜାଲରେ ପଡି ଯାଆନ୍ତି, ତ ଆଉ କେତେବେଳେ ନିଜେ ଦୁର୍ନୀତି କରି ଟଙ୍କା ହଡ଼ପ୍‌ କରନ୍ତି । ହେଲେ…
Read More...

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ଜୀବନ ଗଲା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବେଳଗାଁର ବୈଷ୍ଣବ ଭୋଇଙ୍କ ସଡ଼କ ଦୃଘଟଣାରେ ମୃତ୍ୟୁ ହୋଇଛି । ବେଲଗାଁ ଫାଣ୍ଡିର କାର୍ୟ୍ୟରତ କନଷ୍ଟେବଳ ହେମନ୍ତ ସାହୁଙ୍କ ସାଙ୍ଗରେ ବୈଷ୍ଣବ କୈ।ଣସି ଏକ କାମ ପାଇଁ ଘୁନସର ଗାଁକୁ ଯାଇ ଫେରୁଥିବା ବେଳେ ଉଲ୍‌ବା ଛକ…
Read More...

ନୂଆ ବର୍ଷ ପାଇଁ ସମ୍ବଲପୁରୀ ଗୀତ ରାୟଗଡ଼ ଓ୍ବାଲା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଅଞ୍ଚଳର କଳାକାରମାନଙ୍କୁ ନେଇ ନୂଆ ବର୍ଷ ପାଇଁ ସମ୍ବଲପୁରୀ ଗୀତ ରାୟଗଡା ଓ୍ବାଲାର ହରସିତା ଭିଡିଓରେ ଶୁଭାରମ୍ଭ ହୋଇଛି । ଏଥିରେ ବିଭିନ୍ନ ଭୂମିକାରେ ଗୁଣ ନାଥ, ଛନ୍ଦା, ରାନି, କାହ୍ନା,ସୁରେଶ, ଟିପୁନ, ରୋଷନ, ଛୋଟୁ, ଟିକୁ…
Read More...

କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ପ୍ରତିବାଦରେ ସଇଁନ୍ତଲା ଥାନାରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏତଲା

ସଇଁନ୍ତଲା, (ଅଜିତ କୁମାର ସାହୁ) : କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)କୁ ହଡପ ଓ ଚଂଚକତା କରି ନିଜସ୍ୱ ଯୋଜନାରେ ଘର ନିର୍ମାଣ ହେଉଛି । ରାଜ୍ୟ ସରକାର ନିଜ ଷ୍ଟିକର ଦେଇ ଏହି ଯୋଜନାର ବାହାବା ନେଉଥିବା ବେଳେ କେନ୍ଦ୍ର ସରକାର ହିଁ ଏହି ଯୋଜନାର ପ୍ରଣୟନକର୍ତ୍ତା ।…
Read More...

ଘୁନସର ଭଲିବଲ ଚମ୍ପିୟାନ କ୍ଲବ ଅନୁକଲ୍ୟରେ ଭଲିବଲ ପ୍ରତିଯୋଗିତା ଉଦ୍‌ଯାପିତ

ସଇ‌ନ୍ତଁଳା, (ଅଜିତ୍‌ କୁମାର ସାହୁ) : ଘୁନସର ଭଲିବଲ ଚମ୍ପିୟାନ କ୍ଲବ ଅନୁକଲ୍ୟରେ ଘୁନସର ବନାବିଜାର ଖେଳ ପଡିଆ ନିକଟସ୍ଥ ଭଲିବଲ ପଡିଆରେ ଭଳିବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ପଲସାଗୋରା (ବୌଦ୍ଧ) ଓ ବଲାଙ୍ଗୀର ଦଳ ମଧ୍ୟରେ ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ସଂଘର୍ଷ…
Read More...

ଦାନା ପାଇଁ ଦାଦନ : ଫେରିଲା ମୃତ ଦେହ

ସଇଁନ୍ତଳା, (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗୀର ଜିଲ୍ଲା ଏକ ପଛୁଆ ଅଞ୍ଚଳ ହୋଇଥିଲେ ସୁଦ୍ଧା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାରେ ପ୍ରଶାସନ ନିରବ ଦ୍ରଷ୍ଟା । ଫଳରେ ବହୁ ଲୋକ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଇଥିବା ବେଳେ ଜଣେ ଦାଦନର ମୃତ ଦେହ ଗାଁ କୁ ଫେରିଛି । ସୂଚନା ଯୋଗ୍ୟ ଯେ,…
Read More...