Browsing Tag

rourakela news

ଓଡିଶା ସାଂସ୍କୃତିକ ପରିଷଦ ପୁନେ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ବାହାରେ ରହୁଥିବା ଓଡିଆମାନଙ୍କ ମଧ୍ୟରେ ଓଡିଆ ସଂସ୍କୃତିର ଜାଗରଣ, ପ୍ରୋତ୍ସାହନ, ପ୍ରଚାର ପ୍ରସାର ଓ ବନ୍ଧୁତ୍ୱର ବିକାଶ ଓ ନିଃସ୍ବାର୍ଥପର ସେବା ପାଇଁ ସୃଷ୍ଟି ହୋଇଥିବା ଓଡିଶା ସାଂସ୍କୃତିକ ପରିଷଦ ପୁନେ(ପୂର୍ବ) ପକ୍ଷରୁ ବୋଇତବନ୍ଦାଣ ଉତ୍ସବ
Read More...

ଉତ୍କଳ ସାଂସ୍କୃତିକ ପରିଷଦ ତରଫରୁ ବୋଇତ ବନ୍ଦାଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦ ତରଫରୁ ସେକ୍ଟର ୨ ଦୁର୍ଗାପୂଜା ପଡ଼ିଆଠାରେ ୩୧ତମ ପ୍ରତୀକାତ୍ମକ ବୋଇତବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ଯୋଗୁଁ ଗତବର୍ଷ ଭଳି ଏଥର ମଧ୍ୟ ନିରାଡମ୍ବର ତଥା କୋଭିଡ ନିୟମ
Read More...

ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓଡିଆ ବିଭାଗ ତରଫରୁ ପ୍ରଥମ ବର୍ଷର ନବାଗତମାନଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ପ୍ରଧାନ ଏହି ଉତ୍ସବକୁ ଉଦ୍‌ଘାଟନ କରି ଆଶୀର୍ବଚନ ଓ
Read More...

ଡ୍ରିମ ଟିମ୍ ଫାଉଣ୍ଡେସନ୍‌ର ଷଷ୍ଠ ଉତ୍ସାହ ୨୦୨୧ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଶିଶୁ ଦିବସ ଉପଲକ୍ଷେ ଡ୍ରିମ ଟିମ୍ ଫାଉଣ୍ଡେସନର ଷଷ୍ଠ ଉତ୍ସାହ ୨୦୨୧ କାର୍ଯ୍ୟକ୍ରମ ସିଭିଲଟାଉନସିପ୍‌ ପାଣିଗ୍ରାହୀ କମ୍ପ୍ଲେକ୍ସଠାରେ ପାଳିତ ହୋଇଯାଇଛି । ଡ୍ରିମ ଟିମ୍ର ଅଧ୍ୟକ୍ଷ ଅମୀୟ ଦାସ ଓ ଟ୍ରଷ୍ଟି ପଦ୍ମିନୀ
Read More...

ବିର୍ସାମୁଣ୍ଡା ନୋଡାଲ ବିଦ୍ୟାପୀଠରେ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : କ୍ୱାରୀସାଇଟ୍ ବିର୍ସାମୁଣ୍ଡା ନୋଡାଲ ବିଦ୍ୟାପୀଠରେ ଧରତୀ ଆବା ବୀର ବିର୍ସାମୁଣ୍ଡାଙ୍କ ୧୪୬ତମ ଜୟନ୍ତୀ ବିଦ୍ୟାପୀଠ ପରିସରରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦିଲୀପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଜିଲ୍ଲା
Read More...

ରାଉରକେଲାରେ ପାଳନ ହେଲା ଜାତୀୟ ପ୍ରେସ୍ ଦିବସ ୨୦୨୧

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ ସମାରୋହ ୨୦୨୧ ଉଦିତନଗର ସ୍ଥିତ ଆଇଟିଡିଏ ହଲଠାରେ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ସୀମା ଫତିମା ଏକ୍କାଙ୍କ ଅଧ୍ୟକ୍ଷତା ଓ ମହେନ୍ଦ୍ର
Read More...

ସ୍ୱରବ୍ରହ୍ମର ଶିଶୁ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ସ୍ବରବ୍ରହ୍ମ ତରଫରୁ ଶିଶୁ ଦିବସ ଝିରପାଣିଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଗୁରୁ ନରସିଂହ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନୃତ୍ୟ, ସଂଗୀତ, ଚିତ୍ରକଳା ଓ
Read More...

ଆଣ୍ଟି ନିର୍ମଲ୍ସ ନର୍ସରୀ ସ୍କୁଲରେ ଶିଶୁ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ଆଣ୍ଟି ନିର୍ମଲ୍ସ ନର୍ସରୀ ସ୍କୁଲରେ ଶିଶୁ ଦିବସ ପାଳିତ ହୋଇଯାଇଛି । ସ୍କୁଲର ଉପାଧ୍ୟକ୍ଷା ମଧୁସ୍ମିତା ସେନ୍‌ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲର ପ୍ରାକ୍ତନ ସଭାପତି ରୋଟାରୀଆନ
Read More...

ଇସ୍ପାତ ମାର୍କେଟରେ ପଣ୍ଡିତ ନେହେରୁଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ମାର୍କେଟ ପରିସରରେ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଇସ୍ପାତ ମାର୍କେଟ ବଣିକ କଲ୍ୟାଣ ସଂଘର ଉପଦେଷ୍ଟା ଏମ୍‌ଡି ଇମାମୁଦ୍ଦିନ ମୁଖ୍ୟ ଅତିଥି, ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଓ କେଦାରନାଥ
Read More...

ଶିଶୁଦିବସ ପାଳନ ସହ ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ପବ୍ଲିକ୍ ସ୍କୁଲ ଓ ଲାୟନ୍ସ କ୍ଲବ ରାଉରକେଲାର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଶିଶୁଦିବସ ପାଳନ ସହ ସପ୍ତାହ ବ୍ୟାପି ଚାଲିଥିବା ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଯାପିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ରାଜକିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ
Read More...