Browsing Tag

saintala news

ଘୁନସର ଓ ବେଲଗାଁ ଗ୍ରାମରେ ବିଜେପି ପକ୍ଷରୁ ବୃକ୍ଷ ରୋପଣ ଓ ସାଧାରଣ ସଭା ଅନୁଷ୍ଠିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ଓ ବେଲଗାଁ ଗ୍ରାମରେ ଆଜି ବଲାଙ୍ଗିର ସାଂସଦଙ୍କ ସଇଁନ୍ତଲା ବ୍ଲକ ପ୍ରତିନିଧି ଅକ୍ଷୟ ରଣାଙ୍କ ନେତୃତ୍ୱରେ ପ୍ରଥମେ ପଞ୍ଚାୟତ ସ୍ତରରେ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ପରେ ବିଭିନ୍ନ ଖେଳ ପଡିଆ
Read More...

ଡେଙ୍ଗ ବିଦ୍ୟାଳୟରେ ବନ ମହୋତ୍ସବ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗର ଅମରାବତୀ ଇକୋ କ୍ଲବ ଆନୁକ୍ୟଲ୍ୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ପ୍ରଧାନ ଶିକ୍ଷକ ବିଶ୍ୱନାଥ ମେହେରଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ଶିକ୍ଷକ ତଥା ଜୁନିୟର ରେଡକ୍ରସ
Read More...

କଲରାପତରିଆ ବାଘ ଛାଲ ଜବତ ଘଟଣା : ସହଯୋଗୀ ସହ ଧରାପଡିଲା ମୁଖ୍ୟ ଅଭିଯୁକ୍ତ, ବ୍ୟାଙ୍କ କର୍ମଚାରୀ ସାଜି ଘରକୁ ଯାଇଥିଲେ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ପ୍ରଥମ ଥର ପାଇଁ ଅଞ୍ଚଳରେ ଏବେ କଲରାପତରିଆ ବାଘ ଛାଲକୁ ନେଇ ଜୋର ଧରିଛି ଚର୍ଚ୍ଚା । ଖବର ପାଇବା ପରେ ଗତ ସୋମବାର ଦିନ ବିଳମ୍ବିତ ରାତିରେ ବଲାଙ୍ଗିର ଡ଼ିଏଫଓ ସମୀର ଶତପଥୀଙ୍କ ନେତୃତ୍ୱରେ ସଇଁନ୍ତଲା ବ୍ଳକ କଂସର ଗ୍ରାମର ଯୁବକ ବିଶ୍ୱାମିତ୍ର ରଣାଙ୍କ ଘରରୁ
Read More...

ଧୂମାପାଲି ଗ୍ରାମରେ ବିଜେପି ପକ୍ଷରୁ ବୃକ୍ଷରୋପଣ ଓ ସାଧାରଣ ସଭା ଅନୁଷ୍ଠିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବୁଢାବାହାଲସ୍ଥିତ ଧୂମାପାଲି ଗ୍ରାମରେ ଆଜି ବଲାଙ୍ଗିର ସାଂସଦଙ୍କ ସଇଁନ୍ତଲା ବ୍ଲକ ପ୍ରତିନିଧି ଅକ୍ଷୟ ରଣାଙ୍କ ନେତୃତ୍ୱରେ ପ୍ରଥମେ ଆଗରେ ପଞ୍ଚାୟତ ସ୍ତରରେ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ପରେ ଏକ
Read More...

ବିଦ୍ୟୁତ ସେବା ବନ୍ଦ ଯୋଗୁଁ ଅନ୍ଧାରରେ ପଟାମରା ଗାଁ : ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ

ସଇଁନ୍ତଳା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଅନ୍ତର୍ଗତ ଝିଙ୍କିଡୁଙ୍ଗୁରି ଅଧିନସ୍ଥ ପଟାମରା ଗ୍ରାମରେ ଦୀର୍ଘ ୬ମାସ ହେଲା ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ବର୍ତ୍ତମାନ ସୁଦ୍ଧା ପଟାମରା ଗ୍ରାମବାସୀ ଅନ୍ଧାରରେ ଦିନ କାଟୁଛନ୍ତି । ଅନେକ ଥର ବିଦ୍ୟୁତ ବିଭାଗ
Read More...

ବ୍ଳକ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ମହିଳା ଓ ପୁରୁଷ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଦ ପଡିଛନ୍ତି ଫପସି…

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକମାନଙ୍କ ପାଇଁ ମାଗଣାରେ ପ୍ରଧାନମନ୍ତ୍ରୀ ଆବାସ, ମୋ କୁଡ଼ିଆ ଘର ଯୋଜନାରେ ସାମିଲ କରୁଥିବା ନେଇ ବାଃହା ବାଃହା ମାରୁଛନ୍ତି କିନ୍ତୁ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଗଣ୍ଡପତ୍ରାପାଲି ପଞ୍ଚାୟତ ସ୍ଥିତ ଫପସି(
Read More...

କଲରା ପତରିଆ ବାଘ ଛାଲ ଜବତ : ଜଣେ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର, ତଦନ୍ତ ଜାରି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଁସର ଗ୍ରାମରୁ ବନ ବିଭାଗ କଲରା ପତରିଆ ବାଘ ଛାଲ ଜବତ କରିଛି । ଜବତ କରି ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି । ସୂଚନା ମତେ କଁସର ଗ୍ରାମର ବିଶ୍ଵାମିତ୍ର ରଣାଙ୍କ ଘରେ ବାଘ ଛାଲ ଥିବା ବନ ବିଭାଗ ଖବର ପାଇଥିଲା । ଖବର
Read More...

ବଲାଙ୍ଗିର ସଚେତନ ମହିଳା ମଞ୍ଚଙ୍କୁ କରୋନା ଯୋଦ୍ଧା ସମ୍ମାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀକୁ ନେଇ ସାରା ରାଜ୍ୟରେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ନିଜ ଜୀବନ ଓ ନିଜ ପରିବାର ଲୋକଙ୍କୁ ଛାଡି ଦିନ ରାତି ପରିଶ୍ରମ କରି ଅନେକ ଅସହାୟ ଲୋକଙ୍କ ମୁହଁରେ ହସଫୁଟାଇ କରୋନା ଯୋଦ୍ଧା ଭାବରେ ଜୈନ ସ୍ୱତାମ୍ବର ତେରାପନ୍ଥ ଧର୍ମସଂଘର
Read More...

ସଚେତନ ମହିଳା ମଞ୍ଚର ସଦସ୍ୟା ରଞ୍ଜିତାଙ୍କୁ କରୋନା ଯୋଦ୍ଧା ସମ୍ମାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜୈନ ସ୍ୱତାମ୍ବର ତେରାପନ୍ଥ ଧର୍ମସଂଘର ମୁନିଶ୍ରୀ ଜିନେଶ କୁମାରଜୀଙ୍କ ସାନ୍ନିଧ୍ୟରେ ବଲାଙ୍ଗୀର ସେଣ୍ଟ୍ରାଲ ରୋଟାରୀ କ୍ଲବ ପକ୍ଷରୁ ସ୍ଥାନୀୟ ଜୈନ ଭବନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସଚେତନ ମହିଳା ମଞ୍ଚର ସଦସ୍ୟା ରଞ୍ଜିତା ମିଶ୍ର
Read More...

ମାଟ୍ରିକ ପରୀକ୍ଷାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବେଲଗାଁର ସଫଳତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ ମଧ୍ୟ ଶତ ପ୍ରତିଶତ ସଫଳତାର ସହିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବେଲଗାଁ ତାର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । ଚଳିତବର୍ଷ ଏ୧ରେ ଜ୍ୟାତିର୍ମୟୀ ରଣା ୬୦୦ରୁ ୫୪୫ (୯୦.୮୩%), ସେଫାଳି ଭୋଇ ୬୦୦ରୁ ୫୪୨
Read More...