Browsing Tag

rourakela news

ହେପି ମୋମେଣ୍ଟ ଇଣ୍ଡିଆ ଫେମିଲି ପକ୍ଷରୁ ହୋଲି ମିଳନ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହେପି ମୋମେଣ୍ଟ ଇଣ୍ଡିଆ ଫେମିଲି ପକ୍ଷରୁ ହୋଲି ମିଳନ ଉତ୍ସବ ଜଗଦା ଅନାଥ ଆଶ୍ରମର ଶିଶୁମାନଙ୍କ ସହିତ ରାଉରକେଲା ସେହେନାଇ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ସଫଳତା ପାଇଁ କମଳ ସାର, ଅନିତା ମାଡାମ,
Read More...

ହୋଲି ପାଇଁ ନକଲି ବିଦେଶୀ ମଦ : ଜନ ବସତି ଅଞ୍ଚଳରୁ ଚଢ଼ାଉ କରି ଧରିଲା ରାଉରକେଲା ଅବକାରୀ ବିଭାଗ

ରାଉରକେଲା, (ସସ୍ମିତା ପ୍ରଧାନ) : ହୋଲିରେ ରାଉରକେଲା ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । ରାଉରକେଲା ଶିଳ୍ପାଞ୍ଚଳର ଜନ ବସତି ପୂର୍ଣ୍ଣ ସେକ୍ଟର ୪ ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିବାରେ ସଫଳ ହୋଇଛି ରାଉରକେଲା ଅବକାରୀ ବିଭାଗ । ହୋଲି ପାଇଁ ମଦ ଦୋକାନ
Read More...

ମ୍ୟୁଜିକ୍ ସର୍କଲରେ ବସନ୍ତ ସମରୋହର ୩ୟ ସଂଧ୍ୟା

ରାଉରକେଲାର ସାଂସ୍କୃତିକ ଇତିହାସକୁ ମ୍ୟୁଜିକ୍ ସର୍କଲର ଅବଦାନ ଅତୁଳନୀୟ ରାଉରକେଲା, (ସସ୍ମିତା ପ୍ରଧାନ) : ଚାରିଦିନ ବ୍ୟାପୀ ଚାଲିଥିବା ବସନ୍ତ ସମାରୋହର ତୃତୀୟ ସଂଧ୍ୟା ରାଉରକେଲା ଇସ୍ପାତ କାରଖାନାର ଅବସରପ୍ରାପ୍ତ ଉପମହାପ୍ରବନ୍ଧକ ଇଂ.ପ୍ରତାପ କୁମାର ରାୟଙ୍କ ସଭାପତିତ୍ବରେ ଆରମ୍ଭ
Read More...

ରାଜ୍ୟସ୍ତରୀୟ କବି ଲେଖକ କଳାକାର ସମାବେଶ ଆସନ୍ତା ୨୦ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ "ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, କଟକ", ଅଗ୍ନିସ୍ଫୁଲିଙ୍ଗ, ରାଉରକେଲା ଏବଂ ଓଡିଶା ପୂଜ୍ୟପୂଜା ପରିଷଦ, ଭୂବନ ଆନୁକୂଲ୍ୟରେ ଆଗାମୀ ମାର୍ଚ୍ଚ ୨୦ ତାରିଖ ଦିନ ଦିବସ ବ୍ୟାପୀ ରାଜ୍ୟସ୍ତରୀୟ କବି,
Read More...

ବିପ୍ଲବ ବହ୍ନିପ୍ରତିମା ମାଳତୀ ଦେବୀଙ୍କ ମହାପ୍ରୟାଣ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିପ୍ଲବର ବହ୍ନିପ୍ରତିମା ମାଳତୀ ଦେବୀଙ୍କ ମହାପ୍ରୟାଣ ଦିବସ ଜଗଦା ସ୍ଥିତ ଉତ୍କଳ ନବଜୀବନ ମଣ୍ଡଳ ପକ୍ଷରୁ ପାଳିତ ହୋଇଯାଇଛି । ମଣ୍ଡଳର ସଭାପତି ସଂଜୀବ କୁମାର ମହାନ୍ତିଙ୍କ ସଭାପତିତ୍ୱ ଓ ସଂଯୋଜନା ତଥା ସାଧାରଣ ସଂପାଦକ ବୈଦ୍ୟନାଥ ଦାସଙ୍କ ଆବାହକତ୍ୱରେ
Read More...

ସଚେତନ ନାଗରିକ ମଞ୍ଚର ନବମ ପ୍ରତିଷ୍ଠା ଦିବସ ଓ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚର ନବମ ପ୍ରତିଷ୍ଠା ଦିବସ ଓ ବାର୍ଷିକୋତ୍ସବ ସେକ୍ଟର ୫ସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ମଂଚର ସଭାପତି ଡାକ୍ତର ଫକୀର ଚରଣ ହୋତାଙ୍କ ସଭପତିତ୍ୱ, ସାଧାରଣ ସଂପାଦକ ପି.ପି.ରାୟଙ୍କ
Read More...

ଲାଠିକଟା ଆଦର୍ଶନଗରରେ ଶିବଗୁରୁ ଚର୍ଚ୍ଚା

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ଆଦର୍ଶନଗରରେ ଆଜି ଅପରାହ୍ନରେ ସାପ୍ତାହିକ ଶିବଗୁରୁ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଆରାଧ୍ୟ ଦେବତା ଶିବଙ୍କ ଫୋଟୋ ଚିତ୍ରରେ ଧୂପ, ଦୀପ, ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚନା ହେଲା ପରେ ଶିବଙ୍କ ନାମ କୀର୍ତ୍ତନ
Read More...

ମ୍ୟୁଜିକ୍ ସର୍କଲ ଆୟୋଜିତ : ୪୫ତମ ବସନ୍ତ ସମାରୋହର ୨ୟ ସଂଧ୍ୟା

ସୁସ୍ଥ ସମାଜ ପାଇଁ ନୃତ୍ୟ-ସଂଗୀତର ଅବଦାନ ଅପରିସୀମ ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁଜିକ୍ ସର୍କଲ, ରାଉରକେଲା ଆୟୋଜିତ ବସନ୍ତ ସମାରୋହର ୨ୟ ସଂଧ୍ୟା ରାଉରକେଲାର ବିଧାୟକ ଶାରଦା ପ୍ରସାଦ ନାୟକଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିଲା । ପ୍ରାରମ୍ଭରେ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା
Read More...

ମ୍ୟୁଜିକ୍ ସର୍କଲର ୪୫ତମ ବସନ୍ତ ସମାରୋହ ୨୦୨୨ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ କଳା ସଂସ୍କୃତି ଅନୁଷ୍ଠାନ 'ମ୍ୟୁଜିକ୍ ସର୍କଲ'ର ୪ ଦିନବ୍ୟାପୀ ପାଳନ ହେବାକୁ ଥିବା ବସନ୍ତ ଉତ୍ସବର ପ୍ରଥମ ଦିନରେ ଏହାଦ୍ୱାରା ପରିଚାଳିତ 'ସଂଗୀତ ଏବଂ ନୃତ୍ୟ ମହାବିଦ୍ୟାଳୟ'ର ୪୫ତମ ବାର୍ଷିକ ଉତ୍ସବ ତଥା 'ସ୍ପ୍ରିଂ ଭେଲି ଓଡ଼ିଆ ଓ
Read More...

ସିନେକାର୍ନିଭାଲ କର୍ତ୍ତୃପକ୍ଷଙ୍କୁ ସମ୍ୱର୍ଦ୍ଧିତ କଲେ ଭିଏଚ୍‌ପି ନେତା

ରାଉରକେଲା, (ସସ୍ମିତା ପ୍ରଧାନ) : ଅନେକ ଅରାଷ୍ଟ୍ରୀୟ ତତ୍ତ୍ୱଙ୍କ ଚାପ ସତ୍ତ୍ୱେ କାଶ୍ମୀର ପଣ୍ଡିତଙ୍କ ପ୍ରତି ହୋଇଥିବା ବର୍ବରୋଚିତ ଅତ୍ୟାଚାରକୁ ନେଇ ନିର୍ମାଣ ହୋଇଥିବା ନିର୍ଦେଶକ ବିବେକ ଅଗ୍ନିହୋତ୍ରିଙ୍କ ସିନେମା "ଦି କାଶ୍ମୀର ଫାଇଲସ"କୁ ପ୍ରଦର୍ଶିତ କରି କାଶ୍ମୀର ପଣ୍ଡିତଙ୍କ ସ୍ୱରକୁ
Read More...