Browsing Tag

rourakela news

ବିଜୁବାବୁଙ୍କ ୧୦୭ତମ ଜୟନ୍ତୀ ପାଳନ ଓ ଶ୍ରଦ୍ଧାଞ୍ଜଳି ସଭା

ବିଜୁ ପଟ୍ଟନାୟକ ଥିଲେ କୋଟି ଓଡ଼ିଆର ମଉଡମଣୀ : ଉପ ଜିଲ୍ଲପାଳ ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ମିଳିତ ସହଯୋଗରେ ଆଇଡ଼ିଏଲ୍‌ ସମାଜ ମଙ୍ଗଳ କେନ୍ଦ୍ର ପରିସରରେ ପ୍ରବାଦ ପୁରୁଷ
Read More...

ଉତ୍କଳ ଦିବସ ପାଳନ ପାଇଁ ଗରିମାର ପ୍ରଥମ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଗରିମା ତରଫରୁ ଉତ୍କଳ ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସେକ୍ଟର ୨ ସାହାନାଇ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ୍ କୟାଲଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଶଙ୍କର ଜେନାଙ୍କ
Read More...

ବସନ୍ତ ମଲ୍ଲିକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଯୁବ ହଷ୍ଟେଲ ରାଉରକେଲାର ପ୍ରତିଷ୍ଠାତା ସମାଜସେବୀ ବସନ୍ତ ମଲ୍ଲିକଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ସେକ୍ଟର ୩ ସ୍ଥିତ ମାନବ ସେବା ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ଯୁବ ହଷ୍ଟେଲ ରାଉରକେଲାର ଉପସଭାପତି ତଥା ଷ୍ଟିଲ
Read More...

ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦି ମିରର ସୋସିଆଲ୍ ଫାଉଣ୍ଡେସନ ଓ ଜେପି ହସପିଟାଲ୍‌ର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ସେକ୍ଟର ୧୬ ଶୁଭଦ୍ରାପଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି । ମିରରର ଅଧ୍ୟକ୍ଷ ବିଶ୍ବଜିତ ରାଉତଙ୍କ ଆବାହକତ୍ବରେ ହୋଇଥିବା କାର୍ଯ୍ୟକ୍ରମରେ ଜେପି
Read More...

ଏକତ୍ରର ସ୍ୱାଗତ ସମ୍ବର୍ଦ୍ଧନା ଓ ବଂଧୁମିଳନ ଉତ୍ସବ

ସଂସ୍କାରୀ ହେଲେ ସଂସ୍କୃତିର ଉନ୍ନତି ହୋଇପାରିବ ରାଉରକେଲା, (ସସ୍ମିତା ପ୍ରଧାନ) : ସଂସ୍କାରୀ ହେଲେ ସଂସ୍କୃତିର ଉନ୍ନତି ହୋଇପାରିବ । ନାଟକର ବାର୍ତ୍ତା ମାନବଧର୍ମୀ ହେବା ଆବଶ୍ୟକ ବୋଲି ଅତିଥିମାନେ ଏକତ୍ରର ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମତ ରଖିଛନ୍ତି । ରାଉରକେଲାର ୨୪ ଗୋଟି
Read More...

ଓଡ଼ିଆ ଭାଷା, କଳା, ସାହିତ୍ୟ ସଂସ୍କୃତି ନ ବଞ୍ଚିଲେ ରାଜ୍ୟ ତଥା ଦେଶର ପ୍ରଗତି ଅସମ୍ଭବ : ରଞ୍ଜନ ଦାଶ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ଆଇଡ଼ିଏଲ୍‌ ଅତିଥି ଭବନ ପରିସରରେ ଓଡ଼ିଆ ଭାଷା କଳା ସଂସ୍କୃତି ଓ ପରମ୍ପରା ସମ୍ପର୍କିତ ଏକ କର୍ମଶାଳା ଟ୍ରଷ୍ଟର ଉପସଭାପତି ମିନତୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ
Read More...

ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବନ ମଣ୍ଡଳ ଓ ୱାଇଏମ୍ଏଫ୍‌ଆଇ ପକ୍ଷରୁ ଆଜି ସ୍ଥାନୀୟ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ସେକ୍ଟର - ୬ ପରିସରରେ ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳିତ ହୋଇଯାଇଛି । ଏଥିରେ ରାଉରକେଲା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ଼ ଅରୁଣ କୁମାର ମିଶ୍ର (ଆଇଏଫ୍‌ଏସ୍‌)
Read More...

ଆର୍‌ଏସ୍‌ପି ୧୯୯୩ ବ୍ୟାଚ୍‌ ଆପ୍ରେଣ୍ଟିସଙ୍କ ଭାବ ବିନିମୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ୧୯୯୩ ମସିହା ମାର୍ଚ୍ଚ ପହିଲାରେ ଆର୍‌ଏସ୍‌ପିର ଟ୍ରେଡ୍‌ ଆପ୍ରେଣ୍ଟିସ ଭାବେ ଚାକିରିରେ ଯୋଗଦାନ କରିଥିବା ସାଥୀମାନେ ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ସେକ୍ଟର ୩ ଅହିରାବନ୍ଧ (ଜଗନ୍ନାଥ) ମନ୍ଦିର ପ୍ରାଙ୍ଗଣରେ ସପରିବାର ସହ ପାଳନ
Read More...

ରାଉରକେଲା ଆସିଥିବା ବିଦେଶୀ ନାଗରିକଙ୍କୁ ଆକ୍ରମଣ ଅଭିଯୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆସିଥିବା ଜଣେ ବିଦେଶୀ ନାଗରିକଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଘଟଣା ବୁଧବାର ସକାଳେ ରେଲୱେ ଷ୍ଟେସନ ନିକଟ ଗୁରୁଦ୍ୱାରା ଗଳିରେ ଘଟିଛି । ଗୁରୁତର ଅବସ୍ଥାରେ ବିଦେଶୀ ନାଗରିକଙ୍କୁ ଉଦ୍ଧାର
Read More...

ବୀର ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ଓ ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ୟରେ ଭାରତ ମୁକ୍ତି ସଂଗ୍ରାମର ପ୍ରଥମ ସଶସ୍ତ୍ର ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୧୩୯ତମ ଶ୍ରାଦ୍ଧ ଦିବସ ପାଠାଗାର ପରିସରରେ ପାଳିତ ହୋଇଯାଇଛି । ଇଂ ଅଜିତ କୁମାର
Read More...