Browsing Tag

rourakela news

ଯୁବ ହଷ୍ଟେଲର ସଚେତନତା ବାର୍ତ୍ତା ନେଇ ବାଇକ୍ ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଓ ଭୁବନେଶ୍ୱରରେ ହେବାକୁ ଥିବା ବିଶ୍ୱକପ ହକିର ପ୍ରଚାର ଓ ପ୍ରସାର, ପରିବେଶ ସଚେତନତା, ପଶୁ ସଂପଦ ସୁରକ୍ଷା ଓ ସଡକ ସୁରକ୍ଷା ସଚେତନତା ବାର୍ତ୍ତା ନେଇ ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ଓ ଓଡିଶା ଶାଖାର ମିଳିତ ଆନୁକୂଲ୍ୟରେ ଏକ ମୋଟର ସାଇକେଲ
Read More...

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅଭ୍ୟାସ ମ୍ୟାଚ୍‌

ଭୁବନେଶ୍ୱର/ରାଉରକେଲା, (କେପିଏନ୍‌ଏସ୍‌) : ଆଜି ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଦକ୍ଷିଣ କୋରିଆ ଓ ଭାରତ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯିବ । କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଭ୍ୟାସ ମ୍ୟାଚ୍‌ରେ ଦର୍ଶକଙ୍କୁ ବାରଣ କରାଯାଇଛି । ତେଣୁ
Read More...

ଖ୍ରୀଷ୍ଟିଆନ ଆସୋସିଏସନ୍ ତରଫରୁ ୩୯ତମ ଖ୍ରୀଷ୍ଟମାସ ମିଳନ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣି ସ୍ଥିତ ଖ୍ରୀଷ୍ଟିଆନ ଆସୋସିଏସନ୍ ତରଫରୁ ୩୯ତମ ଖ୍ରୀଷ୍ଟମାସ ମିଳନ ସେଣ୍ଟ ଜନ ମିଶନ ସ୍କୁଲ ପଡିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଆସୋସିଏସନ୍‌ର ସଭାପତି ଅଜୟ କୁମାର ଖାଲକୋଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫାଦର ଆଲବର୍ଟ
Read More...

ଓଷ୍ଟା ରାଉରକେଲା ସିଟି ଜୋନର ଶିଶୁ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଷ୍ଟା ରାଉରକେଲା ସିଟି ଜୋନର ଶିଶୁ ଉତ୍ସବ ୨୦୨୨, ସେକ୍ଟର ୧ସ୍ଥିତ ନୀଳମାଧବ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶିଶିର କୁମାର ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସମାଜସେବୀ
Read More...

ଚିନ୍ମୟ ବିଦ୍ୟାଳୟରେ ୩୭ତମ ପୁରଷ୍କାର ବିତରଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୭ ସ୍ଥିତ ଚିନ୍ମୟ ବିଦ୍ୟାଳୟରେ ୩୭ତମ ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଂପାଦକ ବାବୁରାମ ମିଶ୍ରଙ୍କ ସଭାପତିତ୍ୱ ଓ ପ୍ରଧାନ ଶିକ୍ଷୟିତ୍ରୀ ଇ ସୁଜାତାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେକ୍ଟର ୬ ସରକାରୀ
Read More...

ରୋଟାରୀ କ୍ଲବ ଡିଷ୍ଟ୍ରିକ୍ଟ ୩୨୬୧ର ବିବିଧତା, ସମାନତା ଓ ସମାବେଶ ଆଧାରିତ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଡିଷ୍ଟ୍ରିକ୍ଟ ୩୨୬୧ ଅନ୍ତର୍ଗତ ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ବିବିଧତା, ସମାନତା ଓ ସମାବେଶ ଆଧାରିତ ଆଲୋଚନାଚକ୍ର ରାଧିକା ରିଜେନ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି । ଷ୍ଟିଲ ସିଟିର ଉପସଭାପତି ରୋଟାରୀଆନ ସନ୍ଧ୍ୟାରାଣୀ
Read More...

ସ୍ତମ୍ଭକାର ଭୂପେନ ମହାପାତ୍ରଙ୍କ ପତ୍ନୀ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ସହର ତଥା ରାଜ୍ୟର ଜଣାଶୁଣା ସ୍ତମ୍ଭକାର ଭୂପେନ ମହାପାତ୍ରଙ୍କ ପତ୍ନୀ ରାଧାରାଣୀ ଦାସ ମହାପାତ୍ରଙ୍କ ୮୩ ବର୍ଷ ବୟସରେ ଛେଣ୍ଡ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ବାଲେଶ୍ୱର ଜିଲ୍ଲାର ପୋଟସାହିର ବାସିନ୍ଦା ସ୍ୱର୍ଗତା ରାଧାରାଣୀଙ୍କ ମୃତ୍ୟୁ ଖବର ପାଇ
Read More...

ଓଡିଶା ଝାଡଖଣ୍ଡ ଉପାନ୍ତ ଲେଖକ କବି ସମାରୋହ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ଲେଖକ ସାମୁଖ୍ୟ, ରାଉରକେଲା ତରଫରୁ ଛେଣ୍ଡ ସ୍ଥିତ ଧାମରା ସଂଘ ଠାରେ ଓଡିଶା ଝାଡଖଣ୍ଡ ଉପାନ୍ତ ଲେଖକ କବି ସମାରୋହ ଅନୁଷ୍ଠିତ ହୋଇଯାଇଛି । ସାମୁଖ୍ୟର ମୁଖ୍ୟ ସ୍ତମ୍ଭକାର ଭୂପେନ ମହାପାତ୍ରଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦିକା ରଶ୍ମି ବାଳା
Read More...

ବେଦବ୍ୟାସଠାରେ ଝୁଲାପୋଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀପ ରାୟଙ୍କ ଚିଠି

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ଠାରେ ଝୁଲାପୋଲର ଆବଶ୍ୟକତା ନେଇ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇବା ସହ ଏହାଦ୍ୱାରା ଜିଲ୍ଲାର ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଜଣାଇଛନ୍ତି । ଚିଠିରେ ଶ୍ରୀ ରାୟ ଉଲ୍ଲେଖ
Read More...

ଇଜି ବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବରିଷ୍ଠ ନାଗରିକ ମାନେ ଇଜି ବଲ ଖେଳ ମାଧ୍ୟମରେ ବିଶ୍ୱକପ ହକି ୨୦୨୩କୁ ସ୍ୱାଗତ କରିବା ପାଇଁ ବାସନ୍ତୀ ପାଠାଗାର ଓ ଇଜି ବଲ ସଂଘ ମିଳିତ ଆନୁକୂଲ୍ୟରେ ରାଉରକେଲାର ତିନୋଟି ଅଗ୍ରଣୀ ଅନୁଷ୍ଠାନ ବାସନ୍ତୀ ପାଠାଗାର, ପ୍ରଗତି ଉତ୍କଳ ସଂଘ ଏବଂ ଗୋପବନ୍ଧୁ ପାଠାଗାର
Read More...