Browsing Tag

saintala news

ସଇଁନ୍ତଲା କଂଗ୍ରେସ ପକ୍ଷରୁ ମରୁଡି ଘୋଷଣା ଦାବୀରେ ଆସନ୍ତା ସୋମବାର ତହସିଲ କାର୍ଯ୍ୟାଳୟ ଘେରାଉ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ବର୍ଷାର ଦେଖା ଦେଉନଥିବା ବେଳେ ଚିନ୍ତାରେ ଚାଷୀ ହତାଶ ହୋଇ ଭାଙ୍ଗି ପଡିଛି । ଯାହା ଫଳରେ ଆସନ୍ତା ସୋମବାର ଦିନ ବ୍ଳକ କିଷାନ କଂଗ୍ରେସ କମିଟି ପକ୍ଷରୁ ସଇଁନ୍ତଲା ବ୍ଳକକୁ ମରୁଡି ଘୋଷଣା ଦାବୀରେ ସ୍ଥାନୀୟ ତହସିଲ…
Read More...

ବ୍ରିଜ ମରାମତି କାମ ଯୋଗୁଁ ବଢୁଛି ଟ୍ରାଫିକ ସମସ୍ୟା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ବରଗାଁ ଲାଂଥ ନଦୀକୁ ଦୀର୍ଘ ୧୫ ଦିନ ହେଲାଣି ମରାମତି ପାଇଁ ଗାତ ଗୁଡିକ ଖୋଳା ଯାଇଛି ହେଲେ ଠିକାଦାରଙ୍କ ଅବହେଳା ଯୋଗୁଁ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନଥିବା ନଥିବା ଅଭିଯୋଗ ହେଉଛି । ସେହି…
Read More...

ସଇଁନ୍ତଲା ବ୍ଲକରେ ମରୁଡି ଆଶଙ୍କା : ଚିନ୍ତାରେ ଚାଷୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କଥାରେ ଅଛି ଚାଷ କାମ ଯାହାର କେଡ଼େ ସୁଖ ତାହାର ହେଲେ ବଲାଙ୍ଗିର ଜିଲ୍ଲାରେ ଦେଖା ଦେଇଛି ବିପରୀତ । ବର୍ଷାର ଦେଖା ଦେଉନ ଥିବା ବେଳେ ଚିନ୍ତାରେ ଚାଷୀ ଭାଙ୍ଗି ପଡିଥିବା ସୂଚନା ମିଳିଛି । ଜିଲ୍ଲାର ସଇଁନ୍ତଲା ବ୍ଳକର ୨୨ଟି ପଞ୍ଚାୟତରେ କାଁ ଭାଁ ବର୍ଷା ଦେଖା…
Read More...

ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସ୍ଥାନୀୟ ପଂଚାୟତ କାର୍ଯ୍ୟାଳୟଠାରେ ସ୍ୱାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ବିଡିଓ ଦେବାଶିଷ ସାମଲ, ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ, ବରିଷ୍ଠ…
Read More...

ମୋବାଇଲ୍‌ ଲୁଟେରା ଗ୍ୟାଙ୍ଗ୍‌କୁ କାବୁ କଲା ସଇଁନ୍ତଲା ପୁଲିସ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଅସାମାଜିକ କାର୍ଯ୍ୟକଳାପ ବଢି ଚାଲିଥିବା ବେଳେ ପୁଲିସ ପକ୍ଷରୁ ମଧ୍ୟ କଡା ପେଟ୍ରୋଲିଂ କରାଯାଉଥିବାର ଦେଖିବାକୁ ମିଳୁଛି । ତେବେ ଗତକାଲି ମୋବାଇଲ ଚୋରଙ୍କୁ କାବୁ କରିବାରେ ସଫଳତା ହାସଲ କରିଛି ସଇଁନ୍ତଲା ପୁଲିସ ।…
Read More...

ପେଟ୍ରୋଲିଂ ବେଳେ ଚାଉଳ ଗାଡି ଅଟକାଇଲା ପୁଲିସ : ୬୪ ବସ୍ତା ଚାଉଳ ଜବତ କଲା ଯୋଗାଣ ବିଭାଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସରକାର ଗରିବ ଲୋକମାନଙ୍କୁ ମାଗଣାରେ ଚାଉଳ ଯୋଗାଉଛନ୍ତି । କିନ୍ତୁ ବଲାଙ୍ଗିର ଜିଲ୍ଲାରେ ହିତାଧିକାରୀଙ୍କ ଚାଉଳ ହରିଲୁଟ ହେଉଥିବା ଅନେକ ଥର ବାଟରେ ପଡି ଦାଣ୍ଡରେ ଗଡୁଛି । କିନ୍ତୁ ଆଜି ସଇଁନ୍ତଲା ପୁଲିସ ଓ ଯୋଗାଣ ବିଭାଗକୁ ବଡ଼ ସଫଳତା ମିଳିଛି । ୬୪ରୁ…
Read More...

ଟ୍ରାକ୍ଟର ଜବତ କରି ୧୦ ହଜାର ଫାଇନ୍‌ ଆଦାୟ କଲେ ତହସିଲଦାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ତହସିଲ ଅଧିନସ୍ଥ କଳାହାଣ୍ଡି ଛକ ନିକଟରେ ବେଆଇନ ଭାବେ ବାଲି ଟ୍ରାକ୍ଟର ଯୋଗେ ଚାଲାଣ ହେଉଥିବା ନେଇ ତହସିଲଦାର ଯୋଗେଶ୍ୱର ଧରୁଆ ଓ ଆର୍‌ଆଇ ଅଶ୍ୱିନୀ କୁମାର ଜାଲ ପେଟ୍ରୋଲିଂ କରୁଥିବା ବେଳେ ସେହି ରାସ୍ତାରେ ଯାଉ ଥିବା…
Read More...

ଆମ୍ବୁଲାନ୍ସକୁ ପିଟିଲା ବାଇକ : ୩ ଗୁରୁତର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବୁର୍ଡା ଛକ ଠାରେ ଆମ୍ବୁଲାନ୍ସକୁ ଏକ ବାଇକ ପିଟି ନେଇଛି । ଫଳରେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ସଇଁନ୍ତଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମତେ ଦେଓଗାଁ ବିଳାପୁର ଠାରୁ କୁମ ଦିନି ଖାଡିଆ, ପ୍ରଦୀପ…
Read More...

ଡ଼ଙ୍ଗାବାହାଲ ଗାଁରେ ବିଶ୍ୱ ଆଦିବାସୀ ଦିବସ ପାଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କୁଇକେଡା ପଞ୍ଚାୟତ ଅଧିନସ୍ଥ ଡଙ୍ଗାବାହାଲ ଗ୍ରାମ ସ୍ଥିତ ସ୍ଥାନୀୟ କ୍ଲବ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦିବାକାର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଆଦିବାସୀ ନେତା…
Read More...

କରମତଲା ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କରମତଲା ବୁଢାରଜା ହାଇସ୍କୁଲକୁ ନୂତନ ପ୍ରଧାନ ଶିକ୍ଷକ ଦୂତିକୃଷ୍ଣ ପଧାନ ଯୋଗଦାନ କରିଥିବା ବେଳେ ଅଭିଭାବକ ମହଲରେ ଉତ୍ସାହିତ ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ହେବ ଏହି ସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଥିଲା…
Read More...