Browsing Tag

rourakela news

ତୋଗାଡିଆଙ୍କ କାର୍ଯ୍ୟକ୍ରମ ସ୍ଥଳ ସ୍ଥାନାନ୍ତର

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱହିନ୍ଦୁ ପରିଷଦକୁ ଛାଡି ୨୦୧୮ ମସିହାରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଗଠନ କରିଥିବା ବିଶ୍ୱବିଖ୍ୟାତ କେନସର ସର୍ଜନ ଡକ୍ଟର ପ୍ରବୀଣ ଭାଇ ତୋଗାଡିଆ ଆସନ୍ତା କାଲି ସୁନ୍ଦରଗଡ଼ ଗସ୍ତରେ ଆସୁଥିବା ବେଳେ ମାଦ୍ରୀକାଲୋ ଭବନରେ ଅନୁଷ୍ଠିତ ଏକ ବିଶାଳ
Read More...

୨୦ରେ ସୁନ୍ଦରଗଡ଼ ଆସୁଛନ୍ତି ତୋଗାଡିଆ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱହିନ୍ଦୁ ପରିଷଦକୁ ଛାଡି ୨୦୧୮ ମସିହାରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଗଠନ କରିଥିବା ବିଶ୍ୱବିଖ୍ୟାତ କେନସର ସର୍ଜନ ଡକ୍ଟର ପ୍ରବୀଣ ଭାଇ ତୋଗାଡିଆ ଆସନ୍ତା ୨୦ ତାରିଖ ଦିନ ସୁନ୍ଦରଗଡ଼ ଗସ୍ତରେ ଆସୁଥିବା ଜଣାପଡିଛି । ତୋଗାଡିଆଙ୍କ ଗସ୍ତକୁ ନେଇ
Read More...

ତ୍ରୟମାସିକ ସାହିତ୍ୟ ପତ୍ରିକା ରଶ୍ମିପ୍ରଭାର ପଞ୍ଚମ ବାର୍ଷିକୋତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ରଶ୍ମିପ୍ରଭାର ପଞ୍ଚମ ବାର୍ଷିକୋତ୍ସବ, ପୁସ୍ତକ ଉନ୍ମୋଚନ, ସମ୍ବର୍ଦ୍ଧନା ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଗୋପବନ୍ଧୁପଲ୍ଲୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରାଧାକାନ୍ତ
Read More...

ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ପକ୍ଷରୁ ଜଗନ୍ନାଥାଷ୍ଟକମ ପାଠ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନର ଚତୁର୍ଥ ଦିବସରେ ଗତକାଲି ଲାଠିକଟା ଜଗନ୍ନାଥ ମନ୍ଦିରରେ ଜଗନ୍ନାଥାଷ୍ଟକମ୍ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଶ୍ରୀଜଗନ୍ନାଥଙ୍କ ପାଖରେ ପୂଜାର୍ଚନା ଅନୁଷ୍ଠିତ ହେଲାପରେ ଶ୍ରୀମନ୍ଦିରର ସୁରକ୍ଷା ଉଦେଶ୍ୟରେ
Read More...

ଶ୍ରୀଅରବିନ୍ଦଙ୍କ ପବିତ୍ର ଶ୍ରୀତନୁ ପ୍ରତିଷ୍ଠାର ୩୪ତମ ବାର୍ଷିକୋତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସେକଟର ୫ ସ୍ଥିତ ଶ୍ରୀଅରବିନ୍ଦ ଯୋଗମନ୍ଦିରରେ ଶ୍ରୀ ଅରବିନ୍ଦଙ୍କ ପବିତ୍ର ଶ୍ରୀତନୁ ସ୍ମାରକୀ ପ୍ରତିଷ୍ଠାର ୩୪ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବର ଉଦ୍‌ଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ରାଉରକେଲା ଷ୍ଟିଲ
Read More...

କଇଁତରାରେ ହନୁମାନ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୁଣ୍ଡୁକେଲା କଇଁତରା ଗ୍ରାମରେ ହନୁମାନ ଜୟନ୍ତୀ ତଥା ପଣା ସଂକ୍ରାନ୍ତି କାର୍ଯ୍ୟକ୍ରମ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଙ୍କଟମୋଚନ ଶ୍ରୀ ବଜରଙ୍ଗବଳୀଙ୍କ ପୂଜାର୍ଚନା ଅନୁଷ୍ଠିତ ହୋଇଥିବା ବେଳେ
Read More...

ଆଦର୍ଶ ପାଠାଗାରରେ ଓଡିଆ ନବବର୍ଷ ଓ ବିଷୁବ ମିଳନ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ଓଡିଆ ନବବର୍ଷ ଓ ବିଷୁବ ମିଳନ ମହାସମାରୋହରେ ପାଳିତ ହୋଇଯାଇଛି । ପାଠାଗାରର ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ୱ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ବ ତଥା ଅନିଲ କୁମାର
Read More...

ଯାଜ୍ଞସେନୀ ତରଫରୁ ପଣା ସକ୍ରାନ୍ତି ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୃଜନଶୀଳା ନାରୀ, ସଚେତନତାର ପୃଥକ ପରିଭାଷା ପାଇଁ ସୃଷ୍ଟି ହୋଇଥିବା ମହିଳାଙ୍କ ଦ୍ବାରା ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ଯାଜ୍ଞସେନୀ ତରଫରୁ ଓଡିଆ ନବବର୍ଷ ଉପଲକ୍ଷେ ପଣା ସଂକ୍ରାନ୍ତି ସେକ୍ଟର ୧୭ସ୍ଥିତ ନିଜସ୍ୱ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।
Read More...

ସମାଜସେବୀଙ୍କ ସ୍ମୃତିରେ ଜଳଛତ୍ର ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୨ ସରକାରୀ ବସ୍ ଷ୍ଟାଣ୍ଡ ନିକଟରେ ସମାଜସେବୀ ସ୍ଵର୍ଗତ ମନୋଜ ପ୍ରଧାନ (ପେଚି ଭାଇ)ଙ୍କ ଉଦ୍ଦେଶ୍ୟରେ ସେକ୍ଟର-୨, ଯୁବକ ସଂଘ ପକ୍ଷରୁ ପବିତ୍ର ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ଏକ ଜଳଛତ୍ର ଖୋଲାଯାଇ ଅଛି । ଏହି ଜଳଛତ୍ରଟିକୁ ମୁଖ୍ୟ ଅତିଥି
Read More...

ସାହିତ୍ୟ ପତ୍ରିକା “ନବକାକଳି”ର ବିଷୁବ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୀର୍ଘ ୨୭ବର୍ଷ ଧରି ଜଗତସିଂହପୁର ଜିଲ୍ଲାର କନ୍ତାରରୁ ପ୍ରକାଶ ପାଉଥିବା ନବକାକଳି ସାହିତ୍ୟ ପତ୍ରିକାର ବିଷୁବ ଉତ୍ସବ, ରାଜ୍ୟ ସ୍ତରୀୟ କବି ସମ୍ମିଳନୀ, ସାରସ୍ବତ ସଭା, ସମ୍ବର୍ଦ୍ଧନା ସହ ପୁସ୍ତକ ଓ ପତ୍ରପତ୍ରିକାର ଲୋକାର୍ପଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।
Read More...