Browsing Tag

saintala news

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ସଇଁନ୍ତଲା ବିଡିଓଙ୍କ କାର୍ଯ୍ୟାଳୟକୁ ପରିଦର୍ଶନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବିଡିଓଙ୍କ କାର୍ଯ୍ୟାଳୟକୁ ଆଜି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ପରିଦର୍ଶନ କରି ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଉପସ୍ଥିତରେ ବିଡ଼ିଓ ଦେବାଶିଷ ସାମଲଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ
Read More...

ଆଜି ସଇଁନ୍ତଲା ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (ଅଜିତ କୁମାର ସାହୁ) : ଆଜି ସଇଁନ୍ତଲା ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ସଇଁନ୍ତଲା ବ୍ଲକ ସଇଁନ୍ତଲା ଗ୍ରା.ପ.ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

କରମତଲାଠାରେ ମନ୍ତ୍ରୀ ଟୁକୁନି ଓ ବିକାଶ ପରିଷଦ ଅଧ୍ୟକ୍ଷ ଅସିତଙ୍କ ଦ୍ଵାରା ଲୋକାର୍ପିତ ହେଲା ବିଦ୍ୟୁତ ସବଷ୍ଟେସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲାଠାରେ ଆଜି ୩୩/୧୧ କେଭି ସବଷ୍ଟେସନ ଲୋକାର୍ପିତ ହୋଇଯାଇଛି । ତେବେ ଓଡ଼ିଶା ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଅତିଥି
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁ, ଜଣେ ଗୁରୁତର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଥାନା ବେଲଗାଁ ଫାଣ୍ଡି ନିକଟସ୍ଥ ସ୍ଥାନୀୟ ବଙ୍ଗଳା ପାଖରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡିଛି । ସୂଚନା ମତେ ଜାତୀୟ ରାଜପଥ ୨୬ ନିକଟ
Read More...

୫ ଫୁଟ ୫ ଇଞ୍ଚର ନାଗସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାପକୁ ଧରିବା ପାଇଁ ଲୋକେ ଭୟ କରୁଥିବା ବେଳେ ସାପ ବାହାରିଲେ ମନେ ପଡ଼ନ୍ତି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ଗାଁର ଯୁବକ ବିକି ଜି ନାଗ । ତେବେ ଆଜି ଶିଷକେଲା ଗାଁର ଭଗବାନ ସାହୁଙ୍କ ଘରରୁ ନାଗସାପ ବାହାରିଥିଲା । ସାପ ଧରାଳି ବିକିଙ୍କୁ ଖବର
Read More...

କୋଶଲ ସଂଗ୍ରାମୀଙ୍କୁ ପୋଲିସ ଛାଡ଼ିବା ପରେ ହଟିଲା ରାସ୍ତାରୋକ

ସଇଁନ୍ତଲା, (ଅଜିତ କୁମାର ସାହୁ) : କୋଶଲ ସଂଗ୍ରାମୀଙ୍କୁ ପୋଲିସ ଛାଡ଼ିବା ପରେ ରାସ୍ତାରୋକ ହଟିଥିବା ସୂଚନା ମିଳିଛି । ତେବେ କୋଶଲ ଯୁବ ସମନ୍ୱୟ ସମିତିର ସଭ୍ୟମାନଙ୍କୁ ଛାଡ଼ିବା ଦାବୀରେ କଂଗ୍ରେସ ଓ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଥିବା ବେଳେ ଏବେ ତାହା ହଟିଥିବା ଜଣାପଡ଼ିଛି ।
Read More...

ମନ୍ତ୍ରୀ ଟୁକୁନୀଙ୍କୁ ବିରୋଧ ପରେ ଗତକାଲି ଠାରୁ ଥାନାରେ କୋଶଲ ସଂଗ୍ରାମୀଙ୍କୁ ଅଟକ : ପ୍ରତିବାଦରେ ଜାତୀୟ ରାଜପଥ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗତକାଲି ଓଡ଼ିଶା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍‌କ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ବରଗାଁଠାରେ କୋଶଳ ସଂଗ୍ରାମୀ ମାନେ ବିରୋଧ କରିଥିଲେ । ଫଳରେ ସଇଁନ୍ତଲା ପୋଲିସ ଗତ ରାତି ୮ଟା ସମୟରୁ ବର୍ତ୍ତମାନ ସୁଦ୍ଧା ଥାନାରେ
Read More...

ମନ୍ତ୍ରୀଙ୍କ ଗାଡ଼ିକୁ ଘେରିଲେ କୋସଲ ସ୍ୱାଭିମାନ ଯାତ୍ରାର ପଦଯାତ୍ରୀ କୋସଲ ସେନା : ପୋଲିସ ଦ୍ବାରା ଅଟକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଭୁବନେଶ୍ୱରରୁ ଫେରୁଥିବାରୁ ବେଳେ ବରଗାଁ ଛକରେ କୋସଲ ସ୍ୱାଭିମାନ ଯାତ୍ରାର ପଦଯାତ୍ରୀ କୋସଲ ସେନା ତାଙ୍କୁ ଘେରାଉ କରିଥିବା ବେଳେ ସଇଁନ୍ତଲା ପୋଲିସ ଘେରାଉରେ ସାମିଲ୍‌ ଥିବା କୋସଲ ସେନାଙ୍କୁ
Read More...

ଆବାସ ଯୋଜନାରେ କୋସଲାଞ୍ଚଲକୁ ଅବହେଳା କରାଯାଉଥିବା ପ୍ରତିବାଦରେ କୋସଲ ସ୍ୱାଭିମାନ ପଦଯାତ୍ରା : ଭବାନୀପାଟଣାରୁ ଆଜି…

ସଇଁନ୍ତଲା, (ଅଜିତ କୁମାର ସାହୁ) : ସରକାର ଆବାସ ଯୋଜନାରେ କୋସଲାଞ୍ଚଳକୁ ଅବହେଳା କରାଯାଉଥିବା ନେଇ ଅନେକ ହିତାଧିକାରୀମାନେ ବଞ୍ଚିତ ହୋଇଥିବା ନେଇ ଆନ୍ଦୋଳନ ପାଇଁ ଲୋକେ ସଜବାଜ ହେଉଥିବା ବେଳେ ଗତକାଲି ଭବାନୀପାଟଣା ଠାରୁ ବରଗଡ଼ ଜିଲ୍ଲା ପର୍ଯ୍ୟନ୍ତ କୋସଲ ଯୁବ ସମନ୍ୱୟ ସମିତି ପକ୍ଷରୁ
Read More...

ଆଜି ସଇଁନ୍ତଲା ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ସଇଁନ୍ତଲା ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ସଇଁନ୍ତଲା ବ୍ଲକ ବେଲଗାଁ ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...