ସ୍ନେହୀ ମହିଳା ସମିତିର ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ବିଶିଷ୍ଟ ସାମାଜିକ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତି ବର୍ଷ ସାରା ବିଭିନ୍ନ ସମାଜ କଲ୍ୟାଣ ତଥା ପରିବେଶ ସୁରକ୍ଷା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥାଏ । ଏହି କ୍ରମରେ ଆଜି ବଣାଇ ସ୍ଥିତ ବାଣେଶ୍ୱର ମନ୍ଦିର ପରିସରରେ ଏକ ବୃକ୍ଷ!-->…
Read More...
Read More...