Browsing Tag

rourakela news

ସୁନ୍ଦରଗଡ଼ ଜିଲ୍ଲା ଲେଖକ ସାମୁଖ୍ୟର ସାହିତ୍ୟ ଆସର ଓ ନାଗରା ଉନ୍ମୋଚନ

ଶିକ୍ଷା ହିଁ ଆଲୋକ, ଆତ୍ମନିର୍ଭରଶୀଳ ନହେଲେ ଭାଷା ବଂଚାଇବା ଅସମ୍ଭବ ରାଉରକେଲା, (ସସ୍ମିତା ପ୍ରଧାନ) : ଶିକ୍ଷା ହିଁ ଆଲୋକ । କୁସଂସ୍କାରରୁ ଶିଶୁମାନଙ୍କୁ ମୁକ୍ତ କରିବାକୁ ହେଲେ ସେମାନଙ୍କୁ ସଂସ୍କାର ଓ ଶିକ୍ଷା ଦେବାର ଆବଶ୍ୟକତା ରହିଛି । ଆତ୍ମନିର୍ଭରଶୀଳ ନହେଲେ ଭାଷାକୁ ବଂଚାଇବା
Read More...

ହାପି ମୋମେଣ୍ଟସ୍ ଇଣ୍ଡିଆର ନବମ ପ୍ରତିଷ୍ଠା ଦିବସ ଆସନ୍ତା ୧୭ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍ ଇଣ୍ଡିଆ ତାର ନବମ ପ୍ରତିଷ୍ଠା ଦିବସ ଚଳିତ ମାସ ୧୭ ତାରିଖ ଦିନ ସେକ୍ଟର ୬ସ୍ଥିତ ବସ୍ତିଆ ଭବନଠାରେ ସକାଳ ୯ ଟାରୁ ରାତି ୯ଟା ପର୍ଯ୍ୟନ୍ତ ପାଳନ କରିବ ବୋଲି ଜଣାପଡ଼ିଛି । ଏ ସଂପର୍କରେ ରାଉରକେଲା
Read More...

ଗାନ୍ଧୀବାଦୀ ନେତା ନାରାୟଣ ଦାସଙ୍କ ସ୍ମୃତିଚାରଣ ସଭା

ଗାନ୍ଧୀବାଦୀ ନାରାୟଣ ଦାସଙ୍କ ବ୍ୟକ୍ତିତ୍ୱ ଅମ୍ଳାନ ଓ ଚିରସ୍ମରଣୀୟ ରାଉରକେଲା, (ସସ୍ମିତା ପ୍ରଧାନ) : ଗାନ୍ଧୀବାଦୀ ନେତା ନାରାୟଣ ଦାସଙ୍କ ବ୍ୟକ୍ତିତ୍ୱ ଅମ୍ଳାନ ଓ ଚିରସ୍ମରଣୀୟ । ଗାନ୍ଧୀ ବିଚାରର ଅନନ୍ୟ ସିପାହୀ ଓ ରାଉରକେଲାର ଶେଷ ଗାନ୍ଧୀବାଦୀ ନେତା ବୋଲି ବକ୍ତାମାନେ ତାଙ୍କ
Read More...

ହାଣ୍ଡଲୁମ କଟନ ଫାବ୍ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଭଞ୍ଜଭବନ ଠାରେ ହାଣ୍ଡଲୁମ କଟନ ଫାବ୍ ଉଦ୍‌ଘାଟିତ ହୋଇଯାଇଛି । ଆଦର୍ଶ ପାଠାଗାରର ଉପଦେଷ୍ଟା ଚନ୍ଦ୍ରଶେଖର ଶତପଥୀ ଉଦ୍‌ଘାଟକ ଭାବେ ଯୋଗଦେଇ ଏହି ମେଳାକୁ ଉଦ୍‌ଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପାଠାଗାରର ସାଧାରଣ ସଂପାଦକ ସୁକାନ୍ତ
Read More...

ଆଇନ ମହାବିଦ୍ୟାଳୟ ଓ ସମାଜ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ପୂଣ୍ୟତିଥି ଉପଲକ୍ଷେ ରାଉରକେଲା ଆଇନ ମହାବିଦ୍ୟାଳୟ ଓ ରାଉରକେଲା ସମାଜ ସଂସ୍କରଣର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର
Read More...

ଗଣମାଧ୍ୟମ ଗଣତନ୍ତ୍ରର ବଳ : ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ

ଉତ୍କଳମେଲର ୩୩ତମ ସ୍ୱନକ୍ଷତ୍ର ଦିବସ ପାଳିତ ରାଉରକେଲା, (ସସ୍ମିତା ପ୍ରଧାନ) : କ୍ଷୁଦ୍ର ମଧ୍ୟମ ଖବର କାଗଜ, ଛୋଟ ଦଳ ଓ ଛୋଟ ଶିଳ୍ପ ସମାଜରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ଗଣମାଧ୍ୟମ ଗଣତନ୍ତ୍ରର ବଳ ବୋଲି ଉଦ୍‌ଘାଟକ ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ
Read More...

ହମ୍ ନିଶାଦ୍‌ର ଡିଲଗ ବର୍ଷାର ଛିଟା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସଂଗୀତ ଅନୁଷ୍ଠାନ ହମ୍ ନିଶାଦ୍‌ର ଡିଲଗ (ବର୍ଷା ର ଛିଟା) କାର୍ଯ୍ୟକ୍ରମ ସ୍ଥାନୀୟ ସିଭିକ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଡଃ ସଂଚିତା ଚୌଧୁରୀଙ୍କ ଅଧ୍ୟକ୍ଷତା ଓ ମହମ୍ମଦ କାଶିମଙ୍କ ଆବାହକତ୍ୱରେ ଆୟୋଜିତ ଏହି ସଂଗୀତ
Read More...

ଏକତା ଗୃପର ପ୍ରଥମ ବାର୍ଷିକୋତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଏକତା ଗୃପର ପ୍ରଥମ ବାର୍ଷିକୋତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଝିରପାଣି ସ୍ଥିତ ସାଇନିଂ କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବସୁମତୀ ମହାନ୍ତିଙ୍କ ସଭପତିତ୍ୱ ଓ ସଂପାଦକ ଗୌରୀ କୁମ୍ଭାରଙ୍କ ଆବାହକତ୍ୱ ଓ ଉପଦେଷ୍ଟା
Read More...

ସେକ୍ଟର ୬ ହାଇସ୍କୁଲରେ ଅନ୍ତର୍ଜାତୀୟ ଯୋଗ ଏବଂ ଅଲିମ୍ପିକ ଦିବସ ଅତି ଉତ୍ସାହ ଓ ଉଦ୍ଦୀପନାରେ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅତି ଉତ୍ସାହ ଓ ଉଦ୍ଦୀପନାର ସହିତ ଅନ୍ତର୍ଜାତୀୟ ଯୋଗ ଏବଂ ଅଲିମ୍ପିକ ଦିବସ ପାଳିତ ହୋଇଯାଇଛି । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବିଦ୍ୟାଳୟର ଖେଳ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟ ଦୁଇଜଣ ସହକାରୀ ଶିକ୍ଷୟିତ୍ରୀଙ୍କ
Read More...

ତାରିଣୀ ଚରଣ ସାହୁଙ୍କ ପୁସ୍ତକ ପାବକ କନ୍ୟା ଓ ସରଳ ରାମାୟଣ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣେ ଜଣାଶୁଣା ଶିକ୍ଷାବିତ୍ ତଥା କବି, ଗୀତିକବି ସମାଜର ସଭାପତି ତାରିଣୀ ଚରଣ ସାହୁଙ୍କ ପୁସ୍ତକ ପାବକ କନ୍ୟା ଓ ଅନୁବାଦ ପୁସ୍ତକ ସରଳ ରାମାୟଣ ଜଗଦାଠାରେ ଲୋକାର୍ପିତ ହୋଇଯାଇଛି । କବି ତ୍ରିଲୋଚନ ମଥାନଙ୍କ ସଭାପତିତ୍ୱ ଓ ଶ୍ରେୟସୀ ସାହୁଙ୍କ ସଂଯୋଜନାରେ
Read More...