Browsing Tag

rourakela news

ଶ୍ରୀମଦ ଭାଗବତ ଏବଂ ଆଜିର ପ୍ରାସଙ୍ଗିକତା ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ସଚ୍ଚିଦାନନ୍ଦ ମେମୋରିଆଲ ଟ୍ରଷ୍ଟ ତରଫରୁ ସଚ୍ଚିଦାନନ୍ଦ ସ୍ମାରକୀ ବକୃତାମାଳା ଓ ଶ୍ରୀମଦ ଭାଗବତ ଏବଂ ଆଜିର ପ୍ରାସଙ୍ଗିକତା ସଂପର୍କରେ ଆଲୋଚନାଚକ୍ର ଛେଣ୍ଡ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଦ୍ୱିଦିବସୀୟ
Read More...

ରାଉରକେଲା କଲେଜରେ ରାଷ୍ଟ୍ରୀୟ ଏକତା ଦିବସ ଓ ସତର୍କତା ଜାଗ୍‌ରୁକତା ସପ୍ତାହ ଓ ପ୍ରତିଜ୍ଞାପାଠ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ସ୍ଥିତ ରାଉରକେଲା କଲେଜର 'ଜାତୀୟ ସେବା ଯୋଜନା'ର ସଂଯୁକ୍ତ ଶାଖା ତରଫରୁ ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ 'ରାଷ୍ଟ୍ରୀୟ ଏକତା ଦିବସ' ଓ 'ଶପଥ ପାଠ' ତଥା 'ସତର୍କତା ଜାଗ୍‌ରୁକତା ସପ୍ତାହ' ଓ
Read More...

ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଭଗବତୀ ଚରଣଙ୍କ ସ୍ମୃତି ଦିବସ ଓ ଗୁରୁଚରଣଙ୍କ ଜୟନ୍ତୀ ପାଳିତ

ଭଗବତୀ ଓ ଗୁରୁଚରଣ ଥିଲେ କ୍ରାନ୍ତିର ସ୍ଫୁଲିଙ୍ଗ ରାଉରକେଲା, (ସସ୍ମିତା ପ୍ରଧାନ) : ଭଗବତୀ ଚରଣ ପାଣିଗ୍ରାହୀ ଓ ଗୁରୁଚରଣ ପଟ୍ଟନାୟକ ଥିଲେ କ୍ରାନ୍ତିର ସ୍ଫୁଲିଙ୍ଗ । ଓଡିଶାରେ ସାମ୍ୟବାଦୀ ସଂଗଠର ପ୍ରାଣ ପ୍ରତିଷ୍ଠାତା ଉଭୟ ମନିଷୀଙ୍କ ଦିଗଦର୍ଶନ ଆମ୍ଭମାନଙ୍କ ଜୀବନୀ ଓ ଲେଖନୀର ପ୍ରେରଣାର
Read More...

‘ଦି ମେଲୋଡି ଭାଇବ୍ସ’ ପକ୍ଷରୁ ରଙ୍ଗାରଙ୍ଗ ସଙ୍ଗୀତ ସନ୍ଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ସଙ୍ଗୀତ ହିଁ ଜୀବନର ପରିଭାଷା । ଯାହାକୁ ଆଧାର କରି 'ଦି ମେଲୋଡି ଭାଇବ୍ସ' ଆନୁକୂଲ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ମନଛୁଆଁ ଓଡ଼ିଆ ସଙ୍ଗୀତର ଚିତ୍ତାକର୍ଷକ କାର୍ଯ୍ୟକ୍ରମ 'ସୁନେଲି ସନ୍ଧ୍ୟା' । ରାଉରକେଲାର ସ୍ଥାନୀୟ ସିଭିକ୍ ସେଣ୍ଟର ଠାରେ ଆୟୋଜିତ
Read More...

ସେଲ୍‌ ଓ ଏଏଆଇ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ

ରାଉରକେଲା : ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌) ଓ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ (ଏଏଆଇ) ମଧ୍ୟରେ ଶୁକ୍ରବାର ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଫଳରେ ରାଉରକେଲାରେ ବିମାନ ସେବା ଆରମ୍ଭର ପଥ ପରିଷ୍କାର ହୋଇଛି । ସେଲ୍‌ର କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ
Read More...

ରୟାଲ ଚାଲେଞ୍ଜ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବନ୍ଧମୁଣ୍ଡା ରୟାଲ କ୍ଲବ ତରଫରୁ ସେକ୍ଟର ସି ୧୦ ନମ୍ବର ପଡିଆଠାରେ ରୟାଲ ଚାଲେଞ୍ଜ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ମୁଖ୍ୟ ଅତିଥି, ଆଇ ରାଜା, ଯୁବନେତା ରଞ୍ଜନ ନାୟକ ଓ
Read More...

‘ସତଭାବନା’ ଲାକ୍ଷେଘର ସମାଜର ସାଧାରଣ ସମ୍ପାଦକଙ୍କ ଅକାଳ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ 'ସତଭାବନା' ଲାକ୍ଷେଘର ସମାଜ ରାଉରକେଲାର ସାଧାରଣ ସମ୍ପାଦକ ବିଜୟ କୁମାର ତାଣ୍ଡିଆଙ୍କ ଗତକାଲି ଦେହାନ୍ତ ହୋଇଯାଇଛି । ସେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଆଇଜିଏଚ୍‌ରେ ଚିକିତ୍ସିତ ହେଉଥିଲେ । ତାଙ୍କର ଦେହ ଅଧିକ ଅସୁସ୍ଥ
Read More...

ଆର୍ଥିକ ଅନିୟମିତତା ସତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ୍‌ ଅଭିଯୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଆର୍ଥିକ ଅନିୟମିତତା ସତ୍ୱେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସମବାୟ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପାଇପ ପ୍ଲାଣ୍ଟ କୋ-ଅପରେଟିଭ କ୍ରେଡିଟ୍ ସୋସାଇଟିରେ ଏଭଳି ଘଟଣା ଆଧାରିତ ଖବର ମିଳିଥିବା ବେଳେ ଖିଲାପକାରୀଙ୍କ ବିରୁଦ୍ଧରେ
Read More...

ଶ୍ରୀରାମ ଚରିତ ମାନସ, ନବାହ୍ନ ପାରାୟଣ ଓ ପ୍ରବଚନ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଏ ବ୍ଲକ ସ୍ଥିତ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଥିବା ଶୃତି ଭବନ ଠାରେ ଶ୍ରୀରାମ ଚରିତ ମାନସ, ନବାହ୍ନ ପାରାୟଣ ଓ ପ୍ରବଚନ ଦୀର୍ଘ ୯ ଦିନ ଧରି ଚାଲିବା ପରେ ଶତାଧିକ ଭକ୍ତଙ୍କ ଉପସ୍ଥିତିରେ ଉଦ୍‌ଯାପିତ ହୋଇଯାଇଛି । ଶେଷରେ ସମସ୍ତ ଭକ୍ତ ସାମୁହିକ
Read More...

ବିଜ୍ଞାନର ଦ୍ଵାହିଦେଇ ଧାର୍ମିକ ବିଶ୍ୱାସର ପରିହାସ ନିନ୍ଦନୀୟ- କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : ସୂର୍ଯ୍ୟପରାଗ ଦିନ ସର୍ବସାଧାରଣରେ ଚିକେନ ବିରିୟାନୀ ଭୋଜିର ଆୟୋଜନ କରି କୋଟି କୋଟି ହିନ୍ଦୁଙ୍କ ଧାର୍ମିକ ବିଶ୍ୱାସକୁ ପରିହାସ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବିଶ୍ୱହିନ୍ଦୁ ପରିଷଦ ନେତା ଶାନ୍ତନୁ କୁସୁମ । ଏହି ପରିପ୍ରେକ୍ଷୀରେ ଭିଏଚପି ନେତା
Read More...