Browsing Tag

raurakela news

ମୁରଲୀଧର ଦୂତିଆଚାନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଚାନ୍ଦିପୋଷ ଅଞ୍ଚଳର ଜଣାଶୁଣା ସାମାଜିକ କାର୍ଯ୍ୟକର୍ତ୍ତା ତଥା ବୁଦ୍ଧିଜୀବୀ ମୁରଲୀଧର ଦୂତିଆଚାନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଆଜି ତାଙ୍କ ପୈତୃକ ଗ୍ରାମ ଚନ୍ଦ୍ରପୁର ସ୍ଥିତ କମ୍ୟୁନିଟି ସେଣ୍ଟର ପ୍ରାଙ୍ଗଣରେ ଅନୁଷ୍ଠିତ
Read More...

ସୁଜାମ ମାର୍ଟର ସାଂସ୍କୃତିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଭିନ୍ନ ସଂପ୍ରଦାୟ ଆଦିବାସୀମାନଙ୍କୁ ନେଇ ଗଠିତ ହୋଇଥିବା ସୁଜାମ ମାର୍ଟ ତରଫରୁ ସ୍ଥାନୀୟ ଭଂଜଭବନ ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ ଜିଲ୍ଲାରେ ଓରାମ, ମୁଣ୍ଡା, ଖଡିଆ, କିଷାନ, ଭୁୟାଁ, ବଡାଇକ, ସିଂ ପ୍ରଭୃତି
Read More...

ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ମାର୍ଟ ସିଟି ଓ ଆର୍‌ଏମ୍‌ସି ପକ୍ଷରୁ ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳିତ ହୋଇଯାଇଛି । ରାଉରକେଲା ଏଡିଏମ୍‌ ତଥା ସ୍ମାର୍ଟ ସିଟିର ସିଇଓ ଏବଂ ରାଉରକେଲା ମହାନଗର ନିଗମର କମିଶନର ଡଃ ଶୁଭଙ୍କର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଓ ସ୍ୱାସ୍ଥ୍ୟ
Read More...

ପ୍ରଜାମଣ୍ଡଳ ନେତା ଧନଞ୍ଜୟ ମହାନ୍ତିଙ୍କ ଜୟନ୍ତୀ ପାଳିତ

-ରାଉରକେଲା ଗଠନରେ ଧନଞ୍ଜୟ ବାବୁଙ୍କ ଅବଦାନ ଅତୁଳନୀୟରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହର ନିର୍ମାଣରେ ଧନୁବାବୁଙ୍କ ଅବଦାନ ଅତୁଳନୀୟ ବୋଲି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ନେତା, ପ୍ରାକ୍ତନ ସାଂସଦ ତଥା ପ୍ରାକ୍ତନ ବିଧାୟକ ଧନଞ୍ଜୟ ମହାନ୍ତିଙ୍କ ଜୟନ୍ତୀ ସମାରୋହରେ
Read More...

ଅବକାରୀ ବିଭାଗ ଓ ରେଳବାଇ ସୁରକ୍ଷା ପୋଲିସ ଦ୍ୱାରା ମିଳିତ ଚଢ଼ାଉରେ ଧରାହେଲା ଗଞ୍ଜେଇ

ରାଉରକେଲା, (ସସ୍ମିତା ପଧାନ) : ରାଉରକେଲା ରେଳ ଷ୍ଟେସନରେ ଅବକାରୀ ବିଭାଗ ଓ ରେଳବାଇ ସୁରକ୍ଷା ପୋଲିସ ଦ୍ୱାରା ମିଳିତ ଚଢ଼ାଉରେ ଗଞ୍ଜେଇ ଧରାପଡିଥିବା ନେଇ ସୂଚନା ମିଳିଛିି । ସୂଚନା ମୁତାବକ ଏହି ଚଢ଼ାଉରେ ସାଢ଼େ ଆଠକିଲୋ ବେଆଇନ ଗଞ୍ଜେଇ ଚୋରାରେ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗର
Read More...

ବିଶ୍ୱ ପରିବେଶ ଦିବସ ଅବସରରେ କ୍ଲିନ୍‌ ଏଣ୍ଡ୍‌ ଗ୍ରିନ୍‌ ଅନୁଷ୍ଠାନ ଏବଂ ରେଳବାଇ କର୍ମଚାରୀଙ୍କ ମିଳିତ ସହଯୋଗରେ ସଫେଇ…

ରାଉରକେଲା, (ସସ୍ମିତା ପଧାନ) : ବିଶ୍ୱ ପରିବେଶ ସୁରକ୍ଷା ଦିବସ ଉପଲକ୍ଷେ ରାଉରକେଲା ରେଳ ଷ୍ଟେସନ୍‌ଠାରେ କ୍ଲିନ ଏଣ୍ଡ୍‌ ଗ୍ରୀନ୍‌ ଅନୁଷ୍ଠାନ ଏବଂ ରେଳବାଇ ପକ୍ଷରୁ ମିଳିତ ସହଯୋଗରେ ସଫେଇ କାର୍ଯ୍ୟକ୍ରମ ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ରେଳ ଷ୍ଟେସନ ପ୍ରବନ୍ଧକ ଅଭୟ
Read More...

କବି ସୁଶାନ୍ତ କୁମାର ନାୟକଙ୍କ ‘ଭିନ୍ନ ଏକ ପୃଥିବୀ’ ପୁସ୍ତକ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) କବି ସୁଶାନ୍ତ କୁମାର ନାୟକଙ୍କ ଦ୍ୱିତୀୟ କବିତା ସଂକଳନ ପୁସ୍ତକ 'ଭିନ୍ନ ଏକ ପୃଥିବୀ' ଗତକାଲି ଧାମରା ସଂଘ ଠାରେ ଲୋକାର୍ପିତ ହୋଇଯାଇଛି । କବି ଶ୍ରୀ ନାୟକଙ୍କ ଆବାହକତ୍ୱ ଓ ଅଙ୍ଗୁରବାଳା ପରିଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାମୁଖ୍ୟ ଭାବେ
Read More...

ବ୍ୟାଙ୍କ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଟାଉନସିପ ଶାଖା ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ରଶ୍ମିରଂଜନ ପତିଙ୍କ ପଦୋନ୍ନତି ଦିଆଯାଇ କଟକକୁ ଓ ଅନ୍ୟତମ ଅଧିକାରୀ ମିତାଲି ମଧୁସ୍ମିତାଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟକୁ ବଦଳି କରାଯାଇଛି । ଏଥିପାଇଁ ଟାଉନସିପ ଶାଖାରେ ଉଭୟ
Read More...

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରଦୃଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ଓ ୟୁଥ୍ ମୁଭମେଣ୍ଟ ଫେଡେରେସନ ଅଫ୍ ଇଣ୍ଡିଆ ( ୱାଇଏମ୍‌ଏଫ୍‌ଆଇ )ର ମିଳିତ ଆନୁକୂଲ୍ୟରେ ଆସନ୍ତା ୫ ତାରିଖରେ ହେବାକୁ ଥିବା ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟର ଛାତ୍ର
Read More...

ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ଓ ଏଚ୍‌ଡିଏଫ୍‌ସି ତରଫରୁ ରକ୍ତଦାନ ଶିବିର ଓ କୁଲର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଆର୍‌ଜିଏଚ୍‌ଠାରେ ରକ୍ତଦାନ ଶିବିର ଓ ମହିଳା ପ୍ରସୂତୀ ବିଭାଗରେ କୁଲର ଦାନ କରାଯାଇଥିଲା । କାର୍ୟ୍ୟକ୍ରମର ଅଧ୍ୟକ୍ଷା ରୋଟାରୀଆନ ନିରୁପମା ମିଶ୍ରଙ୍କ ଆବାହକତ୍ୱରେ
Read More...