୫ଜଣ ନକଲି ମାଓବାଦୀଙ୍କୁ ଗିରଫ କଲା ରାୟଗଡା ପୋଲିସ
ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ପୋଲିସ ୫ଟି ନକଲି ମାଓବାଦୀଙ୍କୁ ଗିରଫ କରିଥିବା ଜଣାପଡିଛି । ଠିକା କ୍ୟାମ୍ପ ଉପରେ ଆକ୍ରମଣ ଓ ପୋଡାଜଳା ଘଟଣାରେ ସମସ୍ତେ ଗିରଫ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ଜାନୁଆରୀ ୨୧ ତାରିଖ ରାତିରେ ଏହି ୫ ଜଣ ଅଭିଯୁକ୍ତ କଲ୍ୟାଣସିଂହପୁର ଥାନା!-->…
Read More...
Read More...