Browsing Tag

rourakela news

ବିବାହର ପ୍ରତିଶ୍ରୁତି ଦେବା ପଡ଼ିଲା ମହଙ୍ଗା : ବଳାତ୍କାରୀକୁ ୧୦ ବର୍ଷ କାରାଦଣ୍ଡ

ରାଉରକେଲା, (ସସ୍ମିତା ପ୍ରଧାନ) : ବିବାହ ପ୍ରତିଶ୍ରୁତି ଦେଇ ବଳତ୍କାର କରିବା ପଡିଲା ମହଙ୍ଗା । ବଳାତ୍କାରୀକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ରାଉରକେଲା ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ପି ସୂର୍ଯ୍ୟ ରାଓ । ସୂଚନାଯୋଗ୍ୟ ଯେ, ୨୦୨୦ ଜୁଲାଇ ୬ ତାରିଖ ଦିନ ରାତିରେ ପୀଡ଼ିତା
Read More...

ଡିଏଭି କୃତି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ

ରାଉରକେଲା, (ସସ୍ମିତା ପ୍ରଧାନ) : ଡିଏଭି ପବ୍ଲିକ ସ୍କୁଲର ପରିବେଶରେ ଆନନ୍ଦର ଲହରୀ ଖେଳିଯାଇଛି । ଛାତ୍ରଛାତ୍ରୀମାନେ +୨ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ବିଦ୍ୟାଳୟର ଗୌରବକୁ ଦ୍ୱିଗୁଣିତ କରିଛନ୍ତି । ଦଶମରେ ଅନୁରାଧା ପାନା ଡ଼ା-୯୮.୪, ସ୍ମୃତି ସ୍ନିଗ୍ଧା ସାହୁ -୯୭.୨, ଆୟୁଷ
Read More...

ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଛେଣ୍ଡ ହାଟ ଠାରେ ଦହି ପଣା ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାମାଜିକ ତଥା ସାହିତ୍ୟିକ ଅନୁଷ୍ଠାନ ସୁବର୍ଣ୍ଣରେଖା ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଗ୍ରୀଷ୍ମ ଅବକାଶରେ ତୃଷାର୍ତ୍ତ ମନକୁ ତୃପ୍ତ କରିବା ପାଇଁ ଛେଣ୍ଡ ହାଟ ଠାରେ ଶୀତଳ ଦହି ପଣା ବଣ୍ଟନର ଆୟୋଜନ କରାଯାଇଥିଲା । ଅନୁଷ୍ଠାନର ସାମାଜିକ
Read More...

ରାଉରକେଲାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ କାର୍ଯ୍ୟକ୍ରମ

ସମୟରେ, ହିନ୍ଦ ମଜଦୁର ସଭା, ରାଉରକେଲା ବିକାଶ ମଞ୍ଚ ଏବଂ ଥିଙ୍କର୍ସ ଫୋରମର ପ୍ରତିନିଧିମାନଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ କଲେକ୍ଟର ମନୋଜ ସତ୍ୟବାନ ମହାଜନ, IASଙ୍କୁ ଭେଟିଥିଲେ। ପ୍ରତିନିଧି ଦଳ ସହରର ଭିତ୍ତିଭୂମି ଏବଂ ବିକାଶକୁ ବୃଦ୍ଧି କରିବା ପାଇଁ ଅନେକ ପ୍ରମୁଖ ଦାବି ଉପସ୍ଥାପନ
Read More...

ଆମ ପୁଲିସର ସଚେତନତା କାର୍ଯ୍ୟକ୍ରମ ସହ ଯୋଗଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ନେହେରୁ ଟ୍ରାଫିକ ପାର୍କ ଠାରେ ସେକ୍ଟର ୧୯ ଥାନାର ଆମ ପୁଲିସ, ସାମାଜିକ ଅନୁଷ୍ଠାନ ସାହି ଭରସା ଓ ନିଃଶୁଳ୍କ ଯୋଗ ଶିକ୍ଷା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ସହ ଯୋଗକେନ୍ଦ୍ରର ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା
Read More...

ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ସନ୍ଥକବିଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ପୂରାତନ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ସଂସଦର ସେକ୍ଟର-୭ ସ୍ଥିତ କାର୍ଯ୍ୟାଳୟଠାରେ ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସଂସଦର କାର୍ଯ୍ୟକାରୀ ସଭାପତି ପ୍ରତାପ ପଣ୍ଡାଙ୍କ ପୌରୋହିତ୍ୟରେ ହୋଇଥିବା ଏହି
Read More...

ହାପି ମୋମେଣ୍ଟସର ଶିଶୁ ମହୋତ୍ସବ ଓ ବିଶ୍ୱ ମାତୃତ୍ଵ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ୧୨ ତମ ଓଡିଶା ଶିଶୁ ମହୋତ୍ସବ ଓ ବିଶ୍ୱ ମାତୃତ୍ଵ ଦିବସ ସେକ୍ଟର ୫ ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା
Read More...

ଝାଡ଼ଖଣ୍ଡ ସୀମାନ୍ତରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ : ଦୁଇ ଯବାନ ଆହତ

ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଛୋଟାନାଗରାରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ । ବିସ୍ଫୋରଣରେ ଦୁଇ ଯବାନ ଆହତ । ହସ୍ପିଟାଲରେ ଭର୍ତ୍ତି । ସୂଚନା ଅନୁଯାୟୀ, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଛୋଟାନାଗରାରେ ସୋମବାର ସକାଳ ପ୍ରାୟ ସାଢେ ୧୦ଟା ସମୟରେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ
Read More...

ଡି.ଏ.ଭି ସ୍କୁଲରେ ଗ୍ରୀଷ୍ମ କାଳୀନ ଶିବିରର ଉଦ୍‌ଯାପନୀ ଦିବସ”

ରାଉରକେଲା , (ସସ୍ମିତା ପ୍ରଧାନ) : ଡ. ଏ.ଏନ.କେ ଡି.ଏ.ଭି ପବ୍ଲିକ ସ୍କୁଲର ଗ୍ରୀଷ୍ମ କାଳୀନ ଶିବିର ଗତ ତା ୩-୫-୨୦୨୫ରିଖ ଠାରୁ ତା ୧୦-୫-୨୦୨୫ରିଖ ପର୍ଯ୍ୟନ୍ତ ଦୀର୍ଘ ଆଠ ଦିନ ଧରି ଚାଲିଥିଲା । ଏଥିରେ ସ୍କୁଲର ସର୍ବମୋଟ ୨୦୦ ଜଣ ଛାତ୍ରଛାତ୍ରୀ ନିଜର କଳା କୁଶଳତା ଏବଂ କ୍ରୀଡା କୌଶଳ
Read More...

ଦ ହ୍ୟୁମାନିଟୀ ଫାଉଣ୍ଡେସନର ବିଶ୍ୱ ମାତୃତ୍ଵ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଦ ହୁମାନିଟୀ ଫାଉଣ୍ଡେସନ ତରଫରୁ ରାଉରକେଲା କ୍ଲବ ଠାରେ ବିଶ୍ୱ ମାତୃତ୍ଵ ଦିବସ ପାଳନ ହୋଇଯାଇଛି । ମାତୃତ୍ଵ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଦୀପ୍ତି ସୁନ୍ଦରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...